June 27, 2025

Odia Express

Here, There and Everywhere

କିପରି ବୃକକରୁ ପଥର କାଢି ପାରିବେ ଅର୍ଥାତ୍ କିପରି ନିଜର ଷ୍ଟୋନ୍‌ ଉପଚାର କରିବେ – ଏହି ଉପାୟ କଲେ କେବେ ଷ୍ଟୋନ୍ ହେବ ନାହିଁ ପେଟରେ..

ଅଧିକାଂଶ ଲୋକ ମାନେ ନିଜର ଏଥିପାଈଁ ଚିନ୍ତାରେ ରହି ଥାନ୍ତି କିନ୍ତୁ ଆମେମନେ ଆଜି ସେହି ମାନଙ୍କୁ ଏପରି ଏକ କଥା କହିବୁ ଯାହା ଫଳରେ ସେମାନେ ନିଜର ଷ୍ଟୋନ୍‌ର ଉପଚାର କରିପାରିବେ । ଅଧିକାଂଶ ସମୟରେ କିଛି ଲୋକ ମାନଙ୍କର କାହାର ମୂତ୍ର ଦ୍ଵାର ରେ ଏବଂ କାହାର ବୃକକ ରେ ପଥର ରହିଥାଏ । ଏହାକୁ ଆପଣ ନିଜେ କିପରି ଭାବରେ ଉପଚାର କରିପାରିବେ ଆସନ୍ତୁ ଜାଣିବା।ଏଥିପାଇଁ ଏକ ବହୁତ୍ ହିଁ ଭଲ ଔଷଧ ଅଛି ଏହି ପଥରି ପାଇଁ ଅର୍ଥାତ୍ ଏହି ଷ୍ଟୋନ୍‌ ପାଇଁ । ଏହା ପାଇଁ ଭଲ ଔଷଧ ଟି ହେଉଛି ସେଓ ର ରସ। ପ୍ରତିଦିନ ସକାଳେ ଖାଲି ପେଟ ରେ ଏହି ସେଓ ର ରସ ପାଇବାକୁ ହେବ । କିନ୍ତୁ ଯେତେବେଳେ ସେଓ ର ରସ କାଢ଼ିବ ସେତେବେଳେ ତାହାର ଛାଲି କୁ ଛଡାଇ ବେ ନାହିଁ କହିଂଙ୍କି ନା ସେଓ ର ସମସ୍ତ ଶକ୍ତି ତାହାର ଛାଲି ରେ ହିଁ ଥାଏ ।ଉ ଯଦି ସେଓ ର ଛାଲି କୁ ଛଡାଇ ଦେଲା ତ୍ ସେଓ ବେକାର ।

ଚାରୋଟି ସେଓ କୁ ଆଣି ସେଥିରୁ ରସ ବାହାର କଲେ ଗୋଟେ କପ୍ ସେଓ ରସ ମିଳିଥାଏ । ଆଉ ଯଦି ଆପଣ ଏପରି ରସ ନା କଢ଼ିକି ଖାଉଛନ୍ତି ତାହେଲେ ପ୍ରତିଦିନ ସକାଳେ ମଧ୍ୟ ଚାରୋଟି ସେଓ କୁ ଚୋବାଇ ଚୋବା ଇ ଖାଆନ୍ତୁ ଏବଂ ତାର ଛାଲି କୁ ଛାଡନ୍ତୁ ନାହିଁ । ଯଦି ଆପଣ ଏହିପରି ଭାବରେ ପ୍ରତିଦିନ ସକାଳେ ଖାଲି ପେଟ ରେ ଏହି ସେଓ ରସ କୁ ଖାଇବେ ତାହେଲେ ୬ ରୁ ୮ ମାସ ମଧ୍ୟରେ ଷ୍ଟୋନ୍‌ ଦୂର ହୋଇଯିବ ।

ଏହି ଷ୍ଟୋନ୍‌ ର ଉପଚାର କରିବା ପାଇଁ ଜାଣନ୍ତୁ ଆଉ ଏକ ଉପାୟ କିପରି କରିବେ ଏହାର ଉପଚାର । ଏହି ପଥର କୁ ଦୂର କରିବା ପାଇଁ ଆମ ମୂତ୍ରାଶୟ ଏବଂ ବୃକକ ରୁ ଗାଈ ର ମୂତ୍ର କୁ ଅଧା ଗ୍ଲାସ ପିଅନ୍ତୁ ।ଏହା ଦ୍ଵାରା ସେହି ପଥର ଟି ଭଙ୍ଗିକି ବାହାରିଯିବ ।

ଯଦି ଆପଣ ଚାହୁଁଛନ୍ତି କୁ ଆପଣଙ୍କୁ କେବେ ବି ଏହି ଷ୍ଟୋନ୍‌ ନ ହେଉ ତାହେଲେ ସବୁବେଳ ପାଇଁ ଆପଣ ବହୁତ୍ ବହୁତ ପାଣି ପିଆନ୍ତୁ । ଯଦି ଆପଣ ଏହି ଅନୁସାରେ ସବୁବେଳେ ପାଣି ପିଇବେ ତାହେଲେ ଆପଣଙ୍କୁ କେବେ ବି ଷ୍ଟୋନ୍‌ ହେବ ନାହିଁ । ଷ୍ଟୋନ୍‌ ସେହି ଲୋକ ମାନଙ୍କୁ ହିଁ ହୋଇଥାଏ ଯେଉଁମାନେ ପାଣି କୁ ବହୁତ୍ ଶୀଘ୍ର ଶୀଘ୍ର ପିଅନ୍ତି । ଏଥିପାଇଁ ପଶୁପକ୍ଷୀ ଏବଂ ଜୀବଜନ୍ତୁ ମାନଙ୍କୁ ଆପଣ ଦେଖିଥିବେ ସମାନ ଚାଟି ଚାଟି କି ପାଣି କୁ ପିଇଥାନ୍ତି ।ଏଥିପାଇଁ ଆମେ ମାନେ ମଧ୍ୟ ଯଦି ପାଣି କୁ ଧୀରେ ଧୀରେ ପିଇବା ତାହେଲେ ଆମେ ମାନେ ବି ଷ୍ଟୋନ୍‌ ପରି ରୋଗ ରୁ ଦୂର ରୁ ରହିବା ।

ଆପଣ ମାନେ ଦେଖନ୍ତୁ ପକ୍ଷୀ ମାନେ ଚାଟି ଚାଟି ପାଣି ପିଅନ୍ତି , କୁକୁର, ବିଲେଇ , ସିଂହ , ବାଘ ,ଗାଈ ଏହିପରି ବହୁତ୍ ପଶୁ ପକ୍ଷୀ ମାନେ ଚାଟି ଚାଟି ଧୀରେ ଧୀରେ ଧୀରେ ପାଣି ପିଅନ୍ତି ହେଲେ ମଣିଷ ଏପରି ଏକ ମୂର୍ଖ ଯିଏ କି ଶୀଘ୍ର ଶୀଘ୍ର ପାଣି କୁ ପିଇ ଥାଏ । ଏଥିପାଇଁ ଆପଣ ମାନେ ମଧ୍ୟ ଧୀରେ ଧୀରେ ପାଣି ପିଅନ୍ତ୍ତୁ ଏବଂ ଆପଣ ମାନେ ମଧ୍ୟ ପଶୁ ପକ୍ଷୀ ମାନଙ୍କ ପରି ଷ୍ଟୋନ୍‌ ରୋଗ ରୁ ଦୂର ରେ ରୁହନ୍ତୁ । ପଶୁ ପକ୍ଷୀ ମାନଙ୍କୁ କେବଳ ପଥରି ହିଁ ନୁହେଁ କୌଣସି ବି ରୋଗ ହୋଇନଥାଏ । ଆପଣ ବି ଧୀରେ ଧୀରେ ପାଣି ପିଅନ୍ନ୍ତୁ ଏବଂ ସମସ୍ତ ରୋଗରୁ ଦୂରରେ ରୁହନ୍ତୁ।

Leave a Reply

Your email address will not be published. Required fields are marked *