ମୂଳାଙ୍କରୁ ଜାଣନ୍ତୁ କେମିତି କଟିବ ବର୍ଷ ର ଆଗାମୀ ମାସ ଗୁଡିକ ଆପଣଙ୍କ ପାଇଁ – ଏବେ ବାଛନ୍ତୁ ଓ ଜାଣିରଖନ୍ତୁ
ସାଙ୍ଗ ମାନେ ଆଜି ମୁ ଆପଣ ମାନଙ୍କୁ କହିବି ଯେ ଅଙ୍କ ଜ୍ୟୋତିଷ କୁ ଆଧାର କରି ଆପଣ ଆପଣଙ୍କ ନୂଆ ବର୍ଷର ଘଟଣା ଗୁଡ଼ିକୁ ଜାଣି ପାରିବେ।ଆପଣଙ୍କୁ କହି ଦେଉଚି ଯେ ଏଠାରେ ମୁଲାଙ୍କ ଆପଣକଂ ଜନ୍ମ ତିଥି ଆଧାରରେ ଦିଆଯାଇଛି।ଉଦାହରଣ ୧,୧୦,୧୯ ତାରିଖ ରେ ଜନ୍ମ ବ୍ୟକ୍ତିଙ୍କ ମୂଳାଙ୍କ ୧ ହେବ।
ମୂଳାଙ୍କ: ୧ ଏମାନଙ୍କ ପାଇଁ ବର୍ଷ ୨୦୨୧ ସାମାନ୍ୟ ରହିବ।ବର୍ଷର ଆରମ୍ଭ ବଢିଆ ରହିବ।ଆପଣଙ୍କୁ ସକାରାତ୍ମକ ଭାବନା ମିଳିବ। ଆପଣଙ୍କ ପରିଶ୍ରମର ଫଳ ଆପଣଙ୍କୁ ଏହି ବର୍ଷ ମିଳିବ।ପରିବାରରେ ଖୁସିର ମହୋଲ ରହିବ।ଦାମ୍ପତ୍ୟ ଜୀବନରେ ଖଟାମିଠା ଫଳ ଆସିବ।ବିଦ୍ୟାର୍ଥୀ ମାନଙ୍କୁ ଭଲ ଫଳ ମିଳିବ।ବ୍ୟବସାୟୀ ମାନଙ୍କୁ ଦେଖି ଚାହିଁ ପାଦ ବଢ଼ାଇବାକୁ ପଡ଼ିବ।
ମୂଳାଙ୍କ:୨ ଏମାନଙ୍କ ପାଇଁ ନୂଆ ବର୍ଷ ଭଲ ରହିବାର ସମ୍ଭାବନା ଅଛି।ବିଦ୍ୟାର୍ଥୀ ମାନଙ୍କୁ ନିଜ କଡ଼ା ପରିଶ୍ରମର ଭଲ ଫଳ ମିଳିବ।ପାରିବାରିକ ଜୀବନ ଖୁସି ରହିବ।ପ୍ରେମ ସମ୍ବନ୍ଧ ପାଇଁ ଏହି ବର୍ଷ ଖାସ୍ ରହିବ। ଆପଣଙ୍କ ପ୍ରମୋସନ୍ ହୋଇପାରେ।ବୈବାହିକ ଲୋକ ମାନଙ୍କ ପାଇଁ ଏହି ବର୍ଷ କଠିନ ହୋଇପାରେ।
ମୂଳାଙ୍କ:୩ ଏମାନଙ୍କ ପାଇଁ ଏହି ବର୍ଷ ସାମାନ୍ୟ ରହିପାରେ। ଆପଣଙ୍କ ଜୀବନରେ କଠିନ ପରିସ୍ଥିତି ଆସିପାରେ।ଧର୍ମ ଆଡ଼କୁ ଆପଣଙ୍କ ରୁଚି ବଢିବ।ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରିବେ।ଆର୍ଥିକ ସଙ୍କଟ ଲାଗି ରହିବ।
ମୂଳାଙ୍କ:୪ ଏହି ବର୍ଷ ଆପଣଙ୍କ ପ୍ରେମ ସମ୍ବନ୍ଧ ପାଇଁ ବହୁତ୍ ବଢିଆ ରହିବ।ଆପଣଙ୍କ ଇଚ୍ଛା ପୁରା ହେବ।ବିଦ୍ୟାର୍ଥୀ ମାନଙ୍କ ପାଇଁ ବର୍ଷ ର ଆରମ୍ଭ ଭଲ ରହିବ।ବ୍ୟାପାରରେ ଲାଭ ହେବ।ଆର୍ଥିକ ସ୍ଥିତି ଭଲ ରହିବ।
ମୂଳାଙ୍କ:୫ ପାରିବାରିକ ଜୀବନରେ ଟିକେ ମନୋମାଲିନ୍ୟ ଲାଗିରହିିବ।ଏହି ବର୍ଷ ବହୁତ୍ ଉତ୍ତମ ରହିବ। ସ୍ୱାସ୍ଥ୍ୟବସ୍ଥା ଭଲ ରହିବ।ପ୍ରେମ ଜୀବନ ପାଇଁ ଏହି ବର୍ଷ ଭଲ ରହିବ।ବେପାର ବଣିଜ ରେ ଖୁବ୍ ଲାଭ ଆସିବ।
ମୂଳାଙ୍କ:୬ ବର୍ଷ ଆରମ୍ଭ ସମୟ ରେ ପାରିବାରିକ ସ୍ଥିତି ଭଲ ରହିବ।ଆପଣଙ୍କ ମନ ପସନ୍ଦ ଚାକିରୀ ମିଳିପାରେ।ବ୍ୟାପାରରେ ବିସ୍ତାର ଲାଭ କରିବେ।ପତିପତ୍ନୀ ଙ୍କ ସମ୍ପର୍କ ମଜବୁତ ହେବ।ବିଦ୍ୟାର୍ଥୀ ମାନେ ଜଗିରଖି ଚଳିବେ।
ମୂଳାଙ୍କ:୭ ନିଜ ପସନ୍ଦ ର ସାଥୀ ସହିତ ବିବାହ କରିପାରିବେ।ଚାକିରୀ କରୁଥିବା ବ୍ୟକ୍ତି ଲାଭବାନ ହେବେ।ବ୍ୟାପାର ରେ ଭଲ ଫଳ ମିଳିବ।ବିଦ୍ୟାର୍ଥୀ ମାନେ ମନ ଲଗାଇ ପାଠ ପଢ଼ିବେ।
ମୂଳାଙ୍କ:୮ ବିଦ୍ୟାର୍ଥୀ ମାନଙ୍କୁ ଭଲ ମାର୍ଗଦର୍ଶନ ମିଳିବ।ପ୍ରେମୀ ମାନଙ୍କ ପାଇଁ ଏହି ବର୍ଷ ଉତ୍ତମ ଅଟେ।ବୈବାହିକ ଜୀବନରେ ଚିନ୍ତା ଲାଗି ରହିବ।ସ୍ଵାସ୍ଥ୍ୟ ଉପରେ ଜଗୀରଖି ଚଳିବେ।ବ୍ୟାପାରରେ ପ୍ରଚୁର ଲାଭ ହେବ।
ମୂଳାଙ୍କ:୯ ସ୍ବାସ୍ଥ୍ୟ ଭଲ ରହିବ।ବୈବାହିକ ଜୀବନ ଭଲରେ କଟିବ। ମିତ୍ୟବୟୀ ହେବେ।ପରିବାର ସାଥିରେ ସମୟ କଟିବ।ବିଦ୍ୟାର୍ଥୀ ମାନଙ୍କୁ ଭଲ ଫଳ ମିଳିପାରେ।ଚାକିରୀ କ୍ଷେତ୍ରରେ ସଫଳତା ମିଳିବ।