December 22, 2024

Odia Express

Here, There and Everywhere

ଥାଇରଏଡ୍ ପାଇଁ କାଳ ଜଣାଯାଏ ଏହି ଆହାର୍ , ଆଜି ହିଁ ଏହାକୁ ଡାଇଟ୍ ରେ କରିନିଅନ୍ତୁ ସାମିଲ୍

1 min read

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଜ ଲାଇଫ୍ ରେ ଏତେ ବ୍ୟସ୍ତ ରୁହନ୍ତି କି ଯାହାଙ୍କ କାରଣରୁ ସେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ, ଓ ନାନାଦି ସମସ୍ୟାରେ ପଡିଥାନ୍ତି , ହିଁ ଆଜ୍ଞା ଯାହାଦ୍ୱାରା ସବୁ ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ , ଆପଣଙ୍କୁ କହିଦେବୁ କି ଆମେ ଯେଉଁ ରୋଗ ବିଷୟରେ ଆମେ କଥା ହେଉଛୁ ସେ ଆଉ କିଛି ନୁହେଁ ଥାଇରଏଡ୍ ଅଟେ, ଯାହା ଆଜିର ସମୟରେ ସାମାନ୍ୟ ହୋଇସାରିଛି, ଥାଇରଏଡ୍ , ଯାହା ଆଜିର ସମୟରେ ଏକ ବଡ ଜନସଂଖ୍ୟାକୁ ନିଜ କବଜାରେ ନେଇଯାଇଛି, ହଁ ଆଜ୍ଞା , ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଥାଇରଏଡ୍ ଆମ ଶରୀରରେ ମିଳୁଥିବା ଏଡୋକ୍ରାଇନ୍ ଗ୍ଲାଣ୍ତରୁ ଗୋଟେ ହୋଇଥାଏ । ବୋଧେ ଆପଣଙ୍କୁ ଜଣାନଥିବ କି କିନ୍ତୁ କହିଦେବୁ କି ଥାଇରଏଡ୍ ଗ୍ରନ୍ଥି ଗଳାରୁ ଶ୍ୱାସ ନଳୀର ଉପରେ ଏବଂ ସ୍ୱର ଯନ୍ତ୍ର ଦୁହେଁ ଦୁଇ ଭାଗରେ ତିଆରି ହୋଇଥାଏ , ଏହା ଏକ ଗଂମ୍ଭିର ସମସ୍ୟା ରୁପ ନେଇଯାଉଛି, କିନ୍ତୁ ଯଦି ବ୍ୟକ୍ତି ନିଜ ଖାଦ୍ୟପେୟରେ ପରିବର୍ତ୍ତନ କରିନେବ ତେବେ ଏହାର ଚିକିତ୍ସା କରାଯାଇପାରିବ

ହଁ ଆଜ୍ଞା ଏହାପରେ ଆପଣ ଏହି ଗଂମ୍ଭୀର ସମସ୍ୟାରୁ ମୁକ୍ତି ପାଇପାରିବେ , ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ଶରୀରରେ ଥାଇରଏଡ୍ ପରି ରୋଗ ଘର କରିନେଇଛି ତେବେ ଏହି ବିଷୟରେ କେଉଁ ଡାକ୍ତରଙ୍କୁ ଯୋଗାଯୋଗ୍ କରିନିଅନ୍ତୁ । ସାଧାରଣତଃ ଏହାର ଶିକାର ମହିଳାମାନେ ହୋଇଥାନ୍ତି । କିନ୍ତୁ ପୁରୁଷ ବି ଏହିଥିରେ ଗ୍ରସ୍ତିତ ହୋଇଥାନ୍ତି । ହଁ ଆଜ୍ଞା ଏଥିପାଇଁ ଆପଣଙ୍କୁ କହିଦେବୁ କି ଏହି ରୋଗର ସୁଚନା ମିଳିବାପରେ ତୁରନ୍ତ କେଉଁ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇଯାଆନ୍ତୁ , ଏଥିପାଇଁ ଆମେ ଯେଉଁ ଆହାର ବିଷୟରେ କହିବାକୁ ଯାଉଛୁ, ତାହାକୁ ନିଜ ଡାଇଟ୍ ରେ ସାମିଲ୍ କରିନିଅନ୍ତୁ, ଆସନ୍ତୁ ଜାଣିବା ସେହି ଆହାର ବୀଷୟରେ ।

୧) ଦହି- ସେମିତି ଆପଣଙ୍କୁ କହିଦେବୁ କି ଥାଇରଏଡ୍ ରୋଗୀଙ୍କ ପାଇଁ ଦହି ସବୁଠାରୁ ଅଧିକା ଫାଇଦା ହୋଇଥାଏ । କାରଣ ଦହି ଖାଈଲେ ଶରୀରରେ ଇମ୍ୟୁନୋ ଲେବୁଲ୍ ବଢିଥାଏ , ଯେଉଁଥିରେ ଥାଇରଏଡ୍ କଣ୍ଟ୍ରୋଲ୍ ରେ ରହିଥାଏ,  ଓ ବହୁତ ପର୍ଯ୍ୟନ୍ତ ଠିକ୍ ବି ହୋଇଯାଏ ।

୨) ଅଣ୍ତା- ଏବେ କଥା ହେବା ଅଣ୍ତାର ଯେଉଁଥିରେ ଭରପୁର୍ ମାତ୍ରାରେ ପ୍ରୋଟିନ୍ ମିଳିଥାଏ, ଏତିକିନୁହେଁ ଏହା ଛଡା ଏଥିରେ ସେଲେନିୟମ୍ ବି ମିଳିଥାଏ , ଯାହା ଥାଇରଏଡ୍ ପାଇଁ ଜରୁରୀ ହୋଇଥାଏ ।

୩) ଛତୁ- ସବୁଠାରୁ ପ୍ରଥମେ ଆସିଥାଏ ଛତୁ, ହଁ ଆଜ୍ଞା କହିଦେବୁ କି ଛତୁ ଥାଇରଏଡ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ , କାରଣ ଛତୁରେ ସେଲେନିୟମ୍ ମାତ୍ରା ଅଧିକା ହୋଇଥାଏ , ଯାହା ଏହାକୁ ବଢିବାରେ ରୋକିଥାଏ,  ଏଥିପାଇଁ ଏହାର ସେବନ ନିଶ୍ଚିତ କରନ୍ତୁ ।

୪) ବାଦାମ୍- ସେମିତି ଆପଣଙ୍କୁ କହିଦେବୁ କି ନଟସ୍ ଆପଣଙ୍କୁ ଗୁଆ ଓ ବାଦାମ୍ ରେ ଅଧିକା ଆୟୋଡିନ୍ ସ୍ରୋତ ବୋଲି ଜଣାଯାଏ , ଯାହା ଆପଣଙ୍କ ଆବଶ୍ୟକ ପୋଷକ ତତ୍ତ୍ୱକୁ ଦେଇଥାଏ , ଏହା ସହ ଥାଇରଏଡ୍ ଗ୍ରନ୍ଥିକୁ ହେଲଦି ରଖିବାରେ ସାହାଯ୍ୟ କରେ ।

୫) ଆଳସୀର ବୀଜ- ଆପଣଙ୍କୁ କହିଦେବୁ କି ଥାଇରଏଡ୍ ପାଇଁ ଆଳସୀର ମଞ୍ଜି କାଳ ସମାନ ହୋଇଥାଏ , କାରଣ ଏଥିରେ ଭରପୁର୍ ପରିମାଣର ଓମେଗା ୩ ଫ୍ୟାଟି ଏସିଡ୍ ହୋଇଥାଏ , ଯାହା ଏହି ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *