June 20, 2025

Odia Express

Here, There and Everywhere

ଏହି ୩ ଅକ୍ଷର ନାମରୁ ଆରମ୍ଭ ହେଉଥିବା ଝିଅମାନଙ୍କ ବିଶେଷତ୍ୱ – ନିଶ୍ଚୟ ଜାଣିରଖନ୍ତୁ କେଉଁ ନାମର ଝିଅମାନେ ଅଧିକ ଲାଜକୁଳୀ ହେଇଥାନ୍ତି..

1 min read

ନମସ୍କାର ସାଙ୍ଗମାନେ।ଦୁନିଆରେ ସବୁ ବ୍ୟକ୍ତି ନିଜର ଅଲଗା ପରିଚୟ ତିଆରି କରିବାକୁ ଚାହିଁଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଧରାଯାଇଥାଏ କୌଣସି ବ୍ୟକ୍ତିର ନାମର ପ୍ରଥମ ଆକ୍ଷର ସେହି ବ୍ୟକ୍ତିର ସ୍ୱଭାବ ବ୍ୟକ୍ତିତ୍ବ ଏବଂ ତାହାର ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ।ଆଜି ଆମେ ଆପଣଙ୍କୁ କିଛି ବିଶେଷ ଅକ୍ଷର ବିଷୟରେ କହିବାକୁ ଯାଉଛୁ ଜାହାକୁ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ମାନିଥାଏଯେ ଏହି ଆକ୍ଷରର ନାମ ଥିବା ଝିଅମାନେ ଜନ୍ମରୁ ହିଁ ଭାବୁକ, କୋମଳ ଏବଂ ସଫାମନ ହୋଇଥାନ୍ତି।ଯିଏ କେବେହେଲେ କାହାର ଖରାପ ଚିନ୍ତା କରନ୍ତି ନାହିଁ।ଅନ୍ୟମାନଙ୍କ ସାହାଯ୍ୟ ପାଇଁ ସବୁବେଳେ ଆଗରେ ଥାନ୍ତି।ଏବଂ ନିଜର ଜୀବନସାଥି ସହିତ ବହୁତ ପ୍ରେମ କରନ୍ତି ଆଉ ସବୁ ସୁଖ ଦୁଃଖର ସାଥି ହୋଇଥାନ୍ତି।

ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ଏହିସବୁ କିଛି ବିଶେଷ ଅକ୍ଷର ବିଷୟରେ ବିସ୍ତାରରେ ଜଣାଇବୁ।ଆସନ୍ତୁ ଆରମ୍ଭ କରିବା।ନମ୍ବର ୧. ‘A’ ନାମ ଥିବା ଝିଅମାନେ।ସାଙ୍ଗମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଧରାଯାଇଥାଏ ଯାହାର ନାମ ‘A’ ଆକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ମନରୁ ବିହୁତ ସଫା ହୋଇଥାନ୍ତି।ଏହା ସହିତ ବହୁତ ଆବେଗ ପ୍ରବଣ ହୋଇଥାନ୍ତି।ଏମନେ ବିଶ୍ୱାସ ପାତ୍ର ମଧ୍ୟ ହୋଇଥାନ୍ତି।ଯେଉଁ କାରଣରୁ ଏମନଙ୍କ ଉପରେ ବହୁତ ସହଜରେ ବିଶ୍ୱାସ କରାଯାଇପାରେ।

ଏମନେ ଯଦି କାହାକୁ କୌଣସି ପ୍ରତିଶ୍ରୁତି ଦେଇଥାନ୍ତି ତେବେ ନିଜ ଦ୍ୱାରା କରାଯାଇଥିବା ସବୁ ପ୍ରତିଶ୍ରୁତିକୁ ପୁରାପୁରି ସତ୍ୟ ଏବଂ ନିଷ୍ଟବାନ ଭାବେ ତୁଲେଇଥାନ୍ତି।ଏମାନେ ନିଜ ବଚନ ଏବଂ ଉଦେଶ୍ୟର ପକା ହୋଇଥାନ୍ତି। ନିଜର ସହନଶୀଳତା ଏବଂ ସମ୍ୟକ ବ୍ୟବହାର ପାଇଁ ସମସ୍ତିଙ୍କ ହୃଦୟ ଜିଣିବାରେ ପାରଙ୍ଗମ ହୋଇଥାନ୍ତି।

ନମ୍ବର ୨. ‘B’ ନାମ ଥିବା ଝିଅମାନେ।ସାଙ୍ଗମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ନାମ ‘B’ ଆକ୍ଷରରୁ ଆରମ୍ଭ ହୋଇଥାଏ ସେହିଭଳି ଝିଅମାନେ ଅଧିକ ଭାଗ୍ୟଶାଳୀ ମନାଯାଇଥାନ୍ତି।ଏମାନେ ସରଳ ଏବଂ ଦୟାଳୁ ସ୍ୱଭାବର ହୋଇଥାନ୍ତି।ଏହି ଅକ୍ଷର ଥିବା ଝିଅ ମାନେ ନିଜର ଜୀବନସାଥିକୁ ସବୁବେଳେ ଖୁସି ରଖିଥାନ୍ତି।ଅନ୍ୟମାନଙ୍କ ପାଇଁ ଏମନଙ୍କ ହୃଦୟରେ ଦୟା ଏବଂ ସମ୍ମାନ ଭାବନା ଭରିହୋଇ ରହିଥାଏ।

ସ୍ୱଭାବରୁ ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି।କାହାକୁ ଧୋକାଦେବା ବିଷୟରେ ଭାବିନଥାନ୍ତି।ଘର ଏବଂ ବାହାର କାର୍ଯ୍ୟରେ ବହୁତ ଦକ୍ଷ ହୋଇଥାନ୍ତି।ଏମନଙ୍କ ହସମୁଖ ସ୍ୱଭାବ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷଣ କରିଥାଏ ।ଏମାନେ ସମାଜରେ ନିଜର ଭଲ କର୍ତ୍ତବ୍ୟ ଏବଂ ବ୍ୟବହାର ପାଇଁ ଜଣାଯାଇଥାନ୍ତି।

ନମ୍ବର ୩. ‘D’ ନାମ ଥିବା ଝିଅମାନେ। ସାଙ୍ଗମାନେ ଯେଉଁ ଝିଅମାନଙ୍କ ନାମ ‘D’ ଅକ୍ଷରରୁ ଆରମ୍ଭ ହୋଇଥାଏ ଏହା କୁହାଯାଇଥାଏ ଯେ ଏହି ଝିଅମାନେ ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।

ଏମାନେ ଯେଉଁ ଘରକୁ ଯାଇଥାନ୍ତି ମାଲକ୍ଷ୍ମୀଙ୍କ ଅଶ୍ରୀବାଦରୁ ସେହି ଘରକୁ ସ୍ୱର୍ଗ ବନାଇଦିଅନ୍ତି।ଏବଂ ସେହି ଘରକୁ ଧନ ଡୌଲତ ଆଉ ମାନ ସଂନ୍ମାନରେ ଭରିଦେଇଥାନ୍ତି।ଏମାନେ ହୃଦୟରୁ ସଫା ହୋଇଥାନ୍ତି।ନିଜ ଶତ୍ରୁପାଇଁ ମଧ୍ୟ ଏମନଙ୍କ ହୃଦୟରେ କୌଣସି ଖରାପ ଭାବନା ନଥାଏ।କିଏ ଏମାନଙ୍କ ସହିତ ଯେତେବି ଖରାପ କରିଥାଉନା କାହିଁକି ଏମାନଙ୍କ ମନରେ ତାଙ୍କ ପାଇଁ କିଛି ଖରାପ ଭାବନା ନଥାଏ।ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏମାନଙ୍କୁ ପସନ୍ଦ ହୋଇଥାଏ।ଏମାନେ ନିଜେ ଯେତେବି ଅସୁବିଧାରେ ଥିଲେ ମଧ୍ୟ ଯଦି କୌଣସି ସାହାଯ୍ୟ ମଙ୍ଗୁଥିବା ବ୍ୟକ୍ତି ଆସିଯାଇଥାଏ ତେବେ ତାକୁ ସାହାଯ୍ୟ କରିବାକୁ ପଛାଇ ନଥାନ୍ତି।ଏବଂ ନିଜ ବ୍ୟବହାର ଦ୍ୱାରା ଏମାନେ ସମସ୍ତିଙ୍କ ହୃଦୟ ଜିତି ପାରିଥାନ୍ତି।

Leave a Reply

Your email address will not be published. Required fields are marked *