ମଜାଳିଆ ଜୋକ୍ସ : ଗୋଟେ ଝିଅର ଆଖି ଅପରେସନ୍ ହେଉଥିଲା, ଝିଅ ଡାକ୍ତରକୁ କହିଲା- ପ୍ଲିଜ୍ ମୋର ବୟଫ୍ରେଣ୍ତକୁ ଭିତରକୁ ଡକାଇଦିଅନ୍ତୁ
1 min readହସିବା ହସାଇବା ସବୁ ମଣିଷର ଜୀବନର ଏକ ମହତ୍ତ୍ୱପୁର୍ଣ୍ଣ ଭାଗ ଅଟେ, ଓ ଯେବେ ଆମେ ଦୁଇ ମିନିଟ୍ ପାଇଁ ଖୋଲିକରି ହସିଥାନ୍ତି , ତେବେ ଆମର ଦିନ ସାରା ଥକାପଣ ଓ ଚିନ୍ତା ଦୁର ହୋଇଯାଏ , ଓ ଏଥିରୁ ଆମର ସ୍ୱାସ୍ଥ୍ୟ ଦୁରସ୍ତ ହୋଇଥାଏ ଏଥିପାଇଁ କୁହାଯାଏ କି ହସିବା ହେଉଛି ଏକ ମେଡିସିନ୍ , ମାନେ ଆମର ହସ ଅନେକ ରୋଗର ଔଷଧ ଅଟେ, ଓ ଏଥିପାଇଁ ଆମେ ନିଜ ଏହି ବ୍ୟସ୍ଥତା ଭରା ଜୀବନରେ କିଛି ସମୟ ପାଇଁ ଖୋଲିକରି ନିଶ୍ଚିତ ହସିବା ଜରୁରୀ , ଓ ଆଜି ଆମେ ଆପଣଙ୍କୁ ପାଇଁ ଆଉଥରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହାକୁ ପଢିବା ପରେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ।
୧) ମଦୁଆ ମରିବାର ହିଁ ଥିଲା ତେବେ ତାର ସାମ୍ନାରେ ଭଗବାନ ଶିବ ପ୍ରକଟ ହୋଇଗଲେ, ଶିବଜୀ- ତୁମର କିଛି ଅନ୍ତିମ ଇଚ୍ଛା ଅଛି ଯଦି କୁହ । ମଦୁଆ- ପ୍ରଭୁ ଆଗାମୀ ଜନ୍ମରେ ଦାନ୍ତ ସେମିତି ଗୋଟିଏ ଦେବ , କିନ୍ତୁ ଲିଭର ପୁରା ୩୨ ଟା ଦେବ ।
୨) ମଦୁଆ ମଦ ପିଇବାପରେ ନିଜ ସ୍ତ୍ରୀକୁ- ଆପଣ କିଏ ? ସ୍ତ୍ରୀ- ପାଗଳ ହୋଇଯାଇଛ ନା କଣ ? ମଦୁଆ- ନିଶା ସବୁ ଦୁଃଖକୁ ଭୁଲାଇଦିଏ ଭଉଣୀ ।
୩) ବଣ୍ଟି- ସବୁଠାରୁ ବଡ ଚ୍ୟାଲେଞ୍ଜ କଣ ଅଟେ ? ସାନ୍ତା- ପରୀକ୍ଷାରେ ଉତ୍ତର ପେପର ଖାଲି ଛାଡିକରି ଶେଷରେ ଲେଖିଦେବ – ଦମ୍ ଅଛି ତ ପାସ୍ କରିକି ଦେଖା ।
୪) ଗାର୍ଲଫ୍ରେଣ୍ତ- ଏବେ ଆମେ ବହୁତ ଅଧିକା ବଦନାମ୍ ହୋଇଯାଇଛେ । ଏବେ ଆମେ ବିବାହ କରିନେବା ଉଚିତ୍ । ବୟଫ୍ରେଣ୍ତ- କିନ୍ତୁ ଏହା ତ କହ ଏତେ ବଦନାମୀ କରି ପରେ ଆମକୁ ବାହାଘର କରିବ କିଏ ?
୫) ଏକ ଝିଅ ଗର୍ଭବତୀ ମହିଳାଙ୍କ ପେଟରେ ଛୁଇଁକରି କହିଲା ଏହା କଣ ଆଣ୍ଟି? ଆଣ୍ଟି କହିଲା- ଏହା ମୋର ଛୁଆ ଅଟେ, ତାକୁ ମୁଁ ବହୁତ ଭଲ ପାଏ ! ଝିଅ ଆଶ୍ଚର୍ଯ୍ୟ ହୋଇକରି କହିଲା-ଆପଣ ଏତେ ଭଲ ପାଉଛନ୍ତି ତ ତାକୁ ଖାଇଦେଲ କଣପାଇଁ ?
୬) ପୁଅ ଓ ଝିଅ ରେଷ୍ଟୁରାଣ୍ଟ ଯାଇଥିଲେ ତ ୱେଟର ପଚାରିଲା- ମ୍ୟାଡାମ୍ ଆପଣ କଣ ନେବେ ? ଝିଅ- ଭାଇ ଏକ ପରିବା ବାଲି ରୁଟି ଆଣିବ , ୱେଟର- କଣ ? ପୁଅ- ଗାଁରୁ ଆସିଛ କି ପିଜା ମାଗୁଛ ?
୭) ଦିନେ ସ୍ତ୍ରୀ ଘରକୁ ଆସିଲା ସ୍ୱାମୀ କାମବାଲି କୁ କୁଣ୍ଢାଇ ଧରି ଠିଆ ହୋଇଥିଲା । ସ୍ତ୍ରୀ-ରାଗରେ- ଏହା ସବୁ କଣ କରୁଛ ? ସ୍ୱାମୀ-ଡରିକରି- ରାଣ, ମୁଁ ତୁମକୁ ଭାବିକରି ତାକୁ କୁଣ୍ଢାଇଦେଲି, ସ୍ତ୍ରୀ-ରାଗରେ- ତୁମେ ଏତେ ବି ଜାଣିନ , ତୁମେ କାହାକୁ କୁଣ୍ଢାଇଥିଲ , ରାମୁ ଠୁ ଶିଖ, ମୋତେ କୁଣ୍ଢାଇଲା ବେଳେ କାହା ବିଷୟରେ ବି ଭାବେ ନାହିଁ ।
୮) ସ୍ତ୍ରୀ- ଯଦି ମୁଁ କେଉଁ ଜବାନ୍ ପୁଅକୁ କିସ୍ କରିବି ତ କଣ ହେବ , ବାବା- ନର୍କକୁ ଯିବ , ସ୍ତ୍ରୀ- ଭଲ ଯଦି ମୁଁ ଆପଣଙ୍କୁ କିସ୍ କରିବି ତ ? ବାବା- ଚାଲାକ୍ ମହିଳା, ସ୍ୱର୍ଗକୁ ଯିବାକୁ ଚାହୁଁଛୁ ।
୯) ପୁଅ- ତୁମେ ବହୁତ ସୁନ୍ଦର ଅଟ, ଝିଅ- ଓହଃ ଜାନୁ, ପୁଅ- ତୁମେ ତ ବିଲକୁଲ୍ ପରୀ ପର ଅଟ, ଝିଅ- ସତରେ , ପୁଅ- ହଁ , ଝିଅ- ଏବେ କଣ କରୁଛ ? ପୁଅ- ମଜାକ୍
୧୦) ସ୍ତ୍ରୀ –ଟିକିଏ କିଚେନ୍ ରୁ ଆଳୁ ନେଇକରି ଆସିବ, ସ୍ୱାମୀ- ଏଠାରେ ତ ଆଳୁ ଦେଖାଯାଉନି, ସ୍ତ୍ରୀ- ତୁମ ତ ଅନ୍ଧ, କାମଚୋର ଅଟ, ଗୋଟେ କାମକୁ ବି ଭଲରେ କରିପାରୁନ । ମୋତେ ଜଣାଥିଲା କି ତୁମକୁ ମିଳିବ ନାହିଁ , ଏଥିପାଈଁ ପୁର୍ବରୁ ନେଇ ଆସିଥିଲି, ଏବେ ମଣିଷର ସେମିତି ଭୁଲ୍ ହେବନି ବା କେମିତି ।
୧୧_ କିଚି ଲୋକ ଧନ ନାଁରେ ଲଢୁଛନ୍ତି , କିଛି ଧର୍ମର ନାଁରେ, ତେବେ କିଛି ଜାତି ନାଁରେ ଲଢନ୍ତି, କେବଳ ସ୍ୱାମୀ ସ୍ତ୍ରୀ ସେମାନେ ଅଟନ୍ତି ଯିଏ ନିସ୍ୱାର୍ଥ ଭାବରେ ବିନା କାରଣରେ ଲଢିଥାନ୍ତି ।
୧୨) ସ୍ୱାମୀ- ହମ୍ କୋ ତୋ ଅପନୋ ନେ ଲୁଟା, ଗୈରୋଁ ମେଁ କାହାଁ ଦମ୍ ଥା, ମେରି କସ୍ତି ହିଁ ୱହି ଡୁବି ଯାହା ପାଣି କମ୍ ଥା, ସ୍ତ୍ରୀ- ତୁମେ ତ ଗଧ ଥିଲ , ତୁମର ମୁଣ୍ତରେ କେଉଁଠି ଦମ୍ ଥିଲା, ସେଠାକୁ କସ୍ତି ନେଇକରି କଣ ପାଇଁ ଯାଇଥିଲ ଯେଉଁଠି ପାଣି କମ୍ ଥିଲା ।
୧୩) ଗୋଟେ ସୁନ୍ଦର ମହିଳା କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ଓ ଚେହେରାରେ ଭାରତ ପତାକା ଓ ମାନଚିତ୍ର ବନାଇଥିଲେ , ତେବେ ଏକ ବୟସ୍କ ଲୋକ ତାର ପାଖକୁ ଆସିଲେ ଓ ଚେହେରାକୁ ଚୁମା ଦେଇକରି କହିଲା, କେତେ ସୁନ୍ଦର ମୋର ଭାରତ ଦେଶ ।
୧୪) ଗୋଟେ ଝିଅର ଅପରେସନ୍ ଚାଲୁଥିଲା, ଝିଅ- ଡାକ୍ତର୍ ସାର୍ ମୋର ବୟଫ୍ରେଣ୍ତକୁ ଭିତରକୁ ଡକାଇଦିଅ, ଡାକ୍ତର- ବିଶ୍ୱାସ କର ମୁଁ ବହୁତ ଭଦ୍ର ବ୍ୟକ୍ତି ଅଟେ, ତାହା ତ ଠିକ୍ ଅଛି ,କିନ୍ତୁ ଆପଣଙ୍କ ନର୍ସ ବାହାରେ ଅଛି