November 22, 2024

Odia Express

Here, There and Everywhere

କେବେ ରୋଡୱେଜ୍ ବସରେ ଟିକେଟ୍ କାଟିକରି ବିତାଉଥିଲେ ଜୀବନ, ଏବେ କନ୍ୟା ହୋଇ ହେଲିକାପ୍ଟରରେ ନେଲେ ବାପଘରୁ ବିଦାୟୀ

ଭାଗ୍ୟ ତାର ସ୍ଥିତି କେବେ କାହାର ପରିବର୍ତ୍ତନ କରେ ତାହା କେହି ଜାଣନ୍ତି ନାହିଁ | ଅନେକ ଥର ଆମ ସହିତ କିଛି ଘଟେ, ଯାହାକୁ ଆମେ ଆମର ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥାଉ | ଆମେ ଜାଣୁନାହୁଁ ଯେ ଆମର ଦୈନଦିନ ଜୀବନରେ ଆମେ କେତେକଥା ଶୁଣିଥିବା କିମ୍ବା ଦେଖିଥିବା , ଯେଉଁଠାରେ ରାତାରାତି କାହାର ଭାଗ୍ୟ ସଂପୂର୍ଣ୍ଣ ବଦଳିଯାଏ | ନିକଟରେ ଏପରି ଏକ ଘଟଣା ଆମ ସାମ୍ନାକୁ ଆସିଛି। ବାସ୍ତବରେ, ହରିୟାଣା ରୋଡୱେଜ୍ ବସ୍ ରେ ଟିକେଟ୍ କାଟି ରହୁଥିବା ଝିଅ ସହିତ ଏପରି କିଛି ଘଟିଛି, ଯାହା ସେ କେବେ ସ୍ୱପ୍ନରେ ଭାବି ନଥିଲେ | ହଁ, ଏହି ଝିଅ ନିକଟ ସମୟରେ କନ୍ୟା ବେଶ ହୋଇ ହେଲିକପ୍ଟରରେ ବିଦାୟ ନେଇଛି| କନ୍ୟାର ନାଁ ସେଫାଳୀ ଅଟେ, , ଯିଏ ହରିୟାଣାର ପ୍ରଥମ ମହିଳା କଣ୍ଡକ୍ଟର | ଆସନ୍ତୁ ଆପଣଙ୍କୁ କହିବା ପୁରା ଘଟଣା କ’ଣ ।

ଆପଣଙ୍କୁ କହିଦେବୁ କି  ଯେ ଶେଫାଳି ହରିୟାଣାର ପ୍ରଥମ ମହିଳା ବସ୍ ଅପରେଟର ହୋଇଥିଲେ  ଏବଂ ବସ୍ ରେ ଟିକେଟ୍ କାଟୁଥିବା ତାଙ୍କୁ ନଜର  ଆସିଛନ୍ତି । ତା’ପରେ ସେ ବହୁତ ଚର୍ଚ୍ଚିତ ହୋଇଯାଇଥିଲେ ଏବଂ ଲୋକମାନେ ଏହି ଝିଅକୁ ବହୁତ  ପ୍ରଶଂସା କରିଥିଲେ  | କିନ୍ତୁ ଏହିଥର କାରଣ କିଛି ଅଲଗା ଥିଲା ଏହିଥର ତାଙ୍କ ବିବାହ ହେଲା ଓ ତାଙ୍କ ବିଦାୟୀ ବି କିଛି ଅଲଗା ଥିଲା ।

ହାତରେ ବ୍ୟାଗ ଧରି ସାଧାରଣ ବେଶଭୁଷାରେ ହରିୟାଣା ରୋଡ୍ ଭେଜ୍ ବସ୍ ରେ ଟିକେଟ୍ କାଟିଥିବା ଶେଫାଲୀଙ୍କୁ ଏଥର ଦୁଇଜଣ କନ୍ୟା ହେବାର ଦେଖିବାକୁ ମିଳିଛି କେବଳ ଏତିକି ନୁହେଁ, ସେ ନିଜ ସ୍ୱପ୍ନର ରାଜକୁମାରଙ୍କ ସହିତ ହେଲିକପ୍ଟରରେ ବିଦାୟୀ ନେଇଥିଲେ  ଏହା ପରେ ସେଫାଳି ବହୁତ ଚର୍ଚ୍ଚିତ ହୋଇଯାଇଥିଲେ  | ସୋସିଆଲ ମିଡିଆରେ ଦୁହେଁଙ୍କୁ  ବହୁତ ଆଲୋଚନା କରାଯାଉଛି |

ସୋମବାର ରାତିରେ ସେଫାଳି ବିବାହ କରିଥିଲେ ଏବଂ ମଙ୍ଗଳବାର ସକାଳେ ହେଲିକପ୍ଟରରେ ବିଦାୟୀ ନେଇଥିଲେ । ସିସରର  ଏଚ୍ ଏସ୍ ଭିବି ସେକ୍ଟରରେ ରହୁଥିବା ପୱନ ମାଣ୍ଡାଙ୍କ ଝିଅ  ଶେଫାଳିଙ୍କ ବାହାଘର କେରୱାଲି  ଗାଁର ବାସିନ୍ଦା ସଚିନ ସାହାରନଙ୍କୁ ବିବାହ କରିଛନ୍ତି। ଏହି ଦୁଇ ନବ ବିବାହିତ ଦମ୍ପତିଙ୍କ ବିବାହ ସୋସିଆଲ ମିଡିଆରେ ଅନେକଚର୍ଚ୍ଚିତ  ପାଇଛି | ଗୋଟିଏ ପଟେ ସେଫାଳିଙ୍କ ପିତା ପୱନ ମାଣ୍ଡା ଏସଡିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି  ଏବଂ ମା ଶିକ୍ଷା ବିଭାଗରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଦାଦା ପ୍ରବୀଣ ମାଣ୍ଡା ପୋଲିସ ବିଭାଗରେ ଅଛନ୍ତି ଏବଂ ରାଜବୀର ମାଣ୍ଡା ସମବାୟ ବ୍ୟାଙ୍କ କାଗଦାନରେ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଛନ୍ତି।

ଅନ୍ୟପକ୍ଷରେ, ସେଫାଳିଙ୍କ ସ୍ୱାମୀ ସଚିନ ସାହାରନ ପିଏନବିରେ ଫିଲ୍ଡ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି। ବାସ୍ତବରେ, ଚାରି ପୀଢି ଧରି ମାଣ୍ଡା ପରିବାରରେ କୌଣସି ଜନ୍ମ ହୋଇନଥିଲେ | ସେଥିପାଇଁ ପରିବାର ଲୋକେ ତାଙ୍କୁ ବହୁତ ଗେହ୍ଲାରେ ଲାଳନପାଳନ କରିଛନ୍ତି  , ସେଫାଳୀଙ୍କ  ଶାଶୁଘର ଗାଁ କେରାବାଲି  ସିରସା ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅଟେ  କିନ୍ତୁ ସେ ହେଲିକାପ୍ଟର ଯୋଗେ ୧୫ ମିନିଟ୍ ରେ ନିଜ ଶାଶୁଘରେ ପହଞ୍ଚିଗଲେ, ସୋସିଆଲ ମିଡିଆରେ ସେଫାଳୀଙ୍କ ବିଦାୟୀ ବହୁତ ଚର୍ଚ୍ଚାରେ ରହିଛି

Leave a Reply

Your email address will not be published. Required fields are marked *