June 20, 2025

Odia Express

Here, There and Everywhere

ଯେତେ ଦିମାଗ୍ ଲଗାଇଦିଅ ଏହି ଫଟୋରେ ଲୁଚି ରହିଥିବା ବାଘକୁ ଖୋଜିପାରିବେ ନାହିଁ ଆପଣ, ୯୯ ପ୍ରତିଶତ ଲୋକ ହୋଇଛନ୍ତି ଫେଲ୍

ଆଜି ଆମେ ଆପଣଙ୍କୁ କିଛି ଏମିତି ନେଇକରି ଆସିଛୁ, ଯାହା କେଉଁ ପଜଲରୁ କମ୍ ନୁହେଁ ଯଦି ଆପଣ ଏହି ପଜଲକୁ ସମାଧାନ କରିପାରିବେ ତେବେ ଆପଣ ହୋସିଆର୍ ହୋଇଥିବେ , ଏହି ପଜଲ୍ ଆପଣଙ୍କ ପାଇଁ ଅଟେ ଯାହାକୁ ଆପଣ ସମାଧାନ କରିବାର ଅଛି ଆପଣଙ୍କୁ ଏଠାରେ ଏକ ଫଟୋଦେଖାଯାଉଥିବ , ଯାହା ସ୍କଟଲ୍ୟାଣ୍ତର ଏକ ପାର୍କର ଅଟେ, ଏଥିରେ ପଜଲ ଏହା କି ଏହି ପାର୍କରେ ଦୁଇଟି ବାଘ ବସିଛନ୍ତି , ଆପଣଙ୍କୁ ଏହା ବି କହିଦେବୁ କି ବାଘ କେଉଁଠି ଲୁଚିକରି ବସିନାହାନ୍ତି ବରଂ ଏହା ପ୍ରଥମ ନଜରରେ ଖୋଜିବା ବହୁତ କଠିନ ଅଟେ, ଆପଣ ଦେଖିବେ ଏହି ଫଟୋରେ ବାଘ କେମିତି ଓ କେଉଁଠି ଦେଖାଯାଉଛନ୍ତି , ଲାଗୁଛି ଆପଣଙ୍କୁ ଟିକିଏ ଚିନ୍ତା କରିବାକୁ ପଡିପାରେ

ତେବେ ଆସନ୍ତୁ ଆପଣଙ୍କୁ ଏକ ହିଣ୍ଟଦେଇଦେଉଛୁ ଆପଣଙ୍କୁ ଏହା ବି କହିଦେବୁ କି ଏହି ଫଟୋରେ ଏକ ବାଘ ନାଳରେ ବସିଛି, ଦ୍ୱିତୀୟଟି ହେଲା ନାଳର ଅନ୍ୟପଟେ ବସିଛି, ଏବେ ଟିକିଏ ଆଉଥରେ ନଜର୍ ପକାଇକରି ଦେଖନ୍ତୁ , ହୋଇପାରେ କି ଦେଖାଦେଇପାରେ

ଯଦି ଆପଣ ସେଇ ବାଘକୁ ଖୋଜିପାରିଲେ ନାହିଁ ତେବେ ଚାଳନ୍ତୁ ଆମେ ଆପଣଙ୍କୁ କହିଦେବୁ କି ଏହି ଫଟୋରେ ବାଘ କେଉଁଠି ଅଚ୍ଛି ,ଏହି ଫଟୋରେ ଲାଲ ଘେରା ଦେଖିଦିଅନ୍ତୁ, ଆପଣ ପ୍ରଥମ ବାଘ ଗଛ୍ ତଳେ ଛାଇରେ ବସିଛି, ଓ ଦ୍ୱିତୀୟ ବାଘ ଗଛ ତଳେ ବସିଛି,

Leave a Reply

Your email address will not be published. Required fields are marked *