October 10, 2025

Odia Express

Here, There and Everywhere

ଆଜିର ନୂଆ ଓ ଚତୁର ମଜାଦାର ପଜଲ – ଏକ ପିନର ଚିତ୍ର ଦେଇଛି ଓ ପରେ ଏକ ଚାବିର ଚିତ୍ର ରହିଛି – ତେବେ ଝିଅଟିର ନାମ କଣ ହେବ କୁହନ୍ତୁ ?ବୁଦ୍ଧିମାନ ହେଇଥିଲେ ନିଶ୍ଚୟ ଉତ୍ତର ଦେଇପାରିବେ..

1 min read

କୌତୁହଳ ପୂର୍ଣ୍ଣ ପ୍ରଶ୍ନ ଆମ ବୁଦ୍ଧିର ପରୀକ୍ଷା ନେଇଥାଏ ଓ ବୁଦ୍ଧି ବିକାଶରେ ସହାୟକ ହୋଇଥାଏ।ଏଥି ସହିତ ଏହା ଅତ୍ୟନ୍ତ ମଜାଦାୟକ ହୋଇଥାଏ।ବର୍ତ୍ତମାନ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଅତ୍ୟନ୍ତ ବୁଦ୍ଧିମାନର ପ୍ରଶ୍ନ ଅଟେ।ଆପଣମାନେ ଇମୋଜି ଦେଖି ସଠିକ ନାମ ଅନୁମାନ କରିବେ।ଆଶା କରୁଛି ଏହା ଆପଣଙ୍କ ବିଶେଷ ସହାୟକ ହେବ।ଏସବୁ କୌତୁହଳ ପ୍ରଶ୍ନ ବୁଦ୍ଧିର ଯଥୋଚିତ ବିକାଶରେ ସହାୟକ ହୋଇଥାଏ।ବର୍ତ୍ତମାନ ଯୁଗ ବହୁତ ଆଗରେ।ଶିକ୍ଷାର ବିକାଶରେ ଏହା ଚରମ ସୀମା ଉଲଂଘନ କରିଛି।ବର୍ତ୍ତମାନ ପ୍ରତିଯୋଗିତାର ପରିସର ଉନ୍ମୁକ୍ତ ହୋଇଛି।ଏବଂ ସମାଜରେ ପ୍ରତିଯୋଗୀଙ୍କ ପ୍ରତିଶତ ମଧ୍ୟ ତୀବ୍ର ମାତ୍ରାରେ ବଢି ଚାଲିଛି।ସମସ୍ତେ କଠିନ ପରିଶ୍ରମକୁ ସହଜସାଧ୍ୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି।ତେଣୁ ବିଭିନ୍ନ କ୍ଷେତ୍ରରେ ନିଜ ବୁଦ୍ଧି ଓ ଜ୍ଞାନର ପରୀକ୍ଷା ବହୁତ କଷ୍ଟସାଧ୍ୟ ହୋଇଯାଇଛି।ତେଣୁ ଆମକୁ ନିଜ ବୁଦ୍ଧିର ବିକାଶ ସାଧନ କରିବାକୁ ପଡିବ।

ଇମୋଜି ନମ୍ବର-୧: ପ୍ରଥମରେ ନିଆଁର ଚିତ୍ର ଓ ରା ଲେଖା ଯାଇଛି।ତେବେ ସହରର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣା ଯାଉଛିକି ସହରର ନାମ ଆଗ୍ରା ବୋଲି।କାରଣ ପ୍ରଥମେ ନିଆଁର ଚିତ୍ର ଅଛି।ଯାହାକୁ ଆଗ ବୋଲି କୁହାଯାଏ ଓ ତାପରେ ରା ଅଛି।ତେଣୁ ସହରର ନାମ ଆଗ୍ରା ଅଟେ।

ଇମୋଜି ନମ୍ବର-୨: ଦ୍ଵିତୀୟରେ ଦୁଇଟି ମହୁମାଛିର ଚିତ୍ର ଦେଇଛି।ତେବେ ଗୋଟିଏ ସମ୍ପର୍କର ନାମ କଣ ହେବ?

ଉତ୍ତର-ଏହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଅଟେ।ଏହାର ଉତ୍ତର ସ୍ତ୍ରୀ ହେବ।କାରଣ ମହୁମାଛିକୁ ଇଂରାଜୀରେ ବି(bee) ବୋଲି କୁହାଯାଏ।ତେଣୁ ଦୁଇଟି ମହୁମାଛି ଥିବାରୁ ଉତ୍ତର ହେବ ବିବି। ବିବିକୁ ଓଡ଼ିଆରେ ସ୍ତ୍ରୀ ବୋଲି କୁହାଯାଏ।ତେଣୁ ସଠିକ ସମ୍ପର୍କ ହେଉଛି ସ୍ତ୍ରୀ।

ଇମୋଜି ନମ୍ବର-୩: ତୃତୀୟରେ ଏକ ହସୁଥିବାର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ଅଟେ?

ଉତ୍ତର- ଏହା ଅତ୍ୟନ୍ତ ସହଜ ପ୍ରଶ୍ନ ଅଟେ।ଚିତ୍ରରୁ ସ୍ପଷ୍ଟ ଜଣା ଯାଉଛିକି ଝିଅଟିର ନାମ ଖୁସି ବୋଲି।କାରଣ ଚିତ୍ରଟି ହସିବାକୁ ଇଙ୍ଗିତ କରୁଛି।ତେଣୁ ଝିଅଟିର ନାମ ଖୁସି ଅଟେ।

ଇମୋଜି ନମ୍ବର-୪: ଚତୁର୍ଥରେ ଏକ ହାତ ଯୋଡ଼ିକି ନମସ୍କାର କରୁଥିବାର ଚିତ୍ର ଓ ଇଂଲଣ୍ଡର ଜାତୀୟ ପତାକା ଚିତ୍ର ଦେଇଛି।ତେବେ ବଲିଉଡ ସିନେମାର ନାମ କଣ ହେବ?  ଏଥିପାଇଁ ଏକ ସୂଚନା ହେଉଛି ଏହା ପରିଣତି ଚୋପ୍ରାଙ୍କ ସିନେମା ଅଟେ।

ଉତ୍ତର- ଏହା ଅତ୍ୟନ୍ତ ମଜାଦାୟକ ଅଟେ।ଏହାର ସଠିକ ଉତ୍ତର ହେଉଛି ନମସ୍ତେ ଇଂଲଣ୍ଡ।କାରଣ ପ୍ରଥମେ ନମସ୍କାର କରିବା ଚିତ୍ର ଅଛି।ଯାହାକୁ ହିନ୍ଦୀରେ ନମସ୍ତେ ବୋଲି କୁହାଯାଏ।ଓ ତାପରେ ଜାତୀୟ ପତାକା ଇଂଲଣ୍ଡ ଦେଶକୁ ଇଙ୍ଗିତ କରୁଛି।ତେଣୁ ସିନେମାର ନାମ ନମସ୍ତେ ଇଂଲଣ୍ଡ।

ଇମୋଜି ନମ୍ବର-୫: ପଂଚମରେ ଏକ ପିନର ଚିତ୍ର ଦେଇଛି ଓ ପରେ ଏକ ଚାବିର ଚିତ୍ର।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଏହା ଏକ ବୁଦ୍ଧିମାନର ପ୍ରଶ୍ନ ଅଟେ।ଚିତ୍ରରୁ ସ୍ପଷ୍ଟ ଜଣା ଯାଉଛିକି ଝିଅଟିର ନାମ ପିଙ୍କି ବୋଲି।କାରଣ ପ୍ରଥମେ ପିନର ଚିତ୍ର ଓ ପରେ ଚାବିର ଚିତ୍ର ଅଛି।ଚାବିକୁ ଇଂରାଜୀରେ କି ବୋଲି କୁହାଯାଏ।ତେଣୁ ଝିଅଟିର ନାମ ପିଙ୍କି ଅଟେ।

ଆଜିକାଲି ଯୁଗରେ ବୁଦ୍ଧିକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି।ନିଜ ବୁଦ୍ଧିକୁ ପ୍ରୟୋଗ କରି ମନୁଷ୍ୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହୋଇପାରିବ ଓ ସଫଳତାର ସ୍ୱାଦ ଚାଖି ପାରିବ।ତେଣୁ ଏପରି କୌତୁହଳ ପ୍ରଶ୍ନକୁ ଆମେ ନିଜ ବୁଦ୍ଧି ସାହାଯ୍ୟରେ କମ ସମୟରେ ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ।ଫଳରେ ଆମ ବୁଦ୍ଧିର ସଠିକ ବିକାଶ ହୋଇପାରିବ।ଆଶାକରୁଛି ଉପରୋକ୍ତ ପ୍ରଶ୍ନ ଆପଣଙ୍କୁ ଏହି ମାର୍ଗରେ ବହୁତ ସାହାଯ୍ୟ କରିବ।ଓ ପ୍ରେରଣାତ୍ମକ ମାର୍ଗରେ ଆଗେଇ ନବ।

Leave a Reply

Your email address will not be published. Required fields are marked *