ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ କରନ୍ତୁ ଏହି ତିନୋଟି କାମ , ହେବ ଜୀବନରେ ସବୁ କଷ୍ଟ ଦୁର…
1 min readକଣ ଆପଣ ଜାଣିଛନ୍ତି ଶାସ୍ତ୍ରନୁସାରେ ଶନିଦେବଙ୍କୁ ନ୍ୟାୟଧୀଶ ପଦ ଦିଆଯାଇଛି, ମାନେ ଆପଣ ଜୀବନରେ ଯେତେ ବି ଭଲ ଓ ଖରାପ କାମ କରନ୍ତି ତାର ଫଳ ନିଜେ ଶନିଦେବ ତୟ କରନ୍ତି , ଏହି କାରଣରୁ ଯେବେ ଆମର ରାଶିରେ ସାଢେସାତି ମାନେ ଶନିଦଶା ଲାଗିଥାଏ ତେବେ ଜୀବନରେ ଦୁଃଖ ଓ ଅସୁବିଧାମାନ ଆସିଥାଏ , ଜୀବନରେ କଷ୍ଟରୁ ଦୁରରେ ରହିବାପାଇଁ ଶନିଦେବଙ୍କୁ ପ୍ରସନ୍ନ କରିବା ଜରୁରୀ ହୋଇଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ନେଇକରି ଆସିଛୁ, ଯାହାକୁ ଶନିବାର ଦିନ କରିଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି , ଓ ଆପଣଙ୍କ ଜୀବନରେ କେବେ କଷ୍ଟ ଦିଅନ୍ତି ନାହିଁ ।
୧) ଉପାୟ : ଶନିବାର ଦିନ ସୁର୍ଯ୍ୟଦୟ ପୁର୍ବରୁ ଉଠିକରି ସ୍ନାନ କରିଦିଅନ୍ତୁ , ଓ ଏହି ଦିନ ଧଳା କପଡା ପିନ୍ଧିକରି ପାଖରେ ଥିବା କେଉଁ ବରଗଛ ପାଖକୁ ଯିବାକୁ ହେବ, ସେଠାରେ ଏକ ତମ୍ବାର ପାତ୍ରରେ ଜଳ ନିଅନ୍ତୁ ଓ ଏହା ଭିତରେ କେଶର, ଚନ୍ଦନ, ଚାଉଳ, ଓ ଫୁଲ ମିଶାଇଦିଅନ୍ତୁ , ଓ ଏବେ ଏହି ଜଳକୁ ବରଗଛ ଜଡରେ ଅର୍ପଣ କରନ୍ତୁ ଓ ଏହି ମନ୍ତ୍ରର ଜପ କରନ୍ତୁ ।
ଆୟୁଃ ପ୍ରଜାଂ ଧନଂ ସୌଭାଗ୍ୟଂ ସର୍ବସମ୍ପଦମ୍, ଦେହି ଦେବ ମହାବୃକ୍ଷ ତ୍ୱାମହଂ ଶରଣଂ ଗତଃ , ବିଶ୍ୱାୟ ବିଶ୍ୱଶ୍ୱରାୟ ବିଶ୍ୱସମ୍ଭାବାୟ ବିଶ୍ୱପତୟେ ଗୋବିନ୍ଦାୟ ନମୋ ନମଃ ।
ଏବେ ବରଗଛ ଚାରିପଟେ ୭ ଥର ପରିକ୍ରମା କରନ୍ତୁ , ଓ ଧୁପ,ଦୀପ , କର୍ପୁର, ଲଗାଇକରି ଆରତୀ କରନ୍ତୁ , ଏହାପରେ ତମ୍ବାର ପାତ୍ରରେ ରହିଥିବା ଜଳକୁ ଚାରି ଆଡେ ଛିଞ୍ଚନ କରିଦିଅନ୍ତୁ , ଏମିତି କରିଲେ ଘରର ସବୁ ନେଗେଟିଭ୍ ଏନର୍ଜୀ ବାହାରକୁ ଚାଲିଯିବ , ଓ ଘରେ ସୁଖ ଶାନ୍ତି ରହିବ ।
୨) ଉପାୟ- ଶନିବାରର ଗୋଟେ ଦିନପୁର୍ବରୁ ମାନେ ଶୁକ୍ରବାର ଦିନ ରାତିରେ ତିନୋଟି ଅଲଗା ଅଲଗା ବାସନରେ କିଛି ଚଣା ବତୁରାଇ ଦିଅନ୍ତୁ , ଆପଣଙ୍କୁ ଏବେ ତିନୋଟି ବାସନରେ ସେ ବତୁରାଇଥିବା ଚଣାକୁ ଭାଗ କରି ରଖିବାକୁ ହେବ , ଏବେ ପ୍ରଥମ ବାସନରେ ଥିବା ଚଣାକୁ ମଇଁଷିଙ୍କୁ ଖୁଆନ୍ତୁ, ଦ୍ୱିତୀୟ ବାସନରେ ଚଣାକୁ କୁଷ୍ଠରୋଗୀଙ୍କୁ ଦାନ କରନ୍ତୁ, ଓ ତୃତୀୟ ବାସନରେ ଥିବା ଚଣାକୁ ମାଛଙ୍କୁ ଖାଇବାକୁ ଦିଅନ୍ତୁ, ଏମିତି କରିଲେ ଶନିଦେବ ପ୍ରସନ୍ନ ହୋଇଯାଆନ୍ତି, ଓ ଆପଣଙ୍କ ଭାଗ୍ୟରେ କିଛି ବି ବାଧା ଆସେ ନାହିଁ ।
୩) ଉପାୟ- ଶନିବାର ସକାଳୁ ସ୍ନାନ କରିବାପରେ ସୋରିଷ ତେଲ ଓ କଳା ରାଶିରେ ମିଶାଈଦିଅନ୍ତୁ , ଏବେ ଏହି ତେଲକୁ ୧୦୮ଥର ଶନିଦେବଙ୍କ ନାଁ ନେଇକରି ତାଙ୍କ ଅଭିଷେକ କରନ୍ତୁ, ଏମିତି କରିଲେ ଆପଣଙ୍କ ଜୀବନରେ ସବୁ ସଙ୍କଟ ଦୁର ହୋଇଯିବ , ଆପଣଙ୍କ ସବୁ ମନୋକାମନା ପୁରା ହେବ