ଆଜିର ସବୁଠୁ ବଢିଆ ଓ ମଜାଦାର ପଜଲ – ଇଂରାଜୀ ଅକ୍ଷର R ଲେଖା ଅଛି ଓ ତାପରେ ଆମ୍ବର ଚିତ୍ର ଅଛି ତେବେ ପୁଅଟିର ନାମ କଣ ହେବ କୁହନ୍ତୁ ?କେବଳ ବୁଦ୍ଧିମାନ ହେଇଥିଲେ ସଠିକ ଉତ୍ତର ଦେବେ..
1 min readକୌତୁହଳ ପୂର୍ଣ୍ଣ ପ୍ରଶ୍ନ ଆମ ବୁଦ୍ଧିର ବିକାଶ ସାଧନ କରିବା ସହିତ ଆମ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିଥାଏ।ଓ ବିଭିନ୍ନ କ୍ଷେତ୍ରରେ ଆମେ ଆମ ଜ୍ଞାନର ସଦୁପଯୋଗ କରିଥାଉ।ତେଣୁ ଆମକୁ ବୁଦ୍ଧିରେ ପାରଙ୍ଗମ ହେବା ପାଇଁ ଶତ ଚେଷ୍ଟିତ କରିବା ସହିତ ଯତ୍ନଶୀଳ ହେବା ଉଚିତ।ଫଳରେ ଈଶ୍ୱରଙ୍କ ଦତ୍ତ ଜ୍ଞାନ ଗାରିମାକୁ ଆମେ ସଠିକ ଢଙ୍ଗରେ ନିୟୋଜିତ କରିପାରିବା।ନିମ୍ନରେ କେତେକ କୌତୁହଳ ପୂର୍ଣ୍ଣ ପଜଲ ଦିଆଯାଇଛି।ଯାହାକୁ ଦେଖି ଆପଣମାନେ ସଠିକ ନାମ ଅନୁମାନ କରିବେ।ଏହା ଅତ୍ୟନ୍ତ ମଜାଦାୟକ ଅଟେ।ଏହା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବା ସହିତ ନିଜ ଜ୍ଞାନର ପରିସରକୁ ବ୍ୟାପକ କରିବାରେ ବିଶେଷ ସହାୟକ ହେବ।
ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ ହଳର ଚିତ୍ର ଓ ବା ଲେଖାହୋଇଛି।ତେବେ ମିଠାର ନାମ କଣ?
ଉତ୍ତର- ଏହା ବହୁତ ସହଜ ଓ ବୁଦ୍ଧିମାନର ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ହାଲବା।କାରଣ ପ୍ରଥମେ ହଳର ଚିତ୍ର ଓ ତାପରେ ବା ଲେଖାହୋଇଛି।ତେଣୁ ମିଠାର ନାମ ହାଲବା।
ପଜଲ ନମ୍ବର-୨: ଦ୍ଵିତୀୟ ପଜଲରେ ଇଂରାଜୀ ଅକ୍ଷର O ଲେଖା ହୋଇଛି ଓ ତାପରେ ଏକ ଝିଅ ଦୌଡୁଥିବାର ଚିତ୍ର ଅଛି।ଓ ତାପରେ ଇଂରାଜୀ ଅକ୍ଷର G ଲେଖାଯାଇଛି।ତେବେ ଫଳର ନାମ କଣ ହେବ?
ଉତ୍ତର- ଏହା ବହୁତ ସରଳ ଓ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି କମଳା।କାରଣ ପ୍ରଥମେ o ଲେଖା ହୋଇଛି।ତାପରେ ଦୌଡୁଥିବାର ଚିତ୍ର ବା ରନ ଅଛି।ଓ ତାପରେ G।ତେଣୁ ଫଳର ନାମ orange ବା କମଳା ଅଟେ।
ପଜଲ ନମ୍ବର-୩: ତୃତୀୟ ପଜଲରେ ଇଂରାଜୀ ଅକ୍ଷର R ଲେଖା ଅଛି।ଓ ତାପରେ ଆମ୍ବର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ରାମ।କାରଣ ପ୍ରଥମେ R ଅଛି।ଯାହାକି ରା କୁ ସୂଚୀତ କରୁଛି।ଓ ତାପରେ ଆମ୍ବ ଚିତ୍ର ଅଛି।ଯାହାକୁ ହିନ୍ଦୀରେ ଆମ କୁହାଯାଏ।ତେଣୁ ପୁଅଟିର ନାମ ରାମ ଅଟେ।
ପଜଲ ନମ୍ବର-୪: ଚତୁର୍ଥ ପଜଲରେ ଏକ ଗାଈର ଚିତ୍ର ଦେଇଛି।ଓ ଏକ ଗଛର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?
ଉତ୍ତର- ଏହା ଏକ ବୁଦ୍ଧିମାନର ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ଗାୟତ୍ରୀ।କାରଣ- ପ୍ରଥମେ ଗାଈର ଚିତ୍ର ଅଛି ଓ ପରେ ଗଛର ଚିତ୍ର ଅଛି।ଯାହାକୁ ଇଂରାଜୀରେ ଟ୍ରି କୁହାଯାଏ।ତେଣୁ ଝିଅଟିର ନାମ ଗାୟତ୍ରୀ ଅଟେ।
ପଜଲ ନମ୍ବର-୫: ପଞ୍ଚମ ପଜଲରେ ଏକ ଝିଅଟିର ଚିତ୍ର ଓ ପରେ ଆଙ୍ଗୁଠିର ଚିତ୍ର ଦେଇଛି।ତେବେ ପରିବାର ନାମ କଣ ହେବ?
ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଭେଣ୍ଡି।ଏହା ଅତ୍ୟନ୍ତ ସହଜ ଅଟେ।କାରଣ ପ୍ରଥମେ ଝିଅଟିର ଚିତ୍ର ଅଛି ଯାହାକୁ ହିନ୍ଦୀରେ ଲେଡି ବୋଲି କୁହାଯାଏ।ଓ ତାପରେ ଆଙ୍ଗୁଠି ଚିତ୍ର ଯାହାକୁ ଇଂରାଜୀରେ finger ବୋଲି କୁହାଯାଏ।ତେଣୁ ପରିବାର ନାମ ଭେଣ୍ଡି ଅଟେ।
ପଜଲ ନମ୍ବର-୬: ଷଷ୍ଠ ପଜଲରେ ଏକ ମୁଣ୍ଡର ଚିତ୍ର ଦେଇଚି ଓ ତାପରେ ୧୦୦ ଲେଖା ହୋଇଛି।ତେବେ ଶଶ୍ୟର ନାମ କଣ?
ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ସୋରିଷ।କାରଣ ପ୍ରଥମେ ମୁଣ୍ଡର ଚିତ୍ର ଓ ପରେ ୧୦୦ ଅଛି।ତେଣୁ ଏହାର ନାମ ସୋରିଷ ଅଟେ।
ପଜଲ ନମ୍ବର-୭: ସପ୍ତମ ପଜଲରେ ଏକ କାନ୍ଦୁଥିବାର ଚିତ୍ର ଓ ପରେ କୁକୁଡ଼ା ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ରୋହନ।କାରଣ ପ୍ରଥମେ କାନ୍ଦିବାର ଚିତ୍ର ଓ ପରେ କୁକୁଡ଼ା ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ହେନ କୁହାଯାଏ।ତେଣୁ ପୁଅଟିର ନାମ ରୋହନ ଅଟେ।
ପଜଲ ନମ୍ବର-୮: ଅଷ୍ଟମ ପଜଲରେ ଏକ ମୁହଁ ଚିତ୍ର ଓ ପରେ କେଶ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ଏହାର ସଠିକ ଉତ୍ତର ହେଉଛି ମୁକେଶ।ଏହା ଏକ ସହଜ ପ୍ରଶ୍ନ ଅଟେ।କାରଣ ପ୍ରଥମେ ମୁଖ ଚିତ୍ର ଓ ତାପରେ କେଶ।ତେଣୁ ପୁଅଟିର ନାମ ମୁକେଶ ଅଟେ।
ପଜଲ ନମ୍ବର-୯: ନବମ ପଜଲରେ ସୂର୍ଯ୍ୟଙ୍କ ଚିତ୍ର ଓ କାନ ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସୂର୍ଯ୍ୟକାନ୍ତ।କାରଣ ପ୍ରଥମେ ସୂର୍ଯ୍ୟଙ୍କ ଚିତ୍ର ଓ ପରେ କାନର ଚିତ୍ର ଅଛି।ତେଣୁ ପୁଅଟିର ନାମ ସୂର୍ଯ୍ୟକାନ୍ତ ଅଟେ।
ପଜଲ ନମ୍ବର-୧୦: ଦଶମ ପଜଲରେ ଫୋନ ରିଙ୍ଗ ହେବାର ଚିତ୍ର ଓ ପରେ ଚାବିର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ?
ଉତ୍ତର- ଏହା ବହୁତ ସହଜ ଅଟେ।ଓ ଏହାର ସଠିକ ଉତ୍ତର ହେଉଛି ରିଙ୍କି।କାରଣ ପ୍ରଥମେ ଫୋନ ରିଙ୍ଗ ହେବାର ଚିତ୍ର ଓ ତାପରେ ଚାବିର ଚିତ୍ର ଅଛି।ଯାହାକୁ କି ବୋଲି କୁହାଯାଏ।ତେଣୁ ଝିଅଟିର ନାମ ରିଙ୍କି ଅଟେ।