June 23, 2025

Odia Express

Here, There and Everywhere

ମଜାଦାର ପଜଲ – କେଶର ଚିତ୍ର ଦେଇଛି ତାପରେ କାନର ଚିତ୍ର ଦେଇଛି ଓ ତାପରେ ଚା ର ଚିତ୍ର ଦେଇଛି – ତେବେ shampooର ନାମ କଣ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

1 min read

ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବ।

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

୧-ପ୍ରଥମ ଚିତ୍ରରେ ଏକ diary ଚିତ୍ର ଦେଇଛି ଓ ତାପରେ କ୍ଷୀର ଚିତ୍ର ଦେଇଛି।ତେବେ ଚକୋଲେଟର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି dairymilk ଚକୋଲେଟ।କାରଣ ପ୍ରଥମେ dairy ଓ ତାପରେ କ୍ଷୀର ବା milk ଚିତ୍ର ଦେଇଛି।

୨- ଖରା ହେଲେ ଜନ୍ମ ହୁଏ।
ଛାଇ ହେଲେ ମରିଯାଏ।
ପରିଶ୍ରମ କଲେ ଉପୁଜେ।
ପବନ ହେଲେ ମରିଯାଏ।
ତେବେ ଏହାର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଝାଳ।

୩- ତୃତୀୟ ଚିତ୍ରରେ କେଶର ଚିତ୍ର ଦେଇଛି।ତାପରେ କାନର ଚିତ୍ର ଦେଇଛି ଓ ତାପରେ ଚା ର ଚିତ୍ର ଦେଇଛି।ତେବେ shampooର ନାମ କଣ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣା ପଡୁଛିଯେ ଏହାର ସଠିକ ଉତ୍ତର ହେଉଛି କେଶକାନ୍ତି।କାରଣ ପ୍ରଥମେ କେଶ, ତାପରେ କାନ ଓ ତାପରେ ଚା କପର ଚିତ୍ର ଦେଇଛି।

୪- ଦୁଇଟି ପୁଅ ଯିଏକି ସମାନ ରଙ୍ଗର ।ଜଣେ ମରିଗଲେ ଅନ୍ୟ ଜଣେ କାମରେ ଆସେନାହିଁ।ତେବେ ଏହାର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଜୋତା।ଏହା ବହୁତ କୌତୁହଳ ପ୍ରଶ୍ନ ଅଟେ।

୫- ପଞ୍ଚମ ପ୍ରଶ୍ନରେ ଏକ ଗୋଲାପ ଚିତ୍ର ଦେଇଛି।ଓ ତାପରେ ଆଖି ଚିତ୍ର ଦେଇଛି।ତେବେ ଗୀତଟିର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଗୁଲାବୀ ଆଖେ।କାରଣ ପ୍ରଥମେ ଗୋଲାପ ଓ ତାପରେ ଆଖି ଚିତ୍ର ଦେଇଛି।

୬- ଜଳରେ ଭରା ଏକ ମାଠିଆ।
ସବୁଠୁ ଡେଙ୍ଗା ପୁଅ।
ଏହାର ପାଣି ମିଠା।
କେବେ ନୁହେଁ ଖଟା
ତେବେ ଏହାର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ନଡିଆ।

୭- ସପ୍ତମ ପଜଲରେ କାନ୍ଦୁଥିବାର ଚିତ୍ର ଅଛି ଓ ତାପରେ ଚା କପ ଚିତ୍ର ଅଛି।ତେବେ ଖାଦ୍ୟର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ରୁଟି।କାରଣ ପ୍ରଥମେ କାନ୍ଦୁଥିବାର ଚିତ୍ର ଓ ତାପରେ ଚାହା କପ ଚିତ୍ର ଅଛି।

୮- ନୂଆ ଜିନିଷ ଘରକୁ ଆସିଲା।
ଏହି ଠାରୁ ସଂସାର ସୃଷ୍ଟି ହେଲା।
ନୂଆ ଚମତ୍କାର ସୃଷ୍ଟି ହେଲା।
ଏହି ଯୋଗୀର ନାମ କଣ?

ଉତ୍ତର-ଏହାର ସଠିକ ଉତ୍ତର ହେଉଛି ଦୂରଦର୍ଶନ।

Leave a Reply

Your email address will not be published. Required fields are marked *