IAS ଇଣ୍ଟରଭ୍ୟୁରେ ପଚାରାଗଲା ଇଂରାଜୀ ଭାଷାର A B C D E F ସବୁ ଅକ୍ଷର ଲଗେଇ ସବୁଠାରୁ ଛୋଟ ଶବ୍ଦ କଣ ? ସଠିକ ଉତ୍ତର ଦେଖନ୍ତୁ
1 min readନମସ୍କାର ବନ୍ଧୁଗଣ, ଆଇଏଏସ୍ ସାକ୍ଷାତକାର ପରୀକ୍ଷା ବିଷୟରେ ପ୍ରାୟ ସମସ୍ତେ ଜାଣିବେ | ଏହି ସାକ୍ଷାତକାର ପରୀକ୍ଷା ଦୁନିଆର ସବୁଠାରୁ କଷ୍ଟଦାୟକ ସାକ୍ଷାତକାର ପରୀକ୍ଷା ଭାବରେ ବିବେଚନା କରାଯାଏ ଆଇଏଏସ୍ ସାକ୍ଷାତକାର ପରୀକ୍ଷା ଗୁଡ଼ିକ ବହୁତ ରୋଚକ ପ୍ରଶ୍ନ ପଚାରିଥାଏ ଯାହା ଦେଖିବା ସହଜ ମନେହୁଏ କିନ୍ତୁ ଯେତେବେଳେ ଏହାର ଉତ୍ତର ମୁଣ୍ତ ବୁଲାଇଦିଏ | ଯାହା ଦେଖିବାକୁ ସହଜ ଲାଗିଥାଏ କିନ୍ତୁ ଯେବେ ଏହାର ଉତ୍ତର ଦେବାର ସମୟ ଆସେ ତେବେ ଏହି ସହଜ ପ୍ରଶ୍ନ କଠିନ ହୋଇଯାଏ , ଏପରି ଏକ ପ୍ରଶ୍ନ ପଚରାଯାଇଥିଲା, “ଇଂରାଜୀ ଭାଷାରେ ସବୁଠାରୁ ଛୋଟ ଶବ୍ଦ୍ କଣ? | ସୁଚନାପାଇଁ କହିଦେବୁ କି ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଆପଣଙ୍କ ଜୀବନର କେଉଁ ସମୟରେ ବି ପଚରାଯାଇପାରେ | ଆସନ୍ତୁ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଜାଣିବା |
ପ୍ରଶ୍ନ-୧ : କେଉଁ ଦେଶର ମହିଳା ବିଶ୍ୱ ଟି ଟ୍ୱେଣ୍ଟି କପ୍ ୨୦୧୮ର ଆୟୋଜନ କରିବେ ?
ଉତ୍ତର- ୱେଷ୍ଟଇଣ୍ତିଜ୍ ମହିଳା ବିଶ୍ୱ ଟି ଟ୍ୱେଣ୍ଟି କପ୍ ୨୦୧୮ର ଆୟୋଜନ କରିବ ।
ପ୍ରଶ୍ନ-୨ : ଜର୍ଜ ବି କେଉଁ ଦେଶ ନୁଆ ରାଷ୍ଟ୍ରପତି ରୁପରେ ଶପଥ ଗ୍ରହଣ କରିଥିଲେ ?
ଉତ୍ତର- ଜଜ୍ ବି ଲାଇବେରିଆର ନୁଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ।
ପ୍ରଶ୍ନ-୩ : ଏବେ ୨୦୧୭ ର ବ୍ୟାସ ସମ୍ମାନ ହେତୁ କାହାକୁ ଚୟନିତ କରାଯାଇଥିଲା ?
ଉତ୍ତର- ମମତାକଲିଆ ଙ୍କୁ ୨୦୧୭ ର ବ୍ୟାସ ସମ୍ମାନ ହେତୁ ଚୟନିତ କରାଯାଇଥିଲା ।
ପ୍ରଶ୍ନ-୪ : ଏବେ ସ୍ୱିଜରଲ୍ୟାଣ୍ତରେ ଭାରତର ରାଜଦୁତ ରୁପରେ କିଏ ନିଯୁକ୍ତ ହୋଇଛନ୍ତି ?
ଉତ୍ତର- ସିବି ଜର୍ଜ ଏବେ ସ୍ୱିଜର ଲ୍ୟାଣ୍ତର ଭାରତର ରାଜଦୁତ ରୁପରେ ନିଯୁକ୍ତ ହୋଇଛନ୍ତି ।
ପ୍ରଶ୍ନ-୫: ବିଶ୍ୱ ୟୁନିସେଫ୍ ଦିବସ କେଉଁ ଦିନ ପାଳିତ ହୋଇଥାଏ ?
ଉତ୍ତର- ବିଶ୍ୱ ୟୁନିସେଫ୍ ଦିବସ ଡିସେମ୍ବର ୧୧ କୁ ପାଳିତ ହୋଇଥାଏ ।
ପ୍ରଶ୍ନ-୬ : ଇଂରାଜୀ ଭାଷାରେ ସବୁଠାରୁ ଛୋଟ ଶବ୍ଦ କେଉଁଟା ଅଟେ ?
ଉତ୍ତର- “Feedback” ଈଂରାଜୀ ଭାଷାର ସବୁଠାରୁ ଛୋଟ ଶବ୍ଦ ଅଟେ, ଯେଉଁଥିରେ A,B,C,D,E ଓ F ସାମିଲ୍ ଅଛି ।
ପ୍ରଶ୍ନ-୭: ଅଧିକାଂଶ ଇଂରାଜୀ ଶବ୍ଦ କେଉଁ ଅକ୍ଷରରୁ ଆରମ୍ଭ ହୋଇଥାନ୍ତି ?
ଉତ୍ତର- ଏହି ପ୍ରଶ୍ନ ଆପଣଙ୍କ ପାଇଁ ଚ୍ୟାଲେଞ୍ଜିଙ୍ଗ୍ ଅଟେ, ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ତଳେ କମେଣ୍ଟ ବକ୍ସରେ ଲେଖିବାର ଅଛି ।