June 26, 2025

Odia Express

Here, There and Everywhere

ମରିବା ପର୍ଯ୍ୟନ୍ତ ଗୋଟେ ହିଁ ପୁଅକୁ ଭଲ ପାଆନ୍ତି ଏହି ନାଁର ଝିଅମାନେ – ଦେଖିନିୟନ୍ତୁ ଆପଣ ଜୀବନସାଥିଙ୍କ ନାମ ଅଛି କି ଏଥିରେ..

1 min read

ଆଜିର ଏହି କଳିଯୁଗରେ କାହାକୁ ସଚ୍ଚା ପ୍ରେମ ମିଳିପାରିବା ବହୁତ ହିଁ ମୁସକିଲ୍ ଭରା ହୋଇଥାଏ , କାରଣ ଆଜିର ସମୟରେ କେଉଁ  ବି ଝିଅର ଗୋଟେ ପୁଅ ସହ ପୁରା ଜୀବନ ବିତାଇପାରେ ନାହିଁ । କିଛି ଲୋକଙ୍କର ସଚ୍ଚା ପ୍ରେମ ମିଳିଯାଇଥାଏ, ତେବେ ସେ କେଉଁ ନା କେଉଁ କାରଣରୁ ଦୁରେଇ ଯାଆନ୍ତି , ଆଜି ଆମେ ଆପଣଙ୍କୁ କହିବୁ ଏହି ନାଁର ଝିଅମାନେ ମରିବା ପର୍ଯ୍ୟନ୍ତ୍ ଗୋଟେ ହିଁ ଝିଅକୁ ପ୍ରେମ କରନ୍ତି । ସମସ୍ତଙ୍କ ଏମିତି ସ୍ୱପ୍ନ ଥାଏ ସେମାନେ ଜୀବନରେ ସଚ୍ଚା ପ୍ରେମ କରୁଥିବା ଜୀବନସାଥୀ ମିଳିଯାଉ, ଓ ତାଙ୍କୁ ଜୀବନସାରା ପ୍ରେମ୍ କରୁ, କେବେ ତାର ସାଥି ଛାଡୀ ନଯାଉ

ଆଜି ଆମେ ଆପଣଙ୍କୁ ଏମିତି ଝିଅମାନଙ୍କର ବିଷୟରେ କହିବୁ, ଯାହାଙ୍କ ନାଁ ରୁ ଆପଣ ପତ୍ତା ଲଗାଇପାରିବେ କି ସେ ଆପଣଙ୍କୁ କେବେ ଛାଡିକରି ଯିବେନି, ଯଦି ଆପଣ ଏହି ନାଁର ଝିଅ ଅଟନ୍ତି ତେବେ ଆପଣଙ୍କ ବହୁତ ଭାଗ୍ୟବାନ ଅଟନ୍ତି, କାରଣ ଏମିତି ଝିଅ ବହୁତ କମ୍ ହୋଇଥାନ୍ତି  ଯିଏ ସଚ୍ଚା ପ୍ରେମ କରିଥାନ୍ତି , ଯେଉଁ ଝିଅଙ୍କର ନାଁ N,S,P,B,D ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଗୁଣବାନ ହୋଇଥାନ୍ତି , ଜୀବନରେ କେବେ ସେ ନିଜ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ , ତାହା ସହ ଜୀବନସାରା କେବେ ଛାଡନ୍ତି ନାହିଁ ।

ସ୍ୱଭାବରୁ ବହୁତ ନରମ ହୋଇଥାନ୍ତି , ହୃଦୟରୁ ସଫା ଓ ସମସ୍ତପାଇଁ ଭଲ ପାଇବା ହୋଇଥା,ଏ କେବଳ ଏହା ଚାହଁନ୍ତି କି ତାଙ୍କ ଜୀବନସାଥୀ ତାଙ୍କୁ ଜୀବନସାରା ପ୍ରେମ କରୁ, ନିଜ ପ୍ରେମକୁ ବଞ୍ଚାଇବାକୁ ଯାଈ ସବୁ କିଛି କରିବାକୁ ରାଜି ହୋଇଯାଆନ୍ତି

Leave a Reply

Your email address will not be published. Required fields are marked *