June 25, 2025

Odia Express

Here, There and Everywhere

୧ ଜାନୁୟାରୀକୁ ଘରର କବାଟରେ ଲଗାଇଦିଅନ୍ତୁ ଏହି ଗୋଟେ ଜିନିଷ, ୨୦୨୧ ରେ କେବେ ଆସିବ ନାହିଁ ଆପଣଙ୍କୁ କୌଣସି ଦୁଃଖ କିମ୍ବା ଅସୁବିଧା

1 min read

ଯେପରି ଆମେ ଜାଣିଛେ ନୁଆ ବର୍ଷ ୨୦୨୦ ଆସିବାକୁ ଆଉ କିଛି ଦିନ ଅଛି ଓ ଏହି ନୁଆ ବର୍ଷରେ ନୁଆ ଉର୍ଜାର ସହ ନୁଆ କିଛି ନେଇକରି ଆସିବ , ଏମିତିରେ ଯଦି ଆମେ କିଛି ଛୋଟ ମୋଟ ଉପାୟ କରିନେବା ତେବେ ଏହି ମଉକାରେ ଭଲ ଫାଇଦା ଉଠାଇପାରିବା, ବାସ୍ତୁର ଦ୍ୱାରା ନିଜ ଦୁର୍ଭାଗ୍ୟରୁ ସୌଭାଗ୍ୟରେ ବଦଳାଇପାରିବା । ଯଦି ଆପଣ ନିଜ ନୁଆ ବର୍ଷକୁ ବହୁତ ସୌଭାଗ୍ୟଶାଳୀ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଭାଗ୍ୟ ଚମକାଇବାରେ ସାହାଯ୍ୟ କରିବ , ତେବେ ଆମେ ଆପଣଙ୍କୁ କହିବୁ କିଛି ସହଜ ଉପାୟ ବାସ୍ତୁର ଯାହାକୁ ଆପଣଙ୍କ ଲାଭଦାୟକ ସିଦ୍ଧ ହେବ ।

ଘର ଦୋକାନର ମେନ୍ ଗେଟ୍- ଯଦି ଆପଣ ଚାହଁନ୍ତି କି ନୁଆ ବର୍ଷରେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହେଉ ତେବେ ସବୁଠାରୁ ପ୍ରଥମେ ଧ୍ୟାନଦେବେ କି କବାଟରେ ନୁଆ ବର୍ଷରେ ଏମିତି ଭାଗ୍ୟ କବାଟରୁ ହୋଇକରି ଆସିଥାଏ,  ଏହାପାଇଁ ଦୋକାନ କିମ୍ବା ଘରର ସୌଭାଗ୍ୟ ବଢାଇବାକୁ ହେଲେ କବାଟରେ ଓଁ ସ୍ୱସ୍ତିକ ଶ୍ରୀ ଚିହ୍ନର ଷ୍ଟିକର୍ ଲଗାନ୍ତୁ ।

ଘରକୁ ଆଣନ୍ତୁ ଲାଫିଙ୍ଗ୍ ବୁଦ୍ଧା- ନୁଆ ବର୍ଷରେ ଆପଣଙ୍କ ଭାଗ୍ୟ ଚମକାଇବାପାଇଁ ଏକ ସହଜ ଉପାୟ ହେଲା ଲାଫିଙ୍ଗ୍ ବୁଦ୍ଧା, ଘରର ଉତ୍ତର ପୁର୍ବ ଦିଗରେ ଲାଫିଙ୍ଗ୍ ବୁଦ୍ଧା ମୁର୍ତ୍ତି ଫଟୋ ଲଗାଇଲେ ବହୁତ୍ ଲାଭ ମିଳିଥାଏ ।

ଲଗାନ୍ତୁ ଏଥିରୁ କୌଣସି ଗୋଟିଏ ଗଛ- ନୁଆ ବର୍ଷର ଆରମ୍ଭରେ ନିଜ ଘର କିମ୍ବା ଦୋକାନରେ ମନିପ୍ଲାଣ୍ଟ, ବାଉଁଶ କିମ୍ବା ତୁଳସୀର ଗଛ ଲଗାନ୍ତୁ , ଏମିତି କରିଲେ ଦୁର୍ଭାଗ୍ୟ ଶେଷ ହୋଇଯିବ , ଓ ଶୁଭ ଅବସର ପ୍ରାପ୍ତି ହେବ ।

ଏହି ଜିନିଷଗୁଡିକୁ କରନ୍ତୁ ଘରୁ କିମ୍ବା ଦୋକାନରୁ ବାହାର- ନୁଆ ବର୍ଷରେ ନିଜ ଘର କିମ୍ବା ଦୋକାନରେ ଖରାପ କିମ୍ବା ଅଳିଆ ଜିନିଷକୁ ବାହାର କରିଦିଅନ୍ତୁ , ଖାସ୍ କରି ଉତ୍ତର ଦିଗରେ ଯଦି କେଉଁ ବେକାର ଜିନିଷ ଅଛି ତେବେ ବାହାର୍ କରିଦିଅନ୍ତୁ , କାରାଣ ଏହା ଧନ ଓ ଭାଗ୍ୟ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ ।

ନୁଆ ବର୍ଷରେ ଘର ଦୋକାନରେ ରଖନ୍ତୁ ଆକ୍ୱାରିୟମ୍- ନୁଆ ବର୍ଷରେ ଘର ଓ ଦୋକାନରେ ଆକ୍ୱାରିୟମ୍ କରି ସଜାଇବା ଉଚିତ୍ , ସବୁବେଳେ ପୁର୍ବ ଦିଗରେ ହିଁ ରଖନ୍ତୁ , କାରଣ ଆକ୍ୱାରିୟମ୍ କୁ ଉତ୍ତର୍ ପୁର୍ବ ଦିଗରେ ରଖିଲେ ଶୁଭ ହୋଇଥାଏ,  ଏଥିରେ ଗୋଲଡେନ୍ ମାଛ ଓ ଏକ କଳା ମାଛ ରଖିବା ଉଚିତ୍ ।

ଘର ଦୋକାନରେ ଠାକୁରଙ୍କ ମନ୍ଦିର- ନୁଆ ବର୍ଷରେ ଘର କିମ୍ବା ଦୋକାନରେ ମନ୍ଦିରରେ ସଜାଇନେବେ , ଓ ଧ୍ୟାନ ରଖିବେ କି ଆପଣଙ୍କ ଘର ମନ୍ଦିରର ପାଖରେ କିଚେନ୍ କିମ୍ବା ବାଥ୍ ରୁମ୍ ନଥିବ,  ବାସ୍ତୁ ଅନୁସାରେ ମନ୍ଦିର ପଶ୍ଚିମ ଦିଗରେ ରଖିବା ଜରୁରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *