February 5, 2025

Odia Express

Here, There and Everywhere

ଏହି ରାଜ୍ୟ ସରକାରର ଏକ ବଡ ଫଇସଲା – ୨ ରୁ ଅଧିକା ଛୁଆ ଜନ୍ମ କରିଥିବା ଲୋକ ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ..

ଉତ୍ତରାଖଣ୍ତର ସରକାର ଏକ ବଡ ଫଇସଲା ନେଇଛନ୍ତି , ଏବେ ଉତ୍ତରାଖଣ୍ତରେ ଦୁଇରୁ ଅଧିକା ଛୁଆ ଜନ୍ମ ଉପରେ କଟକଣା ଲାଗିଛି, ନେତା ପଞ୍ଚାୟତ ନିର୍ବାଚନ ଲଢିପାରିବେ ନାହିଁ , ରାଜ୍ୟର ବିଜେପି ସରକାର ଏହା ପାଇଁ ପଞ୍ଚାୟତୀରାଜ ଅଧିନିୟମ ୨୦୧୯ କୁ ବିଧାନସଭାରେ ପାରିତ କରିସାରିଛି, ଏବେ ଆକ୍ଟ ରାଜ୍ୟପାଳଙ୍କ ପାଖକୁ ଏହି ଆକ୍ଟ ଯିବ , ପ୍ରଦେଶରେ ଲାଗୁ ହେବ ।ଏହିପରି ଆଗାମୀ ନିର୍ବାଚନରେ ଏହା ପରିବର୍ତ୍ତନ ହେବାର ରାସ୍ତା ସଫା ହୋଈଯାଇଛି , ଯେଉଁ ଦିନ ଆକ୍ଟ ଲାଗୁ ହେବ ସେହି ଦିନରୁ ୨ଟି ଛୁଆ ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ଲଢିବାର କ୍ଷମତା ମିଳିବ ନାହିଁ ,

 

ବିଧାୟକ କହନ୍ତି କି ଦୁଇଟି ଛୁଆରୁ ଅଧିକା ବାଲା ଗ୍ରାମ ପ୍ରଧାନ, କ୍ଷେତ୍ର ପଞ୍ଚାୟତ  ଓ ଜିଲ୍ଲା ପଞ୍ଚାୟତର ନିର୍ବାଚନ ଲଢିପାରିବେ ନାହିମ୍ଂମ୍ ସେ ନିର୍ବାଚନ ଲଢୁଥିବା ପ୍ରତାଶୀ ଶେକ୍ଷାଣିକ ଯୋଗ୍ୟତା ବି ନିର୍ଦ୍ଧାରିତ ହୋଇପାରେ , ପ୍ରଦେଶରେ ପ୍ରାୟ ୫୦ ହଜାର ପଞ୍ଚାୟତ ପ୍ରତିନିଧି ନିର୍ବାଚନ ବଛା ହେବ ।ସରକାରଙ୍କ ଏହି ଫଇସଲାରେ ଶ୍ରୀନଗରରେ ସ୍ଥାନୀୟ ସମେତ ଗ୍ରାମୀଣ ଲୋକଙ୍କ ପାଇଁ ହୃଦୟର ସହ ସ୍ୱାଗତ କରାଯାଇଛି, ତାଙ୍କର କହିବା କଥା କି ଶିକ୍ଷିତ ବ୍ୟକ୍ତି ହାତରେ ପ୍ରତିନିଧିତ୍ୱ କମାଣ ଆସିବ , ଯାହା ଦ୍ୱାରା ଗାଁର ବିକାଶ ହେବ , ସେମିତି କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ,

 

ସଂସଦୀୟ କାର୍ଯ୍ୟମନ୍ତ୍ରୀ ଭୁମିକା ନିଭାଉଥିବା ମଦନ କୌଶିକ୍ ଏହି ପ୍ରସ୍ତାବ ସଦନରେ ପେଶ୍ କରିଛନ୍ତି , ଏବେ ପର୍ଯ୍ୟନ୍ତ ଉତ୍ତରାଖଣ୍ତରେ ପଞ୍ଚାୟତ ନିର୍ବାଚନ ଲଢିବାପାଇଁ ଯୋଗ୍ୟତା କିମ୍ବା ପରିବାର ସହ ଯୋଡି ହୋଇଥିବା ସର୍ତ୍ତ ଥିଲା , ଏହି ସଂସୋଧନରେ ପଞ୍ଚାୟତର କେଉଁ ପଦ ପାଇଁ ନିର୍ବାଚନ ଲଢିବାପାଇଁ ଏବେ ନ୍ୟୁନତମ ଶୋକ୍ଷିକ ଯୋଗ୍ୟତା ପାସ୍ ହେବ , ମହିଳା , ଏସ୍ ସି , ଏସ୍ ଟି ବର୍ଗଙ୍କ ଲୋକଙ୍କୁ ଛାଡ ମିଳିବ , ସାମାନ୍ୟ ଶ୍ରେଣୀର ମହିଳାଙ୍କ ସହ ଅନୁସୁଚିତ୍ ଜାତି ଜନଜାତି ଶ୍ରେଣୀର ପୁରୁଷଙ୍କ ନ୍ୟୁନତମ ଯୋଗ୍ୟତା ଅଷ୍ଟମ ପାସ୍ ରଖାଯାଇଛି , ଯେବେ କି ଅନୁସୁଚିତ୍ ଜାତି ଜନଜାତି ମହିଳାଙ୍କ ନ୍ୟୁନତମ ଯୋଗ୍ୟତା ପଞ୍ଚମ ପାସ୍ ରଖାଯାଇଛି ,

Leave a Reply

Your email address will not be published. Required fields are marked *