June 24, 2025

Odia Express

Here, There and Everywhere

ମେଷ,ବୃଷ,ମିଥୁନ ରାଶିରୁ ବାଛନ୍ତୁ କେଉଁଟା ଆପଣଙ୍କ ରାଶି ଓ ଜାଣନ୍ତୁ ପୁରା କଥା – ଆପଣଙ୍କ ରାଶି ଯଦି ଏ ଭିତରେ ତେବେ ନିଶ୍ଚୟ ପଢନ୍ତୁ ଏବେ..

ସାଙ୍ଗ ମାନେ କିଛି ଲୋକ ବହୁତ୍ ରାଗି ଓ ବହୁତ୍ ସରଳ ହୋଇଥାନ୍ତି।ଚେହେରା ଦେଖି ତାର ସ୍ଵଭାବ ଜାଣିବା ବହୁତ୍ କଷ୍ଟକର ହୋଇଥାଏ।କଣ ଆପଣ ଜାଣିଛନ୍ତି ଯେ ରାଶି ଦ୍ଵାରା ମଧ୍ୟ ଆମେ ବ୍ୟକ୍ତିର ଗୁଣ,ସ୍ଵଭାବ ଆଦି ଜାଣିପାରିବା।ଆଜି ମୁ ଆପଣ ମାନଙ୍କୁ ବୃଷ,ମିଥୁନ,ମେଷ ଆଦି ରାଶି ବିଷୟରେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବି।

ତେବେ ଆସନ୍ତୁ ଜାଣିବା ମେଷ ରାଶି ବିଷୟରେ।ମେଷ ରାଶିର ସ୍ବାମୀ ଗ୍ରହ ମଙ୍ଗଳ ହୋଇଥାଏ।ୟେ ଗ୍ରହ ଜାତକ ଜୀବନରେ ପରାକ୍ରମ ଓ ଉତ୍ସାହ ର କାରକ ହୋଇଥାଏ।ମେଷ ରାଶିର ଚିହ୍ନ ମେଢା ହୋଇଥାଏ।ଯିଏ ନିଜ ନିଡରତା ଓ ନିଜ ସାହସ ପାଇଁ ଜଣା ଯାଇଥାଏ।ମେଷ ରାଶିର ବ୍ୟକ୍ତିଙ୍କୁ ସଫାଇ ବହୁତ୍ ପଶନ୍ଦ ହୋଇଥାଏ।ମେଷ ରାଶିର ବ୍ୟକ୍ତି ମାନେ ପ୍ରତି କାମକୁ ସଫେଇ ର ସହ କରିବାକୁ ଭଲ ପାଆନ୍ତି।ଏମାନଙ୍କୁ କେଉଁ ବି କମ ମିଳିଲେ ଏମାନଙ୍କ ଧ୍ୟାନ ପ୍ରଥମେ ସତର୍କତା ଆଡ଼କୁ ଯାଇଥାଏ।ମେଷ ରାଶି ର ବ୍ୟକ୍ତି ମାନେ ବହୁତ୍ ଉଦାର ହୋଇଥାନ୍ତି।ଏମାନଙ୍କ କଳ୍ପନା ଓ ନିରୀକ୍ଷଣ ଶକ୍ତି ବହୁତ୍ ଭଲ ହୋଇଥାଏ।ମେଷ ରାଶିର ବ୍ୟକ୍ତି ମାନେ ବହୁତ ଜଲଦି ରାଗି ଯାଆନ୍ତି।ଏମାନେ ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ବହୁତ୍ ଉନ୍ନତି କରିଥାନ୍ତି।ମେଷ ରାଶି ର ବ୍ୟକ୍ତିଙ୍କୁ କ୍ଷଣିକ ପ୍ରେମର ସୁଖ ପ୍ରାପ୍ତ ହୋଇଥାଏ।

ବୃଷ ରାଶିର ଚିହ୍ନ ଷଣ୍ଢ ହୋଇଥାଏ।ଏମାନେ ସ୍ୱଭାବରେ ପରିଶ୍ରମୀ ଓ ବୀର୍ଯ୍ୟ ବାନ ହୋଇଥାନ୍ତି।ଏମାନଙ୍କ ଚେହେରା ସବୁବେଳେ ଖୁସି ଓ ଉଦାରତା ରେ ଭରି ହୋଇ ରହିଥାଏ।ଏମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି।ବୃଷ ରାଶି ର ବ୍ୟକ୍ତି ମାନଙ୍କୁ ମୂର୍ଖ ବନାଇ ପାରିବେ ନାହିଁ।ଏମାନେ ଜ୍ୟୋତିଷ ଶାସ୍ତ୍ର ସହିତ ଜଡିତ ପୁସ୍ତକରେ ରୁଚି ରଖିଥାନ୍ତି।ଏମାନେ ପ୍ରାୟତଃ ଜିଦ୍ଦି ଓ ଆଳସୀ ହୋଇଥାନ୍ତି।ଏମାନେ ଅନ୍ୟ ରାଶି ମାନଙ୍କ ଅପେକ୍ଷା ଅଧିକ ରୂଢି ବାଦି ହୋଇଥାନ୍ତି। ଏମାନେ କୃଷି, ବ୍ୟାଙ୍କିଙ୍ଗ, ଚିକିତ୍ସା,ଶିକ୍ଷା ଆଦି କ୍ଷେତ୍ରରେ ବହୁତ୍ ଆଗକୁ ଯାଇଥାନ୍ତି।ଏମାନେ ପ୍ରକୃତ ଭଲ ପାଇବାରେ ବିଶ୍ୱାସ ରଖିଛନ୍ତି।ନିଜ କଡ଼ା ପରିଶ୍ରମ ଦ୍ବାରା ଏହି ରାଶିର ଲୋକ ମାନେ ଆକାଶକୁ ମଧ୍ୟ ଛୁଇଁ ପାରନ୍ତି।

ମିଥୁନ ରାଶିର ଚିହ୍ନ ଯୁଡୁବା ହୋଇଥାଏ।ଏମାନେ ଆକର୍ଷକ ହୋଇଥିବା ସହିତ ମେଳାପି ସ୍ଵଭାବ ର ହୋଇଥାନ୍ତି।ଏମାନେ ଅଧିକ ଡେଙ୍ଗା ହୋଇଥାନ୍ତି।ଏହି ରାଶି ର ଲୋକ ମାନଙ୍କ ଆଖି ତେଜ୍ ଓ ସ୍ଵଭାବ ବହୁତ୍ କଠୋର ହୋଇଥାଏ।ଏମାନେ ଚଞ୍ଚଳ ଓ ଅସ୍ଥିର ସ୍ଵଭାବ ର ହୋଇଥାନ୍ତି।ଏମାନେ ସାହସ ପ୍ରିୟ ହୋଇନଥାନ୍ତି।ବ୍ୟବସାୟ ରେ ଏମାନଙ୍କୁ ଏତେ ବେଶୀ ସଫଳତା ମିଲେନି।ଏମାନଙ୍କୁ କଳା କ୍ଷେତ୍ରରେ ଯୋଡି ହୋଇ ରହିଥିବା ଲୋକ ପସନ୍ଦ ଆସିଥାନ୍ତି।ଏମାନଙ୍କ ଭଲ ପାଇବା ପୁରା ସଫଳ ହୋଇ ପାରେ ନାହିଁ।
ଏମାନେ ଏକରୁ ଅଧିକ ପ୍ରେମ ସମନ୍ଧରେ ପଡିଥାନ୍ତି ଯାହାଦ୍ଵାରା ତାଙ୍କୁ ସଫଳତା ମିଳେ ନାହିଁ।

Leave a Reply

Your email address will not be published. Required fields are marked *