October 9, 2025

Odia Express

Here, There and Everywhere

ଚିତ୍ର ଦେଖି ପଜଲ ର ସଠିକ ଉତ୍ତର କୁହ – ପ୍ରଥମ ଚିତ୍ର ରେ ଏକ ଚାବି ଓ ଆଉ ଏକ ଚିତ୍ର ରେ ସୂର୍ଯ୍ୟର ଚିତ୍ର ଦେଇଛି – ତେବେ ପୁଅଟିର ନାମ କଣ ଅଟେ ? ବୁଦ୍ଧିମାନ ଅଟନ୍ତି ଯଦି ଦିମାଗ ଲଗେଇକି ଉତ୍ତର କୁହନ୍ତୁ..

1 min read

ବୌଦ୍ଧିକ ବିକାଶ ନିମନ୍ତେ ମନୁଷ୍ୟ ସବୁବେଳେ ଶତଚେଷ୍ଟିତ ଥାଏ।ଏହା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ନିମ୍ନରେ ନିଜ ବୁଦ୍ଧିର ଅଭିବୃଦ୍ଧି ନିମନ୍ତେ କେତେକ ପ୍ରଶ୍ନ ଦିଆଯାଇଛି।ଆଶାକରୁଛି ଏହା ଆପଣଙ୍କ ବିଶେଷ ଉପକାରରେ ଆସିବ।ଜୀବନରେ ସବୁ ମଣିଷ ଚତୁର ଅଟନ୍ତି କିନ୍ତୁ ଚତୁର ଲୋକ ନିଜର ବୁଢ଼ୀ ଖଟେଇବା ପାଇଁ ପଡେ ଓ ସଠିକ ଉତ୍ତର ଖୋଜିକି ବାହାର କରିବା ପାଇଁ ଇଚ୍ଛା ପ୍ରକାଶ କରେ |ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ନୂଆ ଚତୁର ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା

ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ ସୂର୍ଯ୍ୟଙ୍କର ଚିତ୍ର ଓ ଦୀପର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିଯେ ପୁଅଟିର ନାମ ସନ୍ଦୀପ।କାରଣ ପ୍ରଥମେ ସୂର୍ଯ୍ୟଙ୍କର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ସନ କୁହାଯାଏ।ଓ ତାପରେ ଦୀପ ଚିତ୍ର ଅଛି।ତେଣୁ ପୁଅଟିର ନାମ ସନ୍ଦୀପ।

ପଜଲ ନମ୍ବର-୨:ଦ୍ଵିତୀୟ ପଜଲରେ ଏକ ମୁହଁର ଚିତ୍ର ଦେଇଛି ଓ ତାପରେ ପଇସା କ୍ୟାସର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ଅଟେ?

ଉତ୍ତର- ଚିତ୍ରରୁ ଜଣାଯାଉଛିକି ପୁଅଟିର ନାମ ମୁକେଶ।କାରଣ ପ୍ରଥମେ ମୁହଁର ଚିତ୍ର ଓ ତାପରେ ପଇସା କ୍ୟାସ।ତେଣୁ ପୁଅଟିର ନାମ ମୁକେଶ ଅଟେ।

ପଜଲ ନମ୍ବର-୩: ତୃତୀୟ ପଜଲରେ ଏକ ଗଛ ଓ ଗଣେଶଙ୍କ ମୂର୍ତ୍ତି ଅଛି।ତେବେ ପୁଅଟିର ନାମ କଣ ଅଟେ?

ଉତ୍ତର- ଚିତ୍ରରୁ ସଠିକ ଭାବେ ଜଣାପଡୁଛିକି ପୁଅଟିର ନାମ ତ୍ରିମୂର୍ତି।କାରଣ ପ୍ରଥମେ ଗଛ ବା ଟ୍ରି ଅଛି।ଓ ତାପରେ ମୂର୍ତ୍ତି ଅଛି ତେଣୁ ପୁଅଟିର ନାମ ତ୍ରିମୂର୍ତି ଅଟେ।

ପଜଲ ନମ୍ବର-୪: ଚତୁର୍ଥ ପଜଲରେ ଏକ ଗଛ ଓ ଆଖିର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସଠିକ ଭାବେ ଜଣାପଡୁଛିକି ପୁଅଟିର ନାମ ତ୍ରିଲୋଚନ ବୋଲି।କାରଣ ପ୍ରଥମେ ଗଛ ବା ଟ୍ରି ଚିତ୍ର ଅଛି ଓ ତାପରେ ଆଖି ଚିତ୍ର ଅଛି।ଯାହାକୁ ଲୋଚନ ବୋଲି କୁହାଯାଏ।ତେଣୁ ପୁଅଟିର ନାମ ତ୍ରିଲୋଚନ ଅଟେ।

ପଜଲ ନମ୍ବର-୫: ପଞ୍ଚମ ପଜଲରେ ଏକ କାର ଓ ଏକ ଠିକ ଚିହ୍ନ ଚିତ୍ର ଅଛି।ତେବେ ପୁଅଟିର ନାମ କଣ ଅଟେ?

ଉତ୍ତର- ଏହା ଅତ୍ୟନ୍ତ ସହଜ ପ୍ରଶ୍ନ ଅଟେ।ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ କାର୍ତ୍ତିକ ଅଟେ। କାରଣ ପ୍ରଥମେ କାର ଓ ପରେ ଠିକ ଚିହ୍ନ ଅଛି।ତେଣୁ ପୁଅଟିର ନାମ କାର୍ତ୍ତିକ ଅଟେ।

ପଜଲ ନମ୍ବର-୬: ଷଷ୍ଠ ପଜଲରେ ପ୍ରଥମେ ୧୦୦ ଲେଖାଅଛି ଓ ପରେ ଦୁଇଜଣ ଲୋକଙ୍କ ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ସୋହମ ଅଟେ।କାରଣ ପ୍ରଥମେ ୧୦୦ ଅଛି ଓ ତାପରେ ଦୁଇଜଣ ଲୋକ ଅଛନ୍ତି; ଦୁଇଜଣ ଲୋକ ମିଶିକି ହମ ହୋଇଥାନ୍ତି।ତେଣୁ ପୁଅଟିର ନାମ ସୋହମ ଅଟେ।

ପଜଲ ନମ୍ବର-୭: ସପ୍ତମ ପଜଲରେ ଏକ କାନ୍ଦୁଥିବାର ଚିତ୍ର ଓ କୁକୁଡ଼ାର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ରୋହନ ଅଟେ।କାରଣ ପ୍ରଥମେ କାନ୍ଦିବାର ଚିତ୍ର ଓ ପରେ କୁକୁଡ଼ା ବା ହେନର ଚିତ୍ର ଅଛି।ତେଣୁ ପୁଅଟିର ନାମ ରୋହନ ଅଟେ।

ପଜଲ ନମ୍ବର-୮: ଅଷ୍ଟମ ପଜଲରେ ଇଂରାଜୀ ଅକ୍ଷର A ଓ ଏକ ପିଲା ଦୌଡୁଥିବାର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ଅରୁଣ ଅଟେ।କାରଣ ପ୍ରଥମେ ଇଂରାଜୀ ଅକ୍ଷର A ଅଛି ଯାହାକି ଅ କୁ ବୁଝାଏ। ପିଲା ଦୌଡୁଥିବାର ଇଂରାଜୀ ରନ ଅଟେ।ତେଣୁ ପୁଅଟିର ନାମ ଅରୁଣ ଅଟେ।

ପଜଲ ନମ୍ବର-୯: ନବମ ପଜଲରେ ଚାହା ଓ ଭାଗ୍ୟ ବା ଲକ ର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ତିଲକ ଅଟେ।କାରଣ ପ୍ରଥମେ ଚାହା ବା ଟି ଓ ପରେ ଲକ ଚିତ୍ର ଅଛି।ତେଣୁ ପୁଅଟିର ନାମ ତିଲକ ଅଟେ।

ପଜଲ ନମ୍ବର-୧୦: ଦଶମ ପଜଲରେ ଏକ ଚାବି ଓ ସୂର୍ଯ୍ୟର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ଅଟେ?

ଉତ୍ତର- ଚିତ୍ରରୁ ଜଣାପଡୁଛିକି ପୁଅଟିର ନାମ କିସନ। କାରଣ ପ୍ରଥମେ ଚାବି ବା କି ଚିତ୍ର ଅଛି।ଓ ପରେ ସୂର୍ଯ୍ୟ ବା ସନ (SUN) ଚିତ୍ର ଅଛି।ତେଣୁ ପୁଅଟିର ନାମ କିସନ ଅଟେ।

Leave a Reply

Your email address will not be published. Required fields are marked *