March 8, 2025

Odia Express

Here, There and Everywhere

ମଜାଦାର ପଜଲ – ଏଠାରେ ପ୍ରଥମ ଚିତ୍ର ରେ ଏକ କାନ ଓ ୨ୟ ଚିତ୍ର ରେ ଚଣା ର ଚିତ୍ର ଦିଆଯାଇଛି – ଏବେ ଚଳଚିତ୍ରର ନାମ କୁହନ୍ତୁ – ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ଏହି ଆର୍ଟିକିଲରେ ଆପଣଙ୍କୁ କିଛି ଚମତ୍କାର ଚିତ୍ର ଦେଖାଯିବ,ଏଥିରୁ ଆପଣଙ୍କୁ କହିବାକୁ ହେବ ଏକ ଟିଭି ସେରିଏଲର ନାମ।ଯଦି ଆପଣ ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟ ରେ ଦୋଉଛନ୍ତି ତାହେଲେ ଆପଣ ବହୁତ ବୁଦ୍ଧିମାନ। ତେବେ ଆସନ୍ତୁ ଶୀଘ୍ର ଶୀଘ୍ର ନୂଆ ନୂଆ ତଥ୍ୟ ଜାଣିବା।ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ପ୍ରଶ୍ନ ନେଇ ଅଶିଚୁ ତାହା ବିଷୟରେ ଜାଣିବା

୧.ପ୍ରଥମ ଚିତ୍ରରେ ଏକ ପାନପତ୍ର ସହ କଇଁ ଫୁଲକୁ ରଖା ଯାଇଛି।

ଏହା ଏକ ସେରିଏଲ ଲୋବେଲି କୁ ସୂଚଉଛି (ପାନପାତ୍ର ଲଭକୁ ସୂଚଉଥିବା ବେଳେ କଇଁଫୁଲଟି ଲିଲିକୁ ସୂଚଉଛି।)

୨.ଧନ ଦୌଲତରେ ବଡ ଅଛି,ସବୁ ଜିନିଷର ଉପରେ ଅଛି,ଯିଏ ପାଇବା ପାଣ୍ଡିତ ହେବ,ବିନା ପାଇବାରେ ମୂର୍ଖ ହେଇଯିବ।କୁହନ୍ତୁ ଏହା କଣ ସୂଚଉଛି।

ଏହା ସୂଚଉଛି ବିଦ୍ୟାକୁ।

୩.ଏଠାରେ ୩ଟି ଚିତ୍ର ଅଛି।ପ୍ରଥମ ଚିତ୍ର ରେ ଏକ ତାଲି ମାରୁଥିବା ର ଚିତ୍ର ଅଛି,୨ୟ ଚିତ୍ର ରେ ଏକ ପୁଅ ଓ ଝିଅ ର ଚିତ୍ର ଓ ଶେଷରେ ରେ ଏକ ଚାବି ର ଚିତ୍ର ଅଛି।କୁହନ୍ତୁ ଏହା କେଉଁ ସେରିଏଲ କୁ ସୂଚଉଛି।

ଠପକୀ ପ୍ୟାର କି (ପ୍ରଥମ ଚିତ୍ର ଠପକୀ,୨ୟ ଚିତ୍ର ପ୍ୟାର ଓ ୩ୟ ଚିତ୍ର କି କୁ ସୂଚଉଛି।)

୪.ଗୋଟିଏ ମୁହଁ ମୋର ତିନୋଟି ହାଥ,କେହି ମୋ ସହ ରୁହନ୍ତି ନାହିଁ,ସବୁବେଳେ ଗୋଲ ଗୋଲ ହୋଇକି ଚାଲେ ମୁ,ସମସ୍ତଙ୍କ ଥକାପନ ମୁ ମରିଥାଏ।କୁହନ୍ତୁ ଏଠାରେ ମୁ କାହାକୁ ସୂଚଉଛି।

ଏହା ଏକ ଯନ୍ତ୍ର କୁ ସୂଚଉଛି।ଯାହା ହେଉଛି ଏକ ପଙ୍ଖା।

୫.ଗୀତର ନାମ କୁହନ୍ତୁ।ଏହି ଚିତ୍ର ରେ ୧ ରୁ ୪ ଯାଏ ଦେଖା ଯାଇଛି।୨ୟ ଚିତ୍ର ରେ ଏକ ଝିଅ ଏକ ଚଟାଣ ଉପରେ ନାଚୁଛି।

ଏହି ଗୀତ ର ନାମ ହେଉଛି ବନ ଟୂ ଥ୍ରୀ ଫୋୖର ଗେଟ ଅନ ଦ ଡାନ୍ସ ଫ୍ଲୋର।

୬.ଗୋଟେ ବସ୍ତୁକୁ ମୁ ଦେଖିଲି,ଯାହା ଉପରେ ଦାନ୍ତ ଅଛି,ବିନା ମୁଖରେ ମିଠାକଥା କହେ।କୁହନ୍ତୁ ଏହା କଣ।

ଏହା ଏକ ବାଦ୍ୟଯନ୍ତ୍ର କୁ ସୂଚଉଛି ଯାହାର ନାମ ହେଉଛି ହାର୍ମୋନିଉମ।

୭. ଚଳଚିତ୍ରର ନାମ କୁହନ୍ତୁ।ଏଠାରେ ପ୍ରଥମ ଚିତ୍ର ରେ ଏକ କାନ ଓ ୨ୟ ଚିତ୍ର ରେ ଚଣା ର ଚିତ୍ର ଦିଆଯାଇଛି।

ଚଳଚିତ୍ରର ନାମ ହଉଛି କଞ୍ଚାନା।

୮.ହରା ଚୋର ଲାଲ ମକାନ,ସେଠାରେ ବସିଛି କଲା ସୈତାନ,ଗରମ ଦିନ ରେ ସେ ଦେଖାଯାଏ,ଥଣ୍ଡାଦିନେ ଶୂନ୍ୟ ହେଇଯାଏ।କୁହନ୍ତୁ ଏହା କଣ

ଏହା ଏକ ଫଳ କୁ ସୂଚଉଛି।ଯାହାର ନାମ ହଉଛି ତରଭୁଜ।

Leave a Reply

Your email address will not be published. Required fields are marked *