June 26, 2025

Odia Express

Here, There and Everywhere

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର କରିବାର ଘରୋଇ ଉପାୟ – ଏହି ମାତ୍ର ଗୋଟିଏ ଉପାୟ ଆଜି ଘରେ କରିକି ଦେଖନ୍ତୁ – ନିଶ୍ଚୟ ଆପଣଙ୍କ ଗଣ୍ଠି ଯନ୍ତ୍ରଣା ଦୂର ହେବ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏପରି ଉପାୟ କହିବି ଯାହା ଦ୍ଵାରା ଆପଣ ମାନଙ୍କ ଆଣ୍ଠୁ ଗଣ୍ଠି ର ଯନ୍ତ୍ରଣା ଦୂର ହୋଇଯିବ ସବୁ ଦିନ ପାଇଁ।ଯଦି ଆପଣ ଏହି ଉପାୟ କୁ ଆଉ କାହାକୁ କହୁଛନ୍ତି ତ ସେ ଆପଣଙ୍କୁ ଧନ୍ୟବାଦ ଦେବ।ବୟସ୍କ ବ୍ୟକ୍ତି ମାନେ ବହୁତ୍ ଅସୁବିଧା ଭୋଗ କରନ୍ତି,ଯେପରି ଥରେ ବସିଗଲେ ଆଉ ଉଠି ହୁଏ ନାହିଁ,କୁ ଥରେ ଉଠି ଗଲେ ଆଉ ବସି ହୁଏ ନାହିଁ।ସେମାନଙ୍କ ପ୍ରତି ଟି ଅଙ୍ଗ ରେ ଯନ୍ତ୍ରଣା ହୋଇଥାଏ।ଯେପରି ଆଣ୍ଠୁ ,ଗଣ୍ଠି ,ବେକ , କହୁଣି,ଜଙ୍ଘ,ଓ କିଛି ମାନଙ୍କ ର ତା ଆଙ୍ଗୁଠି ରେ ବି ଯନ୍ତ୍ରଣା ହୋଇଥାଏ। ଯେଉଁ ଯେଉଁ ଜାଗାରେ ହାଡ଼କୁ ହାଡ଼ ମିଶି ଥାଏ ତାକୁ ଆମେ ଗଣ୍ଠି କହିଥାଉ।

ଆପଣଙ୍କୁ ଏଥିପାଇଁ ଗୋଟିଏ ଗ୍ଲାସ୍ ଗରମ କ୍ଷୀର ରେ ଏକ ଚାମଚ ହଳଦୀ ଓ ଏକ ଚାମଚ୍ ଦେଶୀ ଗାଈ ଘିଅ ନେବାର ଅଛି। ପ୍ରଥମେ କ୍ଷୀର କୁ ଭଲ ଭାବରେ ଗରମ କରିଦେବେ ଓ ସେଥିରେ ହଳଦୀ ଓ ଗାଈ ଘିଅ କୁ ମିଳାଇ ଦେବେ।ତା ପରେ ଏହାକୁ ଫେଣ ବାହାରିବା ଭଳି ଫେଣ୍ଟନ୍ତୁ।ଓ ଏହାକୁ ଠିଆ ଠିଆ ପିଅନ୍ତୁ।ବସି କରି ପିଇବେ ନାହିଁ, ମୁଁ ଆଉ ଥରେ କହୁଛି ଠିଆ ହୋଇ କରି ହିଁ ପିଇବେ।

ଏହାକୁ କରିବା ସମୟ ରେ ଧ୍ୟାନ ରଖିବେ ଯେ ଆପଣ ଯେଉଁ ହଳଦୀ ଆଣିବେ ତାହା ଗୋଟା ଖଣ୍ଡ ହୋଇଥିବା ଦରକାର ନା କି ବଜାର ରେ ମିଳୁଥିବା ପାଉଡର ହଳଦୀ।ସେହି ପରି ଗାଈ ଘିଅ ଆଣିବା ବେଳେ ଧ୍ୟାନ ରଖିବେ ତାହା ପୁରା ଭାବରେ ଶୁଦ୍ଧ ଗାଇ ଘିଅ ହୋଇଥିବା ଦରକାର ନା କି ବଜାର ରେ ମିଳୁଥିବା ପ୍ୟାକେଟ ଘିଅ।କାରଣ ଆପଣ ଯେତେ ବେଳେ ଶୁଦ୍ଧ ଜିନିଷ ବ୍ୟବହାରକାରୀଙ୍କ ତାହାର ପ୍ରଭାବ ଆପଣଙ୍କ ଉପରେ ଠିକ ପଡ଼ିବ।

ଆପଣ ମାନଙ୍କ ଯେଉଁ ଆଣ୍ଠୁ ଗଣ୍ଠି ସମସ୍ୟା ରହିଛି ଯେପରି କୌଣସି ଉଚ୍ଚା ଜାଗାକୁ ଚଢିବା,ଓ ଓହ୍ଲାଇବା ଏ ସବୁ ସମସ୍ୟା ଦୂର ହୋଇଯିବ।ପ୍ରାୟ ସବୁ ଘରେ ଏହି ଭଳି ଲୋକ ଥାଆନ୍ତି ଯେଉଁ ମାନଙ୍କୁ ଏହି ଭଳି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ର ସମସ୍ୟା ଭୋଗ କରନ୍ତି।ଯଦି ଆପଣ ଏହି ଉପଚାର ସେମାନଙ୍କୁ କହନ୍ତି ତ ତାଙ୍କ ଜୀବନ ବଦଳିଯିବ।

ଆପଣଙ୍କୁ ମୁଁ ଯେଉଁ କ୍ଷୀର କଥା କହିଲି ତାକୁ ଆପଣ ଠିଆ ଠିଆ ହିଁ ପିଇବେ କିନ୍ତୁ ଯେତେ ବେଳେ ଆପଣ ପାଣି ପିଇବେ ତ ସବୁବେଳେ ବସିକି ହିଁ ପିଇବେ।ଯଦି ଆପଣ ଏହାକୁ ୧୦ ରୁ ୧୨ ଦିନ ବ୍ୟବହାର କରୁଛନ୍ତି ତ ଦେଖିବେ ଆପଣଙ୍କ କଷ୍ଟ କେତେ ବି ପୁରୁଣା ହେଉ ନ କାହିଁକି,ସବୁ ଦୂର ହୋଇଯିବ।ଆପଣ ଭଲ କରି ଚାଲି ବୁଲି ପାରିବେ ଓ ଆପଣଙ୍କୁ ବହୁତ୍ ହାଲକା ଲାଗିବ।

Leave a Reply

Your email address will not be published. Required fields are marked *