March 12, 2025

Odia Express

Here, There and Everywhere

ସବୁ ଦିନ ଗାଧୋଇବା ୧୦ ମିନିଟ୍ ପୂର୍ବରୁ ଚେହେରାରେ ଭଲ ଭାବେ ରଗଡି ଦିଅନ୍ତୁ ଏହି ଜିନିଷ, ଏତିକି ଚିକଣ ଦେଖାଯିବ ଚେହେରା କି ଆପଣ କେବେ ଭାବିବି ପାରିବେ ନାହିଁ..

ଆଜିର ସମୟରେ ସମସ୍ତେ ଚାହଁନ୍ତି କି ସେ ସୁନ୍ଦର ଦେଖାଯିବେ , କିନ୍ତୁ ଏହା ସମ୍ଭବ ହୋଇପାରେ ନାହିଁ,  କାରଣ ଏହି ଦୁନିଆଁରେ ଆଜି ସମସ୍ତଙ୍କ ରୁପ ରଙ୍ଗ ଏକ ସମାନ ହୋଇନଥାଏ । କିଏ କଳା ହୋଇଥାଏ ।ସେମିତି ଆଉ କିଏ ଏହି କଥା କରିବା ଝିଅମାନଙ୍କର ସୁନ୍ଦରତା ତେବେ ତାଙ୍କ ଚେହେରା ସୁନ୍ଦରତା ରଖିଥାଏ , ଆଜିର ସମୟରେ ଟ୍ୟାଲେଣ୍ଟ ହେବା ସହ ଆପଣଙ୍କ ପର୍ସନାଲିଟି ବି ବହୁତ ମାଇନା ରଖିଥାଏ ।ଏହି କାରଣରୁ ସମସ୍ତେ ସୁନ୍ଦର ଦେଖାଯିବାପାଇଁ ଏକ ଘରୋଇ ଉପାୟ ଅଛି ଏଥିପାଇଁ ଆପଣଙ୍କୁ ଏହା ଉପରେ ଅଧିକା ପଇସା ଖର୍ଚ୍ଚ କରିବାକୁ ପଡିବ , ଏହାକୁ ଆପଣାଇ ଆପଣଙ୍କୁ ଚେହେରାରୁ ଦାଗ ଚିହ୍ନ ଡାର୍କ ସର୍କଲ ଆଦି ଦୂର କରିଥାଏ , ଓ ଚେହେରାର ସ୍କ୍ରିନ୍ କୁ ଅଧିକା ଯୁବା କରିଥାଏ ,

 

ଆସନ୍ତୁ ଜାଣିବା ଏହା ସେହି ଉପାୟ । ସବୁ ଠାରୁ ଆପଣଙ୍କୁ ଗୋଟେ କାକୁଡି ଆବଶ୍ୟକତା ହୋଇଥାଏ । ଏଥିପାଇଁ ଆପଣଙ୍କୁ କାକୁଡିକୁ କଦୁକସ୍ କରିବାକୁ ହେବ , ତାହାକୁ ଫ୍ରିଜରରେ ଆଇସ କ୍ୟୁବ୍ ବକ୍ସରେ ରଖିବାକୁ ହେବ , ଆପଣ ଦେଖିବେ କି ଏହା କ୍ୟୁବ୍ ଆକାରରେ ଜମିଯାଇଥିବ , ତେବେ ଆପଣ ଏହି କାକୁଡି କ୍ୟୁବ୍ ପୁରା ଚେହେରାକୁ ୧୦ ମିନିଟ୍ ହାଲକା ରଗଡି ଦିଅନ୍ତୁ , ଓ ତାପରେ ଏହାକୁ ଧ୍ୟାନ ଦେବାକୁ ହେବ , ଚେହେରାକୁ କେଉଁ ସାବୁନ୍ କିମ୍ବା ଫେସ୍ ୱାସ୍ ରେ ଧୋଇବେ ନାହିଁ , ଏହାପରେ ସ୍ନାନ କରିନିଅନ୍ତୁ , ଓ ଚେହେରାକୁ ଧୋଇଦିଅନ୍ତୁ ।

 

ଏହି ଉପାୟ ଆପଣଙ୍କୁ ସବୁ ଦିନ ଗାଧୋଇବା ପୂର୍ବରୁ ପ୍ରୟୋଗ କରିପାରିବେ , ଏହି କ୍ୟୁବ୍ ରୁ ଆପଣଙ୍କୁ କେବଲ ଗାଧୋଇବା ସମୟରେ ୧୦ମିନିଟ୍ ଯାଏଁ ରଗଡିବାର ଅଛି, ଏହା ଦ୍ୱାରା ଦେଖିବେ ଆପଣଙ୍କ ଚେହେରାରେ ଚମକ ଆସିଯିବ , ଏହା ଦ୍ୱାରା ଆପଣଙ୍କ ଚେହେରାରୁ ସବୁ ଦାଗ ଦୁର ହୋଇଯିବ ।

 

ଏବେ ଆପଣଙ୍କୁ ଏହା ବୁଝିବାକୁ ହେବ କି ଏହି ଉପାୟ କରିଲେ ପଇସା ଖର୍ଚ୍ଚ ହେବ ନାହିଁ , ଆପଣଙ୍କ ଚେହେରାରେ କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ପଡିବ ନାହିଁ , ଏହାକୁ ଆପଣ ବହୁତ ଦିନ ଯାଏଁ ବ୍ୟବହାର କରିପାରିବେ ,

ମନେ ରଖନ୍ତୁ ଏହି ଉପାୟକୁ ଆପଣ ଥଣ୍ତା ଦିନରେ କେବେ ବି କରିବେ ନାହିଁ , ଏହାକୁ ଥଣ୍ତାଦିନରେ କରିଲେ ସ୍କ୍ରିନ୍ ଫାଟିପାରେ ।

Leave a Reply

Your email address will not be published. Required fields are marked *