June 26, 2025

Odia Express

Here, There and Everywhere

ଚିତ୍ର ଦେଖି ସଠିକ ପଜଲ ଉତ୍ତର କୁହନ୍ତୁ – ପ୍ରଥମେ ଏକ ଦୀପର ଚିତ୍ର ଓ ଏକ ଚା କପର ଚିତ୍ର ଦେଇଛି – ତେବେ ଝିଅଟିର ନାମ କଣ ହେବ କୁହନ୍ତୁ ? ଯଦି ବୁଦ୍ଧିମାନ ଅଟନ୍ତି ତେବେ ନିଶ୍ଚୟ ଉତ୍ତର ଦିୟନ୍ତୁ

1 min read

କୌତୁହଳତା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।ଯାହାକି ଜୀବନର ସ୍ଵାଦକୁ କରିଥାଏ ସୁମଧୁର। ସମୟେ ସମୟେ ଏଥିରୁ ବହୁତ ଶିକ୍ଷା ମଧ୍ୟ ମିଳିଥାଏ। ଯାହାକି ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ଠିକ ସେହିପରି କୌତୁହଳ ପୂର୍ଣ୍ଣ ପ୍ରଶ୍ନ ବୁଦ୍ଧିର ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ କୌତୁହଳ ପୂର୍ଣ୍ଣ ପଜଲରୁ ନାମ ଅନୁମାନ କରିବାକୁ ପଚାରାଯାଇଛି। ଆଶାକରୁଛି ଏହା ଆପଣଙ୍କ ପାଇଁ ଶିକ୍ଷାପ୍ରଦ ହେବ।

ପଜଲ ନମ୍ବର-୧: ପ୍ରଥମ ପଜଲରେ ଇଂରାଜୀ ଅକ୍ଷର A ଏବଂ ଗୋଟିଏ ମଣିଷ ଦୌଡୁଥିବାର ଚିତ୍ର ଦେଇଛି। ତେବେ ପୁଅଟିର ନାମ କଣ ହେବ?


ଉତ୍ତର- ଚିତରୁ ସ୍ପଷ୍ଟ ଅନୁମେୟ ହେଉଛିକି ପୁଅଟିର ନାମ ଅରୁଣ।କାରଣ ପ୍ରଥମ ଚିତ୍ରରେ ଇଂରାଜୀ ଅକ୍ଷର A ଅଛି ଯାହାକି ଅ କୁ ବୁଝାଏ।ତାପରେ ମଣିଷ ଦୌଡୁଥିବାର ଯାହାକି ଇଂରାଜୀ ଶବ୍ଦ ରନକୁ ବୁଝାଏ।ତେଣୁ ପୁଅଟିରନାମ ଅରୁଣ।

ପଜଲ ନମ୍ବର-୨: ଦ୍ବିତୀୟ ପଜଲରେ ଏକ ମୋବାଇଲ ସିମର ଚିତ୍ର ଦେଇଛି ଓ ତାପରେ ଏକ ଝିଅଟେ ଦୌଡୁଥିବାର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର-ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ଝିଅଟିର ନାମ ସିମ୍ରନ।କାରଣ ପ୍ରଥମେ ସିମର ଚିତ୍ର ଦେଇଛି ଓ ତାପରେ ଝିଅଟେ ଦୌଡୁଥିବାର ଚିତ୍ର।ଯାହାକି ଇଂରାଜୀ ଶବ୍ଦ ରନକୁ ବୁଝାଏ।ତେଣୁ ଝିଅଟିର ନାମ ସିମ୍ରନ।

ପଜଲ ନମ୍ବର-୩:ତୃତୀୟ ପଜଲରେ ପ୍ରଥମେ ଏକ ଚନ୍ଦ୍ର ତାପରେ ଏକ ମୁହଁ ଏବଂ ତାପରେ ଏକ ଚାବିର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଭାବେ ଅନୁମେୟ ହୁଏକି ଝିଅଟିର ନାମ ଚନ୍ଦ୍ରମୁଖୀ।କାରଣ ପ୍ରଥମେ ଚନ୍ଦ୍ରର ଚିତ୍ର ତାପରେ ମୁହଁର ଚିତ୍ର ଓ ତାପରେ ଚାବିର ଚିତ୍ର ଅଛି; ଯାହାକି ଇଂରାଜୀରେ କି କୁ ବୁଝାଏ।ତେଣୁ ଝିଅଟିର ନାମ ଚନ୍ଦ୍ରମୁଖୀ।

ପଜଲ ନମ୍ବର-୪:ଚତୁର୍ଥ ପଜଲରେ ଏକ ବ୍ୟାଙ୍କର ଚିତ୍ର ଓ ତାପରେ ଏକ ଗଞ୍ଜାର ଚିତ୍ର ଦେଇଛି।ତେବେ ସହରର ନାମ କଣ ହେବ?

ଉତ୍ତର-ଚିତ୍ରରୁ ସଠିକ ଭାବେ ଜଣାପଡୁଛିକି ସହରର ନାମ ବ୍ୟାଙ୍କକ୍।ଏହା ବହୁତ ସହଜ ପ୍ରଶ୍ନ ଅଟେ।କାରଣ ପ୍ରଥମେ ବ୍ୟାଙ୍କ ଚିତ୍ର ଓ ତାପରେ ଗଞ୍ଜାର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ କକ୍ କୁହାଯାଏ।ତେଣୁ ସହରର ନାମ ବ୍ୟାଙ୍କକ୍ ଅଟେ।

ପଜଲ ନମ୍ବର-୫: ପଞ୍ଚମ ପଜଲରେ ଏକ ଦୀପର ଚିତ୍ର ଓ ଏକ ଚା କପର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର-ଏହା ବହୁତ ସହଜ ଅଟେ।ଚିତ୍ରରୁ ସ୍ପଷ୍ଟ ଅନୁମେୟକି ଝିଅଟିର ନାମ ଦୀପ୍ତି ବୋଲି।କାରଣ ପ୍ରଥମେ ଦୀପର ଚିତ୍ର ଓ ତାପରେ ଚା କପର ଚିତ୍ର ଯାହାକୁ ଇଂରାଜୀରେ ଟି କୁହାଯାଏ।ତେଣୁ ଝିଅଟିର ନାମ ଦିପ୍ତୀ ଅଟେ।

ପଜଲ ନମ୍ବର-୬:ଷଷ୍ଠ ପଜଲରେ ଏକ ଓଁ ର ଚିତ୍ର ଏବଂ ଏକ କାରର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସମ୍ପୂର୍ଣ୍ଣ ଭାବେ ଜଣା ଯାଉଛିକି ପୁଅଟିର ନାମ ଓଁକାର।କାରଣ ପ୍ରଥମେ ଓଁ ଓ ପରେ କାର ଚିତ୍ର ଅଛି।ତେଣୁ ପୁଅଟିର ନାମ ଓଁକାର।

ପଜଲ ନମ୍ବର-୭: ସପ୍ତମ ପଜଲରେ ଏକ ମଣିଷ ଯାଉଥିବାର ଚିତ୍ର ଓ ତାପରେ ଇଂରାଜୀ ଅକ୍ଷର B ଦେଇଛି।ତେବେ ପରିବାର ନାମ କଣ ଅଟେ?

ଉତ୍ତର- ଏହା ବହୁତ ସହଜ ପ୍ରଶ୍ନ ଅଟେ। ଚିତ୍ରରୁ ସ୍ପଷ୍ଟ ଅନୁମେୟ ହୁଏକି ପରିବାର ନାମ କୋବି ଅଟେ।ପ୍ରଥମେ ଏକ ମଣିଷ ଯାଉଥିବାର ଓ ତାପରେ ଇଂରାଜୀ ଅକ୍ଷର B ଅଛି।ତେଣୁ ତାହା କୋବି ଅଟେ।

ପଜଲ ନମ୍ବର-୮: ଅଷ୍ଟମ ପଜଲରେ ଦୁଇଟି ଜୋତା,ତାପରେ ୨ ଓ ତାପରେ done ର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏଠାରେ ପୁଅଟିର ନାମ ହେବ ସୁଦୋଦନ।କାରଣ ପ୍ରଥମେ ଜୋତା ବ ସୁ ର ଚିତ୍ର ଓ ତାପରେ ୨ ଏବଂ ତାପରେ done ଚିତ୍ର ଅଛି।ତେଣୁ ପୁଅଟିର ନାମ ସୁଦୋଦନ।

ପଜଲ ନମ୍ବର-୯: ନବମ ପଜଲରେ ଏକ ଜଗ ଓ ଏକ ଦୀପର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଚିତ୍ରରୁ ସ୍ପଷ୍ଟ ଅନୁମେୟ ହୁଏଯେ ପୁଅଟିର ନାମ ଜଗଦୀପ।କାରଣ ପ୍ରଥମେ ଜଗ ଓ ପରେ ଦୀପ ଚିତ୍ର ଅଛି।ତେଣୁ ପୁଅଟିର ନାମ ଜଗଦୀପ।

ପଜଲ ନମ୍ବର-୧୦: ଦଶମ ପଜଲରେ ଗୋଲାପ ଫୁଲ ଓ ଜାମୁକୋଳିର ଚିତ୍ର ଦେଇଛି।ତେବେ ମିଠାର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଗୋଲାପଜାମୁ; ଯାହାକି ଚିତ୍ରରୁ ଜଣାପଡୁଛି।କାରଣ ପ୍ରଥମେ ଗୋଲାପ ଫୁଲ ଓ ପରେ ଜାମୁର ଚିତ୍ର ଅଛି।ତେଣୁ ମିଠାର ନାମ ଗୋଲାପଜାମୁ।

Leave a Reply

Your email address will not be published. Required fields are marked *