ଜଲଦି ବାଛନ୍ତୁ କୌଣସି ରଙ୍ଗ ଏବଂ ଜାଣନ୍ତୁ କଣ କହେ ଏହା ଆପଣଙ୍କ ବିଷୟରେ – ନିଶ୍ଚୟ ପଢନ୍ତୁ..
ରଙ୍ଗର ଦୁନିଆ ବହୁତ ଅଜୀବ ହୋଇଥାଏ।ସବୁଜ ରଙ୍ଗ ସବୁଠୁ ଖାସ ହୋଇଥାଏ।ଏହାର ଅଲଗା ଏକ ମହତ୍ଵ ଥାଏ।ଯେଉଁଠି ରଙ୍ଗ ଥାଏ ସେଠାରେ ଦୁଃଖ ନଥାଏ।ଏହି କାରଣରୁ ହିଁ ଆମକୁ ଆମ ଚାରିପାର୍ଶ୍ୱ ଭଲ ଲାଗିଥାଏ ଯେତେବେଳେ ତାହା ରଂଗବିରଙ୍ଗ ହୋଇଥାଏ।ରଙ୍ଗ ଯାହାବି ହେଇଥାଉ ଚଟକିଲ,ଚମକୀଲା,ଗହୀର ବା ହାଲ୍କା ବିଶ୍ୱାସ ରଖନ୍ତୁ ଏହା ବୋରିଂ ଜୀବନରେ ନୂଆ ଉତ୍ତେଜନା ଭରିଦେଇଥାଏ।ଏମାନଙ୍କ ଭିତରୁ ଗୋଟେ ରଙ୍ଗ ମାଧ୍ୟମରେ ଆପଣ ଆପଣଙ୍କ ବିଷୟରେ ଜାଣିପାରିବେ।ଚାଲନ୍ତୁ ଜାଣିବା ଏହି ବିଷୟରେ।
ଏହି ଚିତ୍ରରେ ଦେଇଥିବା ରଙ୍ଗ ଭିତରୁ ଗୋଟେ ରଙ୍ଗକୁ ବାଛନ୍ତୁ ଏବଂ ଆଗକୁ ଜାଣିବା ଯେଉଁ ରଙ୍ଗ ଆପଣ ବାଛିଛନ୍ତି ତାହାର ଅର୍ଥ କଣ ଅଟେ ଏବଂ ଆପଣଙ୍କ ବିଷୟରେ ଏହା କଣ କହିଥାଏ।
ଯଦି ଆପଣ ତାଙ୍କ ମାନଙ୍କ ମଧ୍ୟରୁ ଅଟନ୍ତି ଯେଉଁମାନେ ପ୍ରଥମକୁ ବାଛିଛନ୍ତି ତାହା ଏହାକୁ ଦର୍ଶାଇଥାଏ କି ଆପଣଙ୍କୁ କଳା, ଗ୍ରେ ଭଳି ରଙ୍ଗ ପସନ୍ଦ ହୋଇଥାଏ।ଆପଣ ସ୍ୱଭାବରେ ଅଳ୍ପ ଉଦାସୀ ହୋଇଥାନ୍ତି।ଆପଣଙ୍କୁ ଲାଗିଥାଏ କି ଆପଣଙ୍କ ଗୋଟେ ସ୍ଥିତିକୁ ଆସିକି ଫସିଯାଇଛନ୍ତି ଏବଂ ସେଥିରୁ ବାହାରକୁ କିପରି ବାହାରିବେ ତାହା ଆପଣ ଜାଣିନାହାଁନ୍ତି।ଆପଣଙ୍କ ଭିତରେ ଗୋଟେ ନକରାତ୍ମକ ଭାବ ଥାଏ ଯାହା ସ୍ବୟଂ ଆପଣଙ୍କ ସହିତ ଯୋଡ଼ିହୋଇଥାଏ।ଆପଣଙ୍କୁ ଲାଗିଥାଏ କି ଆପଣଙ୍କର କୌଣସି ଗୁରୁତ୍ୱ ନାହିଁ ଏବଂ ଆପଣ ଭିତରୁ ଜମା ବି ଖୁସି ନଥାନ୍ତି।ଆପଣଙ୍କୁ ନିଜ ଭିତରକୁ ଦେଖିବା ଏବଂ ନିଜ ଗୁଣ ବିଷୟରେ ଜାଣିବାର ଆବଶ୍ୟକତା ଅଛି।ଆପଣ ଯଦି ନିଜର ସମ୍ମାନ କରିବେ ତାହେଲେ ହିଁ ସେମାନେ ଆପଣଙ୍କୁ ସମ୍ମାନ କରିବେ।
ଯଦି ଆପଣ ତାଙ୍କ ଭିତରୁ ଅଟନ୍ତି ଯେଉଁମାନେ ଦ୍ୱିତୀୟକୁ ବାଛିଛନ୍ତି ତାହେଲେ ତାହା ଏହା ଦର୍ଶାଇଥାଏ କି ଆପଣ ସ୍ୱପ୍ନ ଦେଖିବାରେ ବହୁତ ଭରସା କରିଥାନ୍ତି।ଆପଣ ସ୍ୱଭାବରେ ବହୁତ ରୋମାଣ୍ଟିକ ଏବଂ ବଦହୃଦୟଵାଲା ହୋଇଥାନ୍ତି।ଆପଣଙ୍କୁ ଖୁସି ବାଣ୍ଟିବା ବହୁତ ପସନ୍ଦ ହୋଇଥାଏ।ଆପଣଙ୍କ କିଛି ଏମିତି ଇଚ୍ଛା ଥାଏ ଯାହା କେବଳ ସ୍ୱପ୍ନରେ ହିଁ ପୂରଣ ହୋଇପାରିବ।ଆପଣ ଫଣ୍ଟସିରେ ବଂଚିବା ପସନ୍ଦ କରିଥାନ୍ତି।
ଯଦି ଆପଣଙ୍କୁ ତୁତୀୟ ରଙ୍ଗ ଆକର୍ଷିତ କରିଥାଏ ତାହା ଏହା ଦର୍ଶାଇଥାଏ କି ଆପଣ ବହୁତ ସଂବେଦନଶୀଳ ହୋଇଥାନ୍ତି ଏବଂ ଆପଣ ନିଜ ଭାବନା ସହିତ ଗଭୀରରୁ ଯୋଡି ହୋଇଥାନ୍ତି।ଆପଣ ଏକ ଦିଲଦାର ମଣିଷ ହୋଇଥାନ୍ତି ଯାହା ଉପରେ ଭରସା ମଧ୍ୟ କରାଯାଇପାରେ।ଆପଣ ଆଧ୍ୟାତ୍ମର ମାର୍ଗରେ ଯାଇ ଖୁସି ପାଇବାକୁ ଚାହିଁଥାନ୍ତି।ଆପଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ କାମ କରିବାକୁ ଚାହାନ୍ତି।
ନିଜ ବିଷୟରେ ଜାଣିବାର ଏହି ଉପାୟ ପୁରାପୁରି ବୈଜ୍ଞାନିକ ଅଟେ କିନ୍ତୁ କଣ ସତରେ ଏହି ବୈଜ୍ଞାନିକ ତର୍କ ଆପଣଙ୍କ ବିଷୟରେ ଠିକ କହିଥାନ୍ତି ତାହା ଆପଣ ହିଁ ଆମକୁ କହିପାରିବେ।ତ ଏହା ଆପଣଙ୍କୁ କିପରି ଲାଗିଲା ଏହା ଆପଣ ଆମକୁ କହିବେ ଏବଂ ଏହାକୁ ନିଜ ସାଙ୍ଗ କିମ୍ବା ପରିବାର ମଧ୍ୟରେ ସେୟାର ମଧ୍ୟ କରନ୍ତୁ।ସେତେଯାଏ ସୁସ୍ଥ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ।