June 20, 2025

Odia Express

Here, There and Everywhere

ଯଦି କେହି ଆପଣଙ୍କ ପ୍ରେମକୁ ମନା କରିଦିଏ ତାହେଲେ ଆପଣଙ୍କୁ କଣ କରିବାର ଅଛି ? ନିଶ୍ଚୟ ପଢନ୍ତୁ ଏହି କଥା…

ନମସ୍କାର, ଆଜି ଆମେ ଆପଣମାନଙ୍କୁ ଏଠାରେ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ ଆଜି ଆମେ ଜାଣିବା ପ୍ରେମ ବା ଭଲ ପାଇବା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡିକୁ। ଏହି ଭଲପାଇବା ବା ପ୍ରେମ ଜୀବନରେ ଏମିତି ଏକ ପର୍ଯ୍ୟାୟ ଅଟେ ଯାହା ସମସ୍ତଙ୍କ ଜୀବନରେ କେବେ ନା କେବେ ଆସି ପହଁଞ୍ଚିଥାଏ।ସେ କ୍ଷେତ୍ରରେ ବହୁତ ଲୋକ ତାଙ୍କ ନିଜ ପ୍ରେମିକ ବା ପ୍ରେମିକା ଆଗରେ ନିଜ ମନ କଥା ଉପସ୍ଥାପନ କରି ପାରନ୍ତି ଆଉ କେତେକ ସ୍ଥାନରେ ବହୁତ ଲୋକ ନିଜର ମନ କଥାକୁ ଉପସ୍ଥାପନ କରି ପାରନ୍ତି ନାହିଁ। ତାପରେ ଯେଉଁମାନେ ନିଜ ମନ କଥା ନିଜ ସାଥି ଆଗରେ କହିଥାଆନ୍ତି। ସେଇଟା ସେମାନଙ୍କ ସାଥି ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ଯେ ସେ ତାଙ୍କର ଭଲ ପାଇବାକୁ ସ୍ୱୀକାର କରିବେକି ନାହିଁ।ବହୁତ ଲୋକଙ୍କର ଭଲ ପାଇବା ସ୍ୱୀକାର କରାଯାଏ।ଆଉ ବହୁତ ସ୍ଥାନରେ ଭଲ ପାଇବା ସ୍ୱୀକାର କରାଯାଏ ନାହିଁ।

ଆଉ ଯେଉଁମାନଙ୍କର ଭଲ ପାଇବା ସ୍ୱୀକାର କରାଯାଏ ସେମାନେ ବହୁତ ହସଖୁସି ରେ ନିଜ ସାଥି ସହିତ ଜୀବନ ଯାପନ କରିବାକୁ ଲାଗନ୍ତି। ଆଉ ଯେଉଁମାନଙ୍କୁ ତାଙ୍କର ସାଥି ମନା କରିଦେଇଥାନ୍ତି ସେମାନେ ବହୁତ ଭାଙ୍ଗି ପଡ଼ିଥାନ୍ତି,ବହୁତ ଦୁଃଖିତ ଥାଆନ୍ତି। ଦେଖିବାକୁ ଗଲେ ସେମାନଙ୍କୁ ପ୍ରକୃତରେ କଣ କରିବା ଉଚିତ ଆଉ କଣ ନକରିବା ଉଚିତ ଆଜି ଆମେ ଏଠାରେ ଜାଣିବା ଆଉ ଏହାକୁ ବୁଝିବା ବହୁତ କଷ୍ଟଦାୟୀ ହୋଇଥାଏ। ଯଦି କେହି ତୁମ ଭଲ ପାଇବା ଅସ୍ବୀକାର କରାଯାଏ ତାହେଲେ ତୁମକୁ କଣ କରିବାର ଅଛି ତାହା ସ୍ୱୟଂ ଭଗବାନ ଶ୍ରୀ କୃଷ୍ଣ ନିଜ ଗୀତାରେ କହିଛନ୍ତି। ପରମାତ୍ମା ଭଗବାନ ଶ୍ରୀ କୃଷ୍ଣଙ୍କ କାରଣରୁ ଲୋକମାନେ ଏହି ପ୍ରେମକୁ ଦୁନିଆର ସବୁଠାରୁ ପବିତ୍ର ବନ୍ଧନ ବୋଲି ମାନିଥାନ୍ତି।

ଯଦି ଆମେ ପ୍ରକୃତରେ ଏହାକୁ ଦେଖିବାକୁ ଯିବା ପ୍ରେମର ମୁଖ୍ୟ ଅର୍ଥ ହେଉଛି ବନ୍ଧନରୁ ମୁକ୍ତି ଅଟେ ଆଉ ଏହା ସ୍ୱତନ୍ତ୍ରତାର ଏକ ନୂତନ ସ୍ୱରୂପ ଅଟେ।ଯଦି କେହି ଆପଣଙ୍କ ଭଲ ପାଇବା ସ୍ୱୀକାର କରିପାରନ୍ତି ନାହିଁ କିମ୍ବା ଆପଣଙ୍କୁ ନିଜ ଠାରୁ ଦୂରେଇ ତାହେଲେ ସେ ସମୟରେ ପ୍ରତ୍ୟକ ବ୍ୟକ୍ତିର ନିଜର ନିଜର କିଛି ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ରହିଥାଏ।ବହୁତ କିଛି ଲୋକ ଯେଉଁମାନେ ଏହିସବୁ ପରିସ୍ଥିତି ବ୍ୟତୀତ କରିଛନ୍ତି ।ତାଙ୍କ ଭିତରୁ ବହୁତ ଲୋକ ଦୁଖୀ ଓ ଉଦାସ ହୋଇ ଯାଆନ୍ତି।ଆଉ ତାଙ୍କ ଭିତରୁ ଆଉ କିଛି ଲୋକ ଛଳନା ଓ ପ୍ରତାରଣା କରି ନିଜ ଭଲ ପାଇବା ପାଇବାକୁ ଚେଷ୍ଟା କରନ୍ତି।ଆଉ କିଛି ଲୋକ ସେହି କ୍ଷେତ୍ରରେ ନିଜର ବଳର ପ୍ରୟୋଗ କରି ପ୍ରେମ ପାଇବାକୁ ଚେଷ୍ଟା କରନ୍ତି।

ଲୋକମାନେ ଏହି ଛୋଟିଆ କଥା ବୁଝି ପାରନ୍ତି ନାହିଁ କି ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ ଭଲ ପାଇବା ଆଵଶ୍ୟକ ନାହିଁ।କାହିଁକିନା ପ୍ରେମ କୌଣସି ଵସ୍ତୁ ନାହିଁ କି ପ୍ରେମ କୌଣସି ଧନ ନାହିଁ କି ଏହାକୁ ବଳ କିମ୍ବା ସାମର୍ଥ୍ୟରେ ଏହାକୁ ହାସଲ କରି ହେବନାହିଁ।ପ୍ରେମ କେବଳ ଗୋଟେ ଶକ୍ତି ଅଟେ ଯାହା ଆପଣଙ୍କ ପାଇଁ ସବୁ ପ୍ରକାରର ବନ୍ଧନକୁ ଭାଙ୍ଗି ପାରିବ କିନ୍ତୁ ନିଜେ କୌଣସି ବନ୍ଧନରେ ବାନ୍ଧି ହୋଇନଥାଏ।ତାହେଲେ ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କୁ ଆପଣ ସ୍ୱତନ୍ତ୍ର ଛାଡି ଦିଅନ୍ତୁ। କାହିଁକିନା ସ୍ୱତନ୍ତ୍ରତା କେଵଳ ଏପରି ଜିନିଷ ଯାହା ଜୀଵ ସହିତ ପ୍ରେମକୁ ମଧ୍ୟ ବହୁତ ପ୍ରିୟ ଅଟେ।ଯଦି ଆପଣଙ୍କ ଭଲ ପାଇବା ସଚ୍ଚୋଟ ଥିବ ତାହେଲେ ସାମ୍ନା ଲୋକକୁ ନିଶ୍ଚିତ ବୁଝାପଡିବ।ଯେତେବେଳେ ସ୍ୱାର୍ଥ ଓ ଇଛା କମିଯିବ ତାହେଲେ ପ୍ରେମକୁ ଆପଣଙ୍କ ଆଡ଼କୁ ଆସିବାକୁ ରାସ୍ତା ମିଳିଯିବ।ଏହାଥିଲା ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା କେତେକ ଜ୍ଞାନ ପୁର୍ଣ୍ଣ କଥା।

Leave a Reply

Your email address will not be published. Required fields are marked *