କୁମ୍ଭ ରାଶି ଓ ମେଷ ରାଶି ଭିତରେ କିଏ ଅଧିକ ଶକ୍ତିଶାଳୀ – କାହାର ପ୍ରେମ କେତେ ଗଭୀର – ଏବେ ଜାଣିରଖନ୍ତୁ..

ବୃଷ ରାଶି:ଏହି ରାଶିର ଲୋକ ମାନେ ନିଜ ପରିବାର ସହିତ ରହିବାକୁ ପସନ୍ଦ କରନ୍ତି।ଏମାନଙ୍କ ପୁରା ଧ୍ୟାନ ଏମାନଙ୍କ ପିଲା ମାନଙ୍କ ଉପରେ ରହିଥାଏ।ତଥା ପିଲାମାନେ ଏମାନଙ୍କ ଉପରେ ଆଶ୍ରୀତ ଥାଆନ୍ତି।ଏମାନଙ୍କ ହୃଦୟ ବହୁତ୍ ବଡ଼ ହୋଇଥାଏ।ପରିବାର ଏମାନଙ୍କ ସର୍ବସ୍ବ ହୋଇଥାଏ ଓ ସେମାନଙ୍କ ସୁଖ ପାଇଁ ଏମାନେ ସବୁ ପ୍ରକାର ବଳିଦାନ ଦେବା ପାଇଁ ପ୍ରସ୍ତୁତ ଥାଆନ୍ତି।ଯେ ପର୍ଯ୍ୟନ୍ତ ଆପଣଙ୍କୁ କେହି ଦବେଇ ଦେବାକୁ ଚେଷ୍ଟା ନ କରିଛି ସେ ଯାଏ ଆପଣ ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ଚେଷ୍ଟା କରନ୍ତି।ଏମାନେ ଏମାନଙ୍କ ସମ୍ପର୍କରେ ସ୍ଥିରତା ଆଣିବାକୁ ପ୍ରୟାସ କରନ୍ତି।ଏମାନେ ରୋମାଣ୍ଟିକ,ଓ ଆକର୍ଷିତ ହୋଇଥାନ୍ତି।
ଯଦି ଆପଣଙ୍କ ସାଥିଙ୍କ ଧ୍ୟାନ ଆପଣକଂ ଉପରେ ନ ଥାଏ ତ ଆପଣକୁ ଈର୍ଷା ହେବାକୁ ଲାଗିଥାଏ।କେତେ ବୁ ସମୟ ହେଇ ଯାଉ ନ କାହିଁକି ଆପଣ ଓ ଆପଣକ ସାଥୀ ଙ୍କ ସହ ରୋମାନ୍ସ ଏକା ଭଳି ହିଁ ଥାଏ।ବୃଷ ରାଶି ବ୍ୟକ୍ତିଙ୍କ କନ୍ୟା,ମକର ରାଶି ଙ୍କ ସହ ଭଲ ମେଳ ଖାଇଥାଏ।
କୁମ୍ଭ ରାଶି ବାଲାଙ୍କ ସହିତ ଆପଣଙ୍କ ବିବାହ ଯୋଡି ଭଲ ମେଳ ଖାଇଥାଏ।ଆପଣ ଏହି କଥାର ଧ୍ୟାନ ରଖିବେ କିଁ ଆପଣକଂ ଘରେ କଣ ଅଛି କଣ ନାହିଁ ଓ ଆପଣ ଚାହାନ୍ତି କି ଆପଣକଂ ଘରେ କୌଣସି ଜିନିଷର କମି ରହିବ ନାହିଁ।
୨:କୁମ୍ଭ ରାଶି:ଏମାନେ ବହୁତ କମ ଲୋକଙ୍କୁ ଏମାନଙ୍କ ଜୀବନ ଭିତରକୁ ଆସିବାକୁ ଦିଅନ୍ତି।କିନ୍ତୁ ସେହି ଭାଗ୍ୟ ଶାଳୀ ଲୋକ ଯେଉଁ ମାନେ ଏମାନଙ୍କ ଜୀବନ ଭିତରକୁ ଆସନ୍ତି ଏମାନେ ବହୁତ୍ ରୋମାଣ୍ଟିକ ହୋଇଥାନ୍ତି।ଯାହାକୁ ଆପଣ ଭଲ ପାଇଥାନ୍ତି ତା ସହିତ ଆପଣ ଆପଣଙ୍କ ଶିକ୍ଷା ବାଣ୍ଟି ଥାଆନ୍ତି।
ଥରେ ଆପଣ ଯାହାକୁ ଭଲ ପାଇଥାନ୍ତି ତା ପାଇଁ ଆପଣ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି।ଯଦି ଆପଣକୁ ଲାଗୁଚି କି ସେ ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ ତଥାପି ଏମାନେ ତାଙ୍କ ପାଇଁ ସବୁ କିଛି କରନ୍ତି।
କୁମ୍ଭ ରାଶିଙ୍କ ଛଡ଼ା ମିଥୁନ ତଥା ତୁଳା ରାଶି ଆପଣଙ୍କ ଆଦର୍ଶ ସାଥୀ ହୋଇ ପାରନ୍ତି।ଆପଣକଂ ବୁଲିବା ଗୁଣ ଯୋଗୁଁ ଆପଣ ସେ ଜାଗାଠୁ ଦୂରରେ ରୁହନ୍ତି ଯେଉଁ ଟା କି ଅପଣକ ଜନ୍ମ ଭୂମି।ଆପଣ ଘରେ ହିଁ ରହିବା ପସନ୍ଦ କରନ୍ତି ଓ ରୋଷେଇ କରିବା ସହିତ ଅନ୍ୟ ଘର କାମରେ ବି ରୁଚି ରଖନ୍ତି।
ଆପଣ ଆପଣକଂ ଖାଲି ସମୟରେ ଅଲଗା ଅଲଗା ରୋଷେଇ ପ୍ରଣାଳୀ ଶିଖିବାକୁ ଆଗ୍ରହୀ ଥାଆନ୍ତି।ଭଲ ପାଇବା ଓ ବିବାହ ପାଇଁ ଆପଣଙ୍କ ଦୃଷ୍ଟି କୋଣ ତାର୍କିକ ରହିଥାଏ।ଆପଣ ଆପଣଙ୍କ ପିଲା ମାନକୁ ବହୁତ୍ ଇଜ୍ଜତ ଓ ସ୍ନେହ ସହକାରେ ପାଳିଥାଆନ୍ତି।