December 22, 2024

Odia Express

Here, There and Everywhere

ଶରୀରରେ ରକ୍ତର ମାତ୍ରା ବଢ଼ାଇବା ପାଇଁ ଖାଆନ୍ତୁ ଏହି ଜିନିଷ। ହେବ ଲାଭକାରୀ – ସବୁଦିନ ସକାଳୁ ଖାନ୍ତୁ ଏହି ଜିନିଷ ଗୁଡିକ..

ଏହି ଜିନିଷ ରକ୍ତ ତିଆରି କରିବାର ଯନ୍ତ୍ର ବୋଲି କୁହାଯାଏ।ଏହି ଜିନିଷ ସକାଳୁ ୪ଟି ଖାଲି ପେଟରେ ଖାଇଲେ ରକ୍ତ ଏତେ ଶରୀରରେ ତିଆରି ହେବ ଯେ ଆମେ ରକ୍ତ ଦାନ କରିବା।ଆମ ଶରୀରରେ ଦୁଇ ପ୍ରକାର ରକ୍ତ କୋଷ ଦେଖାଯାଏ।ଗୋଟେ ଲାଲ ଆଉ ଗୋଟେ ଧଳା ଯେତେବେଳେ ଲାଲ ରଙ୍ଗ କମ ଦେଖାଯାଏ।ଶରୀରରେ ରକ୍ତ କମିଥାଏ।ଯାହାକୁ ଆମେ ଆନିମିଆ ରୋଗ ବୋଲି କହିଥାଉ।ଆଈରନର ମାତ୍ର ଶରୀରରେ ବଢ଼େଇବା ଦ୍ବାରା ରକ୍ତର ଅଭାବ ଜଣାପଡିନଥାଏ,କିନ୍ତୁ ଏହା ଦ୍ଵାରା ବହୁତ ରୋଗ ହେଇଥାଏ।ଶରୀରରେ ରକ୍ତର କମ ହେଲେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ।ପିଲାଙ୍କର ରକ୍ତରେ କମ ହେବ ଦ୍ବାରା ଶାରୀରିକ ବିକାଶ ଏବଂ ମାନ, ସିକ ବିକାଶ କମିଯାଏ।କୌଣସି କାମରେ ମନ ନ ଲାଗିବା,ଥକା ଲାଗିବା,ହାତ,ଗୋଡ଼ ଶୁଖିଲା ରହିବା।ମୁଣ୍ଡ ବୁଲେଇବା,ଥଣ୍ଡା ବଢିବା ଏ ସବୁ ରକ୍ତହୀନତାର ଲକ୍ଷଣ।

ସକାଳୁ ଏହି ଦ୍ରବ୍ୟ ଚାରଟି ଖାଇବା ଦ୍ବାରା ଶରୀରରେ ରକ୍ତର ମାତ୍ରା ବଢାଇଥାଏ।ଏହାକୁ କେମିତି ଖାଇବା ଚାଲନ୍ତୁ ଜାଣିବା। ଗୋଟେ ଖାଲି ପାତ୍ରରେ ୧୦ରୁ୨୦ ରି କିସମିସ ଏଥିରେ ଅଧା କପ ପାଣି ଭଲଭାବରେ ମିଷେଇକି ଖାଇବେ।ଏହାଦ୍ବାରା ଥକାପଣ,ଚକରରୁ ଶରୀର ଦୂର ହୋଇଥାଏ।କିସମିସରେ ଆଇରନ ବହୁତ ହେବା ଦ୍ବାରା ଶରୀରରେ ଆଇରନର ମାତ୍ରା ଅଧିକ ହୋଇଥାଏ।କିସମିସ ଖାଇବା ଦ୍ବାରା ଶରୀର ଫୁର୍ତୀଲା ହୋଇଥାଏ।କିସମିସ ପ୍ରତିଦିନ ଖାଇବା ଦ୍ବାରା ପେଟର ସମସ୍ୟା ଦୂର ହୋଇଥାଏ ଓ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢିଥାଏ।ବାରମ୍ବାର ପେଟର କୋୖଣସି ସମସ୍ୟା ଦେଖାଦେଇନଥାଏ।

ଛୋଟ ପିଲାଙ୍କର କିସମିସ ଖାଇବା ଦ୍ୱାରା ମାନସିକ ଏବଂ ଶାରୀରିକ ସମସ୍ୟା ଦେଖାଦେଇନଥାଏ।ଛୋଟପିଲାଙ୍କର ମଧ୍ୟ ସବଳ ହୋଇଥାଏ କିସମିସ ଖାଇବା ଦ୍ବାରା ସେଥିପାଇଁ ପ୍ରତିଦିନ କିସମିସ ଛୁଆଙ୍କୁ ଦେବା ଆବଶ୍ୟକ ଅଟେ।ମହିଳାମାନେ ଜିସମିସ ଖାଇବା ଦ୍ବାରା ତାଙ୍କର ଗର୍ଭବତୀ ସମୟରେ ଓ ଋତୁସ୍ରାବ ସମୟରେ ହଉଥିବ ରକ୍ତ କ୍ଷରଣ କମିଥାଏ।ଯେଉଁମାନଙ୍କର ଶରୀରର ରଙ୍ଗର ଚମକ ନଥାଏ ସେମାନେ କିସମିସ ଖାଇବା ଦ୍ୱାରା ତାଙ୍କ ଶରୀରର ତ୍ୱଚାର ଉନ୍ନତି ହୋଇଥାଏ।

ପ୍ରତିଦିନ କିସମିସ ପାଣି ପିଇଲେ ଯକୃତ ଏବଂ ହୃତପିଣ୍ଡର ସମସ୍ୟା ଦୂର ହୋଇଥାଏ।ଏହି ପଦ୍ଧତି ବଡ଼ ଲୋକଙ୍କର ୨୦ଟି ଦାନା ଏବଂ ଛୋଟପିଲାଙ୍କର ୧୦ ଟି ଦାନା ନେଇ ଆମେ ତାଙ୍କର ସମସ୍ୟା ଦୂର କରିପାରିବା।ଏହି ପ୍ରଣାଳୀ ଦିନ ରେ ଦୁଇ ଥର କରିବାକୁ ପଡିବ ଏହା ଦ୍ବାରା ଶରୀରର ରକ୍ତ ବୃଦ୍ଧି ହୋଇଥାଏ ଏବଂ ଯକୃତ ଓ ହୃତପିଣ୍ଡର ଯତ୍ନ ନିଆଯାଇପାରିବ।ଯେଉଁମାନେ ୨୦ଟି ଦାନା ନେଇଥାନ୍ତି ସେଥିରୁ ଅଧା ସକାଳେ ଏବଂ ଆଉ ୧୦ଟି ସନ୍ଧ୍ୟାରେ ଖାଇବା।ଏହି ଦାନା ଖାଇ ସାରିବା ପରେ ୩୦ମିନିଟ ପର୍ଯ୍ୟନ୍ତ ଆମେ କିଛି ଖାଇବା ନାହିଁ।ଏହା କେବଳ ୧୫ଦିନ କରିବାକୁ ପଡିବ,ତା ପରେ ଆମ ଶରୀର ରକ୍ତର ପରିମାଣ ଵୃଦ୍ଧି ହେବ।ଏହା ପରେ ଆମ ଶରୀରରେ ରକ୍ତ ହୀନତାର ସମସ୍ୟା ଦୂର ହେବ।

Leave a Reply

Your email address will not be published. Required fields are marked *