ଯଦି ଆପଣ ରାତିର ସମୟରେ କପଡା ଧୋଇବା କିମ୍ବା ସୁଖାଇଲେ ଆପଣଙ୍କ ଉପରେ ଆସିପାରେ ବଡ ବିପଦ – ଜାଣନ୍ତୁ କଣ ଏହାର କାରଣ..
![](https://odiaexpress.net/wp-content/uploads/2019/05/rt66.jpg)
ଏହି କର୍ମ ବ୍ୟସ୍ତ ଜୀବନରେ ଆମ ସମସ୍ତଙ୍କ ପାଖରେ ସମୟର ଅଭାବ ହୋଇଥାଏ , ଏହାର କାରଣ ହେଲା ସକାଳ ୯ ଟାରୁ ୫ ଟା ପରେ କାହାକୁ ବି କାମ କରିବାକୁ ସମୟ ମିଳେ ନାହିଁ , ସେମିତି ଆପଣଙ୍କୁ କହିଦେବୁ କି ରାତିରେ ଆମେ ଅଧିକାଂଶ ଆମ କାମ କରିବାକୁ ପସନ୍ଦ କରିଥାନ୍ତି , ଯେମିତିକି କପଡା ଧୋଇବା ଓ ସୁଖାଇବା , ବହୁତ ଲୋକ ସକାଳ ସମୟରେ କପଡା ଧୋଇବାକୁ ସମୟ ମିଳେ ନାହିଁ , ଏଥିପାଇଁ ସେମାନେ ରାତିରେ ଧୋଇଥାନ୍ତି , ବହୁତ ଲୋକ ଏହି କାର୍ଯ୍ୟକଲାବେଳେ ଭୁଲ୍ କରିବସନ୍ତି , ଯାହାର କାରଣରୁ ତାଙ୍କ କପଡାର ସାହାଯ୍ୟରେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ ।
ସେମିତି ବି ଆପଣଙ୍କୁ ଏହା ଟିକେ ଅଜବ ଲାଗିବ କିନ୍ତୁ ଏହା ସତ୍ୟ ଅଟେ, ସେମିତି ଏହି କଥାକୁ ବର୍ତ୍ତମାନ ସମୟରେ ବିଶ୍ୱାସ କରିବା ଟିକେ ମୁସକିଲ୍ ଅଟେ , କିନ୍ତୁ ଏହା ସତ ଅଟେ , ବହୁତ ଥର ଏମିତି ହୋଇଥାଏ କି ଆମେ ଅଧିକାଂଶ ଲୋକେ ବାଧ୍ୟ ହୋଇ ଦିନର କାମ ରାତିରେ କରିବାକୁ ପଡିଥାଏ , କିନ୍ତୁ କାହାକୁ ବି ଏହି କଥାର ଜ୍ଞାତ ରହିନଥାଏ କି ଧର୍ମ ଶାସ୍ତ୍ରରେ ରାତ୍ରିର ସମୟରେ ଏହାକୁ କରିବାକୁ ବାରଣ କରାଯାଈଛି ।
ଶାସ୍ତ୍ରରେ ଏହା ସଫା ସଫା ମନାକରାଯାଈଛି କି ଏମିତି କାମ କେବେ ରାତ୍ରି ସମୟରେ କରିବା ଉଚିତ୍ ନୁହେଁ, ଏତିକି ନୁହେଁ ଯେଉଁ ଲୋକ ରାତିରେ କପଡା ଧୋଉଛନ୍ତି ତାଙ୍କ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିବା ନିଶ୍ଚିତ , ଏବେ ଆପଣ ଭାବୁଥିବେ କି ଏହା ପଛରେ କଣ ତର୍କ ଅଛି, ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ ,
ଜଣେଇଦେବୁ କି ଜାପାନ୍ କିମ୍ବା ଚୀନ ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଦିନରେ କାମ କରିଥାଏ , ମାନେ କପଡା ରାତିରେ ଧୋଇକରି ଶୁଖାଈଥାଏ । ରାତି ସମୟରେ ବାହାରେ ଉଡୁଥିବା ନକରାତ୍ମକ ଉର୍ଜା କପଡାରେ ସମାହିତ ହୋଇଯାଆନ୍ତି , ଓ ଯେଉଁ ବ୍ୟକ୍ତି ତାଙ୍କୁ ପିନ୍ଧିଥାନ୍ତି , ସେମାନଙ୍କ କପଡା ମାଧ୍ୟମରେ ସେହି ବ୍ୟକ୍ତିକୁ କ୍ଷତି କରିବାକୁ ସେମାନେ ପଛାଇନଥାନ୍ତି ,
ଏହା କରିବା ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି , କୁହାଯାଏ କି ସୂର୍ଯ୍ୟଙ୍କ କିରଣରେ କପଡା ସୁଖାଇଲେ ନକରାତ୍ମକ ଉର୍ଜା ବାହାରକୁ ପଳେଇଥାଏ , ଓ କପଡା ଭିତରେ ଏକ ସକରାତ୍ମକ ଉର୍ଜା ଆସିଥାଏ , କିନ୍ତୁ ଆପଣ ରାତିରେ କପଡା ବାହାରେ ସୁଖାଇଲେ ଚନ୍ଦ୍ରମାର ଆଲୋକରେ ନକରାତ୍ମକ ଉର୍ଜା ବାହାରକୁ ଯାଇପାରନ୍ତି ନାହିଁ , ଓ ରାତିରେ ଧୁଆ ହୋଇଥିବା କପଡା ପିନ୍ଧିଲେ ଏହା ନକରାତ୍ମକ ଉର୍ଜା ଉପରେ ଖରାପ ପ୍ରଭାବ ପକାଇଥାଏ ।
ଅଲଗା ଆଉ ଏକ କାରଣ ଅଛି ଯେବେ ଆପଣ କପଡାକୁ ଖରାରେ ସୁଖାଇଥାନ୍ତି , ସେହି କପଡାରେ ମହଜୁତ୍ ଥିବା କୀଟାଣୁ ଓ ହାନିକାରକ ଜୀବାଣୂ ଖରାର ତେଜରେ ନଷ୍ଟ ହୋଇଯାଆନ୍ତି , କିନ୍ତୁ ଯେବେ ରାତିରେ କପଡା ସୁଖାଇବେ ତେବେ ତାହା ଧୀରେ ଧୀରେ ସୁଖିଥାଏ , ଓ ସୂର୍ଯ୍ୟଙ୍କ କିରଣରେ ଓ ଗରମରୁ ନ ବାହାରିବା କାରଣରୁ କପଡାରେ ଥିବା ହାନିକାରକ କୀଟାଣୁ ନଷ୍ଟ ହୋଇପାରେ ନାହିଁ , ଓ ଶରୀରରେ ଫସିରହିଯାଆନ୍ତି , ଓ ଅନେକ ଭୟାନକ ରୋଗ ଜନ୍ମ ଦେଇଥାନ୍ତି ।