March 14, 2025

Odia Express

Here, There and Everywhere

ସକାଳୁ ଖାଲି ପେଟରେ ଗୁଡ଼ ଖାଇବାର ଫାଇଦା – ଜୀବନରେ କେବେ ହେବ ନାହିଁ ରକ୍ତ ହୀନତା – ତା ସହ ଏହି ରୋଗ ରୁ ମିଳିବ ମୁକ୍ତି…

ସାଙ୍ଗମାନେ ରିସର୍ଚ୍ଚ ଏହା କହେ ଯେ ଭାରତରେ ୫୦ ପ୍ରତିଶତ ଲୋକଙ୍କ ଠାରେ ରକ୍ତ ର ଅଭାବ ଦେଖା ଦେଇଥାଏ।କଣ ଆପଣ ଭାବି ପରୁଥିବେ ଯେ ଆପଣଙ୍କ ଘର ର ଅଧା ଲୋକଙ୍କ ଠାରେ ରକ୍ତ ଅଭାବ ଅଛି।ରକ୍ତ ର ଅଭାବ ହେବା ଦ୍ଵାରା ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ,ଯେପରି ଆମ ବାଳ ଝଡ଼ିବା,ଅଳସ ପଣ ଦେଖାଦେବା,ମୁଣ୍ଡ ବିନ୍ଧା ଦେଖା ଯାଇଥାଏ।ଏପରି ଅବସ୍ଥା ରେ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ।କିନ୍ତୁ ଆମେ ଏହା ବୁଝି ପାରେନି ଯେ ଏହା ପଛରେ କାରଣ କଣ ରହିଛି।

ଆଜି ମୁଁ ଯେଉଁ ଉପାୟ କହିବି,ତାକୁ ଆପଣ ମାନେ ଧ୍ୟାନ ଦେଇ ପଢ଼ିବେ। ମୁଁ ଯାହା ବିଷୟରେ କହିବି ତାହା ହେଉଛି ଗୁଡ଼।ଆମେମାନେ ସର୍ବଦା ଗୁଡ଼ ବଦଳରେ ଚିନି ଖାଇଥାଉ,ଯାହା କି ସବୁ ରୋଗର କାରଣ।ଆମେ ଚିନି ଖାଇବା ଦ୍ବାରା ତାହା ଆମ ଦାନ୍ତ ଉପରେ ପ୍ରଭାବ ପକାଇ ଥାଏ।ଚିନି ଆମ ଦାନ୍ତ କୁ ହଳଦିଆ ଓ ଅସନା କରିଥାଏ।

ଆପଣ ମାନଙ୍କୁ ଚିନି ବଦଳରେ ଗୁଡ଼ ଖାଇବା ଉଚିତ୍ କାରଣ ଏଥିରେ ବହୁତ ଉପକାରୀ ଗୁଣ ରହିଥାଏ।ଏହା ଭିତରେ ପ୍ରଚୁର ଆଇରନ ରହିଥାଏ ଯାହାକି ନୂଆ ରକ୍ତ ସୃଷ୍ଟି କରିବାରେ ସହାୟକ ହୋଇଥାଏ।ଆସନ୍ତୁ ଜାଣିବା ଗୁଡ଼ କେଉଁ ଭଳି ଭାବେ ଖାଇବା ଉଚିତ।

ଆପଣଙ୍କୁ ପ୍ରଥମେ ସକାଳୁ ଉଠି ବିନା ବ୍ରସ୍ କରି କିଛି ଗୁଡ଼ ଖାଇବା ପାଇଁ ପଡ଼ିବ । ତା ପରେ ଟିକେ ଉଷୁମ ପାଣି ପିଇବେ।ଏପରି କରିବା ଦ୍ବାରା ଆପଣକଂ ବହୁତ୍ ବେମାରୀ ସବୁଦିନ ପାଇଁ ଚାଲିଯିବ।ଗୁଡ଼ ରେ ପ୍ରଚୁର ପରିମାଣରେ ଫସଫରସ ଓ ଆଇରନ ଥାଏ।ଯାହାଦ୍ଵାରା କି ଶରୀର ରେ ରକ୍ତ ର ମାତ୍ରା କେବେ ବି କମ୍ ହୁଏ ନାହିଁ।

ଶରୀରରେ ରକ୍ତର ମାତ୍ରା କମ ହେବା ଦ୍ଵାରା ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ଥାଏ।ଯେପରି ବାଳ ଝଡ଼ିବା,ଅଳସ ପଣ ଲାଗିବ।ଏପରି ସମସ୍ୟା କୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରତୈକ ଦିନ ସକାଳେ ଖାଲି ପେଟରେ କିଛି ଗୁଡ଼ ଉଷୁମ ପାଣି ସହିତ ଖାଇବା ପାଇଁ ପଡ଼ିବ।

ଗୁଡ଼ ଖାଇକରି ଗରମ ପାଣି ପିଇବା ଦ୍ଵାରା ଆପଣଙ୍କ ମୁହଁ ରୁ ବ୍ରଣ ଓ ଦାଗ ମଧ୍ୟ ଦୂର ହୋଇଯିବ।କାରଣ ଗୁଡ଼ ଆମର କୋଷ୍ଠକାଠିନ୍ୟ କୁ ଦୂର କରିବାରେ ସହାୟକ ହୁଏ।କୋଷ୍ଠକାଠିନ୍ୟ କୁ ଆମେ ସମସ୍ତେ ଅବହେଳା କରିଥାଉ କିନ୍ତୁ ଏହା ସବୁ ରୋଗର ଜନନୀ ଅଟେ।ଏହାକୁ ଦୂର କରିବା ପାଇଁ ଆମକୁ ଗୁଡ଼ ଖାଇ କରି ଗରମ ପାଣି ପିଇବା ପାଇଁ ପଡ଼ିବ।

ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ହୋଇଛି ତ ଯଦି ଆପଣ କିଛି ଖାଆନ୍ତି ତ ସେହି ଖାଇବା ଆପଣଙ୍କ ପେଟରେ ୨ରୁ ୩ ଦିନ ଯାଏ ରହିବ ଦ୍ଵାରା ତାହା ସଢ଼ିଯିବ।ଯଦି ଏହା ଆପଣଙ୍କ ରକ୍ତରେ ମିଶିଯାଏ ତ ଏହା ହାର୍ଟ ର ସମସ୍ୟା ସୃଷ୍ଟି କରିଥାଏ।ତା ସହିତ ହାଇ ବିପି ଓ କିଡନୀ ରେ ପଥର ହୋଇଥାଏ।

ପୁରୁଣା କାଳର ଲୋକମାନେ କିଛି ବେମାରୀ ହେବା ଦ୍ଵାରା ଗୁଡ଼ ଖାଉଥିଲେ।ସେମାନେ ଜାଣିଥିଲେ ଶରୀର ରେ ଆଇରନ ର କମି କେବେ ବି ରହିବ କଥା ନୁହେଁ। ତ ଆମ ମାନଙ୍କୁ ଆମ ଖିବ ବ୍ୟବସ୍ଥା ବଦଲାଇବା ସହିତ ଜୀବନ ବ୍ୟବସ୍ଥା କୁ ମଧ୍ୟ ଥିକ୍କରିବ ପାଇଁ ପଡ଼ିବ।ଆମେ ପ୍ରତିଦିନ ସକାଳୁ ଗୁଡ଼ ସହିତ ଗରମ ପାଣି ପିଇବା ଦ୍ଵାରା ଆମ ଶରୀର କୁ ସ୍ବାସ୍ଥ୍ୟ ବାନ୍ ରଖିପାରିବା।

Leave a Reply

Your email address will not be published. Required fields are marked *