November 22, 2024

Odia Express

Here, There and Everywhere

ଆଜିର ମଜାଦାର ପଜଲ – ପଜଲରେ ଏକ ବସ ଚିତ୍ର ଦେଇଛି ତାପରେ ସୂର୍ଯ୍ୟଙ୍କ ଚିତ୍ର ଓ ତାପରେ ଚା କପ ଚିତ୍ର ଦେଇଛି – ତେବେ ଝିଅଟିର ନାମ କଣ ହେବ କୁହ ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇ ପାରିବେ ଓ ସଠିକ ଉତ୍ତର ଦେଖନ୍ତୁ..

1 min read

ବୌଦ୍ଧିକ ବିକାଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ଅଟେ।ତେଣୁ ବୁଦ୍ଧିର ଅଭାବରେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିବା କଷ୍ଟକର ବ୍ୟାପାର ଅଟେ।ତେଣୁ ବୁଦ୍ଧିର ସଠିକ ବିକାଶ ଓ ଉପଯୋଗ ମନୁଷ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ।ତେଣୁ ଏଥିପାଇଁ କଠିନ ପରିଶ୍ରମ କରିବା ଏକାନ୍ତ କାମ୍ୟ ଅଟେ।ତେଣୁ ଆପଣଙ୍କ ବୁଦ୍ଧିର ବିକାଶ ସାଧନ ନିମନ୍ତେ ନିମ୍ନରେ କିଛି କୌତୁହଳ ପ୍ରଶ୍ନର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ। ନିମ୍ନରେ କେତେଗୁଡିଏ ପଜଲ ଦିଆଯାଇଛି ଓ ଆପଣଙ୍କୁ ଉକ୍ତ ପଜଲରୁ ସଠିକନାମ କହିବାକୁ ପଡିବ।

ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ ବସ ଚିତ୍ର ଦେଇଛି।ତାପରେ ସୂର୍ଯ୍ୟଙ୍କ ଚିତ୍ର ଓ ତାପରେ ଚା କପ ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ବାସନ୍ତୀ ଅଟେ।କାରଣ ପ୍ରଥମେ ବସ ଓ ତା ପରେ ସୂର୍ଯ୍ୟଙ୍କ ଚିତ୍ର ଅଛି।ଯାହାଙ୍କୁ ଇଂରାଜୀରେ ସନ ବୋଲି କୁହାଯାଏ ଓ ତାପରେ ଚା ଚିତ୍ର ଅଛି।ଯାହାକୁ ଇଂରାଜୀରେ ଟି ବୋଲି କୁହାଯାଏ।ତେଣୁ ଝିଅଟିର ନାମ ବାସନ୍ତୀ ଅଟେ।

ପଜଲ ନମ୍ବର-୨: ଦ୍ଵିତୀୟ ପଜଲରେ ଏକ କାନ୍ଦୁଥିବାର ଚିତ୍ର ଓ ଗୋଟିଏ କୁକୁଡ଼ା ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଅତ୍ୟନ୍ତ ସହଜ ଅଟେ।ଓ ସ୍ପଷ୍ଟ ଅନୁମେୟ ହେଉଛିକି ପୁଅଟିର ନାମ ରୋହନ।କାରଣ ପ୍ରଥମେ କାନ୍ଦୁଥିବାର ଚିତ୍ର ଓ ପରେ କୁକୁଡ଼ା ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ହେନ ବୋଲି କୁହାଯାଏ।ତେଣୁ ପୁଅଟିର ନାମ ରୋହନ ଅଟେ।

ପଜଲ ନମ୍ବର-୩: ତୃତୀୟ ପଜଲରେ ଏକ ଚାବିର ଚିତ୍ର, ଇଂରାଜୀ ଅକ୍ଷର R ଓ ଚା କପର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ କୀର୍ତ୍ତି ଅଟେ।କାରଣ ପ୍ରଥମେ ଚାବିର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ କି କୁହାଯାଏ।ତାପରେ R ଓ ତାପରେ ଚା ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ଟି କୁହାଯାଏ।ତେଣୁ ଝିଅଟିର ନାମ କୀର୍ତ୍ତି ଅଟେ।

ପଜଲ ନମ୍ବର-୪: ଚତୁର୍ଥ ପଜଲରେ ମିଠାର ଚିତ୍ର ଦେଇଛି ଓ ଚା ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ସୁଇଟ ବୋଲି।କାରଣ ପ୍ରଥମେ ମିଠାର ଚିତ୍ର ଦେଇଛି ଯାହାକୁ ସୁଇସ କୁହାଯାଏ ଓ ତାପରେ ଚା ଚିତ୍ର ଦେଇଛି ଯାହାକୁ ଟି କୁହାଯାଏ।ତେଣୁ ଝିଅଟିର ନାମ ସୁଇଟ ଅଟେ।

ପଜଲ ନମ୍ବର-୫: ପଞ୍ଚମ ପଜଲରେ ଜହ୍ନର ଚିତ୍ର ଦେଇଛି ଓ ପରେ No ଲେଖା ହେଇଚି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ଚାନ୍ଦିନୀ।କାରଣ ପ୍ରଥମେ ଜହ୍ନର ଚିତ୍ର ଦେଇଛି।ଯାହାକୁ ଚାନ୍ଦ ବୋଲି କୁହାଯାଏ ଓ ତାପରେ no। ତେଣୁ ଝିଅଟିର ନାମ ଚାନ୍ଦିନୀ ଅଟେ।

ପଜଲ ନମ୍ବର-୬: ଷଷ୍ଠ ପଜଲରେ ସୂର୍ଯ୍ୟଙ୍କ ଚିତ୍ର ପ୍ରଥମେ ଦେଇଛି ଓ ତାପରେ ଦୀପ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ସନ୍ଦୀପ ବୋଲି।କାରଣ ପ୍ରଥମେ ସୂର୍ଯ୍ୟ ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ସନ ବୋଲି କୁହାଯାଏ ଓ ତାପରେ ଦୀପ ଚିତ୍ର ଦେଇଛି।ତେଣୁ ପୁଅଟିର ନାମ ସନ୍ଦୀପ ଅଟେ।

ପଜଲ ନମ୍ବର-୭: ସପ୍ତମ ପଜଲରେ ଏକ ପିନ ଚିତ୍ର ଦେଇଛି ଓ ତାପରେ ଏକ ଚାବିର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସଠିକ ଭାବେ ଜଣାପଡୁଛିକି ଝିଅଟିର ନାମ ପିଙ୍କି ଅଟେ।କାରଣ ପ୍ରଥମେ ପିନ ଚିତ୍ର ଦେଇଛି ଓ ତାପରେ ଚାବିର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ କି କୁହାଯାଏ।ତେଣୁ ଝିଅଟିର ନାମ ପିଙ୍କି ଅଟେ।

ପଜଲ ନମ୍ବର-୮: ଅଷ୍ଟମ ପଜଲରେ ପ୍ରଥମେ ସୂର୍ଯ୍ୟଙ୍କ ଚିତ୍ର, ତାପରେ କାନର ଚିତ୍ର ଓ ତାପରେ ଇଂରାଜୀ ଅକ୍ଷର T ଅଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଅତ୍ୟନ୍ତ ସହଜ ଅଟେ।ଓ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ସୂର୍ଯ୍ୟକାନ୍ତ ବୋଲି।କାରଣ ପ୍ରଥମେ ସୂର୍ଯ୍ୟଙ୍କ ଚିତ୍ର ଓ ପରେ କାନର ଚିତ୍ର ଓ ତାପରେ T ଅଛି।ଯାହାକୁ ତ ବୋଲି ମଧ୍ୟ କୁହାଯାଏ।ତେଣୁ ପୁଅଟିର ନାମ ସୂର୍ଯ୍ୟକାନ୍ତ ଅଟେ।

ପଜଲ ନମ୍ବର-୯: ନବମ ପଜଲରେ ଏକ ମଣିଷ ଚିତ୍ର ଦେଇଛି ଓ ପରେ ଇଂରାଜୀ ଅକ୍ଷର C ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ମାନସୀ ବୋଲି।କାରଣ ପ୍ରଥମେ ମାନବ ଓ ପରେ ସି। ତେଣୁ ଝିଅଟିର ନାମ ମାନସୀ ଅଟେ।

ପଜଲ ନମ୍ବର-୧୦: ଦଶମ ପଜଲରେ ଏକ ବଳଶାଳୀ ଯୁବକ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଅତ୍ୟନ୍ତ ସହଜ ଅଟେ ଓ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ଶକ୍ତି ବୋଲି।କାରଣ ଏହା ଶକ୍ତିକୁ ସୂଚୀତ କରୁଛି।ତେଣୁ ପୁଅଟିର ନାମ ଶକ୍ତି ଅଟେ।

ପଜଲ ନମ୍ବର-୧୧: ଏକାଦଶ ପଜଲରେ ଏକ ଦୀପର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଏହା ଅତ୍ୟନ୍ତ ସହଜ ଅଟେ।ଯେହେତୁ ଦୀପର ଚିତ୍ର ଦେଇଛି ଝିଅଟିର ନାମ ଦୀପା ଅଟେ।

ପଜଲ ନମ୍ବର-୧୨: ଦ୍ଵାଦଶ ପଜଲରେ ଏକ ସୂର୍ଯ୍ୟ ଚିତ୍ର ଓ ଚାବିର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ପୁଅଟିର ନାମ ହେବ କିସନ।କାରଣ ପ୍ରଥମେ ଚାବିର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ କି ବୋଲି କୁହାଯାଏ।ଓ ତାପରେ ସୂର୍ଯ୍ୟ।ଯାହାକୁ ଇଂରାଜୀରେ ସନ ବୋଲି କୁହାଯାଏ।ତେଣୁ ପୁଅଟିର ନାମ କିସନ ଅଟେ।

ପଜଲ ନମ୍ବର-୧୩: ତ୍ରୟୋଦଶ ପଜଲରେ ଏକ ପରୀର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଏହା ଅତ୍ୟନ୍ତ ସରଳ ଅଟେ।ଯେହେତୁ ପରୀ ଚିତ୍ର ଦେଇଛି ତେବେ ଝିଅଟିର ନାମ ପରୀ ଅଟେ।

ପଜଲ ନମ୍ବର-୧୪: ଚତୁର୍ଦଶ ପଜଲରେ ପ୍ରଥମେ ଚାବିର ଚିତ୍ର ଦେଇଛି ଓ ତାପରେ ସ୍ୱରର ଚିତ୍ର।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ପୁଅଟିର ନାମ କିଶୋର।କାରଣ ପ୍ରଥମେ ଚାବି ବା କି ର ଚିତ୍ର ଓ ତାପରେ ସ୍ୱର ଶୁଭିବାର।ତେଣୁ ପୁଅଟିର ନାମ କିଶୋର ଅଟେ।

ପଜଲ ନମ୍ବର -୧୫: ପଞ୍ଚମ ପଜଲରେ ଏକ ଶହେ ଲେଖାଯାଇଛି ଓ ତାପରେ ପାଣି ନଲର ଚିତ୍ର ଅଛି।ତେବେ ଝିଅଟିର ନାମ କଣ?

ଉତ୍ତର- ଝିଅଟିର ନାମ ସୋନଲ।କାରଣ ପ୍ରଥମେ ୧୦୦ ଓ ତାପରେ ପାଣିନାଳର ଚିତ୍ର।ତେଣୁ ଝିଅଟିର ନାମ ସୋନାଲ ଅଟେ।

Leave a Reply

Your email address will not be published. Required fields are marked *