June 20, 2025

Odia Express

Here, There and Everywhere

ଭାଗ୍ୟବାନ ମାନଙ୍କ ମୁହଁରେ ଲୁଚି ରହିଥାଏ ଏହି ଗଭୀର ରହସ୍ୟ – ଆପଣଙ୍କ ମୁଁହ ରେ ଏହି ଲକ୍ଷଣ ଥିଲେ ନିଶ୍ଚୟ ଜାଣିରଖନ୍ତୁ..

1 min read

ଶାସ୍ତ୍ରରରେ ସ୍ତ୍ରୀ କୁ ଦେବୀ ଆଉ ମା ଲକ୍ଷ୍ମୀଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ।ଶାସ୍ତ୍ରରରେ ଆହୁରି ମଧ୍ୟ କୁହାଯାଇଛି ଯେ କିଛି ବିଶେଷ ଗୁଣର ମହିଳାଙ୍କ ବିଷୟରେ ଏହି ବିଶେଷ ଗୁଣ ଥିବା ମହିଳା ବହୁତ ଭାଗ୍ୟବାନ ହୋଇଥାନ୍ତି।ଏମାନେ ତାଙ୍କ ଘରର ଲକ୍ଷ୍ମୀ ହେବା ସହ ତାଙ୍କ ପ୍ରତି ଏବଂ ପରିବାର ପାଇ ସୌଭାଗ୍ୟ ଆଣି ଦେଇଥାନ୍ତି।ଏମାନେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ କେବେ ଧନର ଅଭାବ ରୁହେ ନାହିଁ।ସେଇ ଭାଗ୍ୟବାନ ମହିଳା ଙ୍କ ମୁହଁରେ ଥିବା ସେହି ଲକ୍ଷଣ ଗୁଡିକ ହେଲା:-

୧.ହରିଣୀ ଭଳି ଆଖିଥିବା ମହିଳା,ମୁଖ୍ୟତ କୌଣସି ବ୍ୟକ୍ତି ର ଆଖି ଦେଖି ତା ସ୍ଵଭାଵ ବିଷୟରେ ବହୁତ କିଛି ଜାଣି ହୁଏ।ଶାସ୍ତ୍ର ଅନୁସାରେ ମହିଳାଙ୍କ ଆଖିରୁ ତାଙ୍କ ସୌଭାଗ୍ୟ ଏବଂ ବହୁତ କିଛି ଜାଣି ହୁଏ।ଖାସ କରି ହରିଣୀ ଆଖି ଥିବା ମହିଳା ବହୁତ ଭାଗ୍ୟବାନ ହୋଇଥାନ୍ତି।ଏମାନେ ତାଙ୍କ ବାପ ଘର ଏବଂ ଶାଶୁ ଘର ପାଇଁ ସୁଖ ସମ୍ମୁଧି ଆଣି ଦେଇଥାଆନ୍ତି।

୨.ଯେଉଁ ମହିଳା ମାନଙ୍କ ଆଖି ଡୋଳା ଛୋଟ ଏବଂ ସମାନ ହୋଇଥାଏ ଏମାନେ ବହୁତ ଭାଗ୍ୟବାନ ଏବଂ ବହୁତ ସଛୋଟ ହୋଇଥାନ୍ତି।ଶାସ୍ତ୍ର ଅନୁସାରେ ଆଖିର ଡୋଳା ଜଣେ ବ୍ୟକ୍ତି ବ୍ୟକ୍ତିର ବ୍ୟବହାର ଆଇନା ହୋଇଥାଏ।ଆଖିର ଡୋଳାରୁ ଜାଣି ହେବ ଯେ ସାମ୍ନା ରେ ଥିବା ବ୍ୟକ୍ତି କେତେ ସଛୋଟ ବା ବେଇମାନ।

୩.ଯେଉଁ ମହିଳାଙ୍କ ଡାହାଣ ଗାଲରେ କଳାଯାଇ ଥାଏ ଶାସ୍ତ୍ର ଅନୁସାରେ ଏପରି ମହିଳା ଧନବାନ।ଚାରିତ୍ରାବାନ ଏବଂ ଗୁଣବାନ ହୋଇଥାନ୍ତି।

୪.ଯେଉଁ ମହିଳା ମାନଙ୍କ ନାକରେ କଳାଯାଇ ଥାଏ ଶାସ୍ତ୍ର ଅନୁସାରେ ସେପରି ମହିଳା ବହୁତ ଭାବୁଳ ଏବଂ ପରିଶ୍ରମୀ ହୋଇଥାନ୍ତି।ଏମାନେ ଏମାନଙ୍କ ଗୁଣ ପାଇଁ ସବୁଠାରେ ପ୍ରସସନ୍ତିତ ହୁଅନ୍ତି।ଏପରି ମହିଳାଙ୍କ ଜୀବନ ବହୁତ ଆରାମ ଏବଂ ସୁଖ ଦାୟକ ହୋଇଥାଏ।ଏମାନେ ତାଙ୍କ ପରିବାର ପାଇଁ ଶୁଭ ହୋଇଥାନ୍ତି।

୫.ଯେଉଁ ମହିଳାଙ୍କ ମଥାରେ ୫ଟି ରେଖା ଥାଏ ଶାସ୍ତ୍ର ଅନୁସାରେ ସେମାନଙ୍କ ଆୟୁଷ ବହୁତ ହୋଇଥାଏ।ଏହି ମହିଳା ମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି।ଏମାନଙ୍କୁ ସହଜରେ ଠକିବା ସମ୍ଭବ ନୁହଁ।ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି।

୬.ଯେଉଁ ମହିଳା ହସିବା ସମୟରେ ତାଙ୍କ ଗାଲରେ ଟିକେ ଖାଲ ସୁଷ୍ଟି ହୁଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଏବଂ ସେମାନେ ସେମାନଙ୍କ ଜ୍ଞାନ ଓ ବ୍ୟବହାର ଦ୍ୱାରା ପ୍ରିୟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *