November 22, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ନିଜ ମଦୁଆ ସ୍ୱାମୀକୁ ସୁଧାରିବାକୁ ଯାଇ ସ୍ତ୍ରୀ ରାତିରେ କଳା କପଡା ପିନ୍ଧିକରି ଠିଆ ହୋଇଗଲା ଓ ତାପରେ ଯାହା ହେଲବ ଜାଣିଲେ…

1 min read

ଆମ ସମସ୍ତଙ୍କର ଜୀବନରେ ଉତଥାନ ଏବଂ ପତନ ଘଟିଥାଏ ଏବଂ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଖୁସି ରହିବା ହେଉଛି ଜୀବନ ବଞ୍ଚିବାର ପ୍ରକୃତ କଳା ଏବଂ ଯେତେବେଳେ ଜଣେ ବ୍ୟକ୍ତିର ହୃଦୟ ଖୁସି ହୁଏ ତେବେ ସବୁ କାମରେ ସଫଳତା ହାସିଲ୍ କରିଥାଏ , ଆଜିକାଲିର ଜମାନା ସୋସିଆଲ୍ ମିଡୀଆର ଅଟେ, ଓ ଏହି ସୋସିଆଲ୍ ମିଡୀଆର ଜମାନାରେ ଆମେ ମନୋରଞ୍ଜନ କେଉଁଠି ଖୋଜିବାକୁ ପଡେ ନାହିଁ , ବରଂ ଏହା ଆମର  ଫିଙ୍ଗର ପ୍ରିଣ୍ଟରେ ଅଛି, ଆଜି ଆଉଥରେ ଆମେ ଆପଣଙ୍କୁ ହସାଇବାପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ବିଲକୁଲ୍ ଟେନସନ୍ ଫ୍ରୀ ହୋଇଯିବେ , ତେବେ ଆସନ୍ତୁ ଆଉ ବିଳମ୍ବ ନ କରି ହସିବା ଓ ହସାଇବାର କାର୍ଯ୍ୟକ୍ରମ ଆରମ୍ଭ କରିବା ।

୧) ସ୍ତ୍ରୀ ବାଥରୁମ୍ ରୁ ଗାଧୋଇକରି ବାହାରିଲା ତ ସ୍ୱାମୀ ତାକୁ ଚାହିଁରହିଥିଲା, ସ୍ତ୍ରୀ ରୋମାଣ୍ଟିକ୍ ଅନ୍ଦାଜରେ କହିଲା କଣ ଇରାଦା ଅଛି, ସ୍ୱାମୀ ତାର କାନର ପାଖକୁ ଆସିକରି ଚିଲେଇକରି କହିଲା ମୋର ଗରମ ପାଣିରୁ କଣପାଇଁ ଗାଧୋଇଲ ?

୨)ପୁଅ ବାହାହେବାପାଇଁ ଝିଅ ଦେଖିବାକୁ ଗଲା , ସେ ଭାବିଲା ଆଜି ଝିଅ ଦେଖିଯାଉଛି ଆଜି ଝିଅ ସହ ଇଂରାଜୀରେ କଥାହେଲେ କେମିତି ହୁଅନ୍ତା, ସେ ଝିଅକୁ ପଚାରିଲା ଇଂରାଜୀ ଚାଲିବ? ଝିଅ ଲାଜେଇକରି କହିଲା, ହଁ ପିଆଜ ଓ ମିକ୍ଚର ସହ ।

୩) ଶିକ୍ଷକ- ଏତେ ଦିନ ହେଲା କଣ କରୁଥିଲୁ ? ପପୁ- ସାର୍ ବାର୍ଡ ଫ୍ଲୁ ଥିଲା , ଶିକ୍ଷକ- କିନ୍ତୁ ଏହା ତ କେବଳ ବାର୍ଡ୍ ମାନଙ୍କର ହୋଇଥାଏ , ପପୁ ରାଗିକରି- ମଣିଷ ବୋଲି ଭାବିଛନ୍ତି କି କେଉଁଠି, ସବୁଦିନ ତ ମୁର୍ଗା ବନାଇଦେଉଛନ୍ତି ।

୪) ପପୁକୁ ୨୦ ବର୍ଷ ପରେ ଫାଶି ହେବାର ଥିଲା , ପୋଲିସ୍ କାଲି ସକାଳୁ ୫ ଟାରେ ଫାସି ଦିଆଯିବ, ଏହା ଶୁଣିକରି ପପୁ ଜୋର୍ ରେ ହସିବାକୁ ଲାଗିଲା , ପୋଲିସ୍- କଣ ପାଇଁ ହସୁଛୁ କିରେ ? ପପୁ- ମୁଁ ତ ସକାଳ ୮ ଟା ପର୍ଯ୍ୟନ୍ତ ଶୋଉଛି ।

୫) ଗୋଟେ ରାତିରେ ପପୁ ନିଜ ସ୍ତ୍ରୀ ସହ ଘରେ ଶୋଇଥିଲା, ତେବେ ଅଧା ରାତିରେ ତାର ସ୍ତ୍ରୀ ଗୋଟେ ସ୍ୱପ୍ନ ଦେଖିଲା, ଓ ସେ ଚିଲ୍ଲାଇକରି ଜଲଦି ପଳାଅ ମୋର ସ୍ୱାମୀ ଆସିଗଲେ , ଏତିକି ଶୁଣିକରି ପପୁ ଉଠିଲା ଝରକାରୁ ଡେଇଁ ପଡିଲା, ଗତ ୨ ସପ୍ତାହରୁ ୨ ସପ୍ତାହରୁ ଚିଣ୍ଟୁ ନିଜ ସ୍ତ୍ରୀ ସହ ଝଗଡା ହେଉଛି ।

୬) ଶିକ୍ଷକ ଗଧର ସାମ୍ନାରେ ଏକ ବୋତଲ ମଦ ରଖିଲେ ଓ ଏକ ବାଲଟି ପାଣି, ଗଧ ସବୁ ପାଣି ପିଇଦେଲା, ଅଧ୍ୟାପକ ଛୁଆଙ୍କୁ ପଚାରିଲେ ପିଲେ ତୁମେ କଣ ଶିଖିଲ ? ଛୁଆ – କିଛି ବି କରିନିଅ ଗଧ ଗଧ ହୋଇକି ରହିବ ।

୭) ଏକ ବନାରସୀ ତପସ୍ୟାରୁ ପ୍ରସନ୍ନ ହୋଇକରି ଭଗବାନ ତାକୁ ଅମୃତ ଦିଅନ୍ତି , କିନ୍ତୁ ସେ ମନା କରିଦିଏ , ଭଗବାନ – କଣ ବତ୍ସ ଅମୃତ କଣପାଇଁ ପିଉନ ? ବନାରସୀ- ଏବେ ତ ପାନ ଖାଇଛି ପ୍ରଭୁ,

୮) ସ୍ୱାମୀ-ଆଜି କଣ ତିଆରି କରିଛ ? ସ୍ତ୍ରୀ-GST ସ୍ୱାମୀ-କଣ ? ସ୍ତ୍ରୀ- ଗରମାଗରମ୍ ସେଓ ଟମାଟର ,

୯) କୁଣ୍ତଳି ମିଶାଇବାର ଅଛି ତ ଶାଶୁ ନଣନ୍ଦ ଓ ବୋହୁର ମିଶାଅ, ପୁଅଙ୍କର କଣ ଅଛି, ଭଗବାନଙ୍କ ଇଚ୍ଛା ବୁଝିକରି କଟାଇନେଇଥାଏ ।

୧୦)ସ୍ୱାମୀ ସ୍ତ୍ରୀକୁ- ପ୍ରିୟେ, ମୁଁ ତୁମକୁ ବହୁତ ଭଲ ପାଉଛି , ସ୍ତ୍ରୀ- ତେବେ କଣ ମୁଁ ତୁମକୁ କରୁନି କି , ମୁଁ ତ ତୁମ ପାଇଁ ଦୁନିଆଁ ସହ ଲଢିପାରିବି, ସ୍ୱାମୀ- କିନ୍ତୁ ତୁମେ ତଦିନ ରାତି ମୋତେ ଝଗଡା କରୁଛ । ସ୍ତ୍ରୀ-ଜାନୁ- ତୁମେ ତ ମୋର ଦୁନିଆଁ ।

୧୧) ତୋଫାନର ଅପେକ୍ଷା କର ନାହିଁ , ସ୍ତ୍ରୀ ସହ ବାହାର ଡିନର୍ ପୋଗ୍ରାମ୍ କର୍, ସ୍ତ୍ରୀ ରେଡି ହେବାପରେ କ୍ୟାନସେଲ୍ କରିଦିଅନ୍ତୁ , ତୋଫାନ୍ ଆପେ ଆପେ ଆସିଯିବ ,

୧୨) ସ୍ୱାମୀ ସ୍ତ୍ରୀ ଛାଡପତ୍ର ପାଇଁ କୋର୍ଟ ପହଞ୍ଚିଲେ , ଜର୍ଜ-ତୁମ ଦୁହେଁଙ୍କ ୩ ଟି ଛୁଆ ଅଛନ୍ତି ତାଙ୍କୁ ତୁମ ମଧ୍ୟରେ କିପରି ବାଣ୍ଟିବ, ବହୁତ ସମୟପରେ ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପର ଚର୍ଚ୍ଚା କରନ୍ତି, ସ୍ୱାମୀ-ଠିକ୍ ଅଛି ଜର୍ଜ ସାହେବ୍, ଆମେ ଆଗାମୀ ବର୍ଷ ଆଉ ଏକ ଛୁଆ ସାଙ୍ଗରେ ନେଇକରି ଆସିବୁ, ନଅ ମାସ ପରେ ଦୁହେଁଙ୍କ ଜାଆଁଳା ଛୁଆ ହେଲେ ,

୧୩) ସାଧୁ- ଛୁଆ ଆଣ, କିଛି ଦକ୍ଷିଣାଦେଇଦିଅ, ତୁମକୁ ସ୍ୱର୍ଗ୍ ପ୍ରାପ୍ତି ହେବ , ପୁଅ –ଠିକ୍ ଅଛି, ଦକ୍ଷିଣା ମୁଁ ତୁମକୁ ଦିଲ୍ଲୀ ଦେଲି, ସାଧୁ- ଦିଲ୍ଲୀ କଣ ତୁମର କି ? ଯାହା ମୋତେଦେଉଛ ? ପୁଅ- ସ୍ୱର୍ଗ କଣ ତୁମର କି ନା ତୁମ ବାପା କିଣିଛନ୍ତି ?

୧୪) ସ୍ତ୍ରୀ ନିଜ ମଦୁଆସ୍ୱାମୀକୁ ସୁଧାରିବାପାଇଁ କଳା କପଡା ପିନ୍ଧିକରି ଠିଆ ହୋଇଗଲା, ସ୍ୱାମୀ- ତୁମେ କିଏ ? ସ୍ତ୍ରୀ- କହିଲା ମୁଁ ରାକ୍ଷସୁଣି, ସ୍ୱାମୀ- ଚାଲ୍ ହାତ ମିଶା- ମୁଁ ତୋର ଭଉଣୀର ସ୍ୱାମୀ

୧୫) ମୋତେ ବି ଦେଖିବାକୁ ଦିଅ, କାହାର ଆକ୍ସିଡେଣ୍ଟ ହୋଇଛି, ପପୁ- ଭିଡ ହଟାଇକରି କହିଲା ଯେବେ କେହି ହଟାଇବାରେ କେହି ଘୁଞ୍ଚିଲେନି ତେବେ ସେ ଚିଲ୍ଲାଇକରି କହିଲା ରାସ୍ତା ମିଳିଗଲା , ଓ ପପୁ ଦେଖିଲା ତ ଏକ ଗଧ ମରିପଡିଥିଲା

Leave a Reply

Your email address will not be published. Required fields are marked *