June 26, 2025

Odia Express

Here, There and Everywhere

ସାବଧାନ ଯଦି ଆପଣଙ୍କ ହାତ ହୋଇଯାଏ ବଧିରା ,ତେବେ ବୁଝିନେବେ ଏହି ସାଧାରଣ ସମସ୍ୟା, ଆପଣଙ୍କୁ ହୋଇପାରେ ଏହି ରୋଗ

ବହୁତଥର ଏମିତି ହୋଇଥାଏ କି ଲଗାତାର କାମ କରିବା କାରଣରୁ ବ୍ୟକ୍ତିର ହାତଗୁଡିକ ବଧିରା ହୋଇଯାଏ , ଯଦି ଆପଣଙ୍କ ସହ ଏମିତି ହୋଇଥାଏ ତେବେ ଏହା ସାଧାରଣ କଥା ଅଟେ , କିନ୍ତୁ ଯଦି ଆପଣଙ୍କ ସହ ଏମିତି ସବୁବେଳେ ହେଉଛି ତେବେ ଏହା ସାମାନ୍ୟ କଥା ନୁହେଁ , ହଁ ଆଜ୍ଞା ଆପଣଙ୍କୁ କହିଦେବୁ କି ହାତ ବାରମ୍ବାର ବଧିରା ପଡିବା ବିଲକୁଲ୍ ସାମାନ୍ୟ କଥା ନୁହେଁ , ଏଥିପାଇଁ ଯଦି ଆପଣଙ୍କ ସହ ଏମିତି ହେଉଛି ତେବେ ଆପଣ ଏହି ଖବର ନିଶ୍ଚିତ ଥରେ ପଢିନିଅନ୍ତୁ , ବହୁତ ଏମିତି ଲୋକ ଅଛନ୍ତି , ଯିଏ ଏହି ସମସ୍ୟାକୁ ବହୁତ ହାଲକାରେ ନେଇଥାନ୍ତି ବା ଅଣଦେଖା କରିବସନ୍ତି । ଆପଣଙ୍କୁ କହିଦେବୁ କି ଏହି ସାମାନ୍ୟ ଲାଗୁଥିବା ସମସ୍ୟା ଆଗକୁ ଯାଇକରି ବଡ ରୁପ ଧାରଣ କରିପାରେ , ତେବେ ଆସନ୍ତୁ ଆମେ ଆପଣଙ୍କୁ ବିସ୍ତାରରେ କହିବୁ ଏହି ସମସ୍ୟା କେଉଁ ରୋଗର ସଂଙ୍କେତ ଦେଇଥାଏ ।

୧) ଜଣେଇଦେବୁ କି ହାତ ବଧିରା ହେବା ଟେନିସ୍ ଏଲବୋ ର ଏକ ଲକ୍ଷଣ ହୋଇଥାଏ, ହଁ ଆଜ୍ଞା ଯେଉଁ ଲୋକ ଏହି ବିଷୟରେ ଜାଣିନାହାନ୍ତି , ତାଙ୍କ ପାଇଁ ଜଣେଇଦେବୁ କି ଏହି ରୋଗ ସମୟରେ କହୁଣୀ ର ରନ୍ଦ୍ରରେ ଲଗାତାର ତୁଟଫୁଟ୍ ପରି ହୋଇଥାଏ, ଏମିତିରେ ହାତ ଏକଦମ୍ ବଧିରା ହୋଇଯାଏ , ଏଥିପାଇଁ ଯଦି ଆପଣଙ୍କ ସହ ଏମିତି ହୁଏ , ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

୨) ଆପଣଙ୍କୁ ଜଣେଇଦେବୁ କି ହପୋଥାଇରଡିଜମ୍ ବି ହାତ ବଧିରା ହେବାର ଏକ କାରଣ ହୋଇଥାଏ, ଏହି ରୋଗରେ ଥାଇରୋଏଇଡ୍ ଗ୍ରନ୍ଥିରେ ଉଚିତ୍ ମାତ୍ରାରେ ହାର୍ମୋନ୍ ରିଲିଜ୍ ହୋଇପାରେ ନାହିଁ , ଯାହାର କାରଣରୁ ହାତ ବଧିରା ହେବା ଦେଖାଯାଏ , ଯଦି ଆପଣ ଚାହଁନ୍ତି ନାହିଁ କି ଆପଣଙ୍କ ଏମିତି ରୋଗ ହେଉ ଥରେ ଡାକ୍ତରଙ୍କୁ ପରାମର୍ଶ ନେଇନିଅନ୍ତୁ ।

୩) ଏମିତି ଆପଣ ଜାଣିଛନ୍ତି କି ଦରକାରରୁ ଅଧିକା ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇଥାଏ, ହଁ ଆଜ୍ଞା ଏହାର କାରଣରୁ ବ୍ୟକ୍ତିର ଜୀବନ ବି ଯାଇପାରେ , କିନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ କି ଅଧିକା ମଦ ପିଇଲେ ହାତ ବଧିରା ହୋଇଯାଏ , ଯେଉଁ ଲୋକ ମଦ ପିଇଥାନ୍ତି , ତାଙ୍କ ହାତରେ କମ୍ପନ୍ ସମସ୍ୟା ହୋଇଥାଏ ।

୪) କେବେ କେବେ ମସ୍ତିସ୍କ୍ କାରଣରୁ ହାତରେ ଉଚିତ୍ ମାତ୍ରାରେ ରକ୍ତ ମିଳିପାରିନଥାଏ,  ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଏହି କାରଣରୁ ହାତରେ ରକ୍ତ ପ୍ରବାହ ସଠିକ୍ ହୋଇପାରେ ନାହିଁ , ଯାହାରକାରଣରୁ ହାତ୍ ବଧିରା ହୋଇଯାଏ ।

ଆମେ ଆଶା କରୁଛୁ କି ଏହାକୁ ପଢିବାପରେ ଆପଣ ଜାଣିଥିବେ କି ହାତ ବଧିରା ହେବା ସାଧାରଣ କଥା ନୁହେଁ ଏହାକୁ ଭୁଲରେ ବି ଅଣଦେଖା କରନ୍ତୁ ନାହିଁ , କହନ୍ତି ନା କେଉଁ ବି ସମସ୍ୟାକୁ ଅଣଦେଖା କରିଲେ କ୍ଷତି କେବଳ ଆମର ହିଁ ହୋଇଥାଏ

Leave a Reply

Your email address will not be published. Required fields are marked *