ଏମିତି ତାୱାରେ କେବେ ହେଲେ ରୁଟି କରନ୍ତୁ ନାହିଁ ନହେଲେ ଘରେ ଦରିଦ୍ରତା ଭରିଯିବ..
ଆପଣ ଏବେ ଠାରୁ ହୋଇ ଯାଆନ୍ତୁ ସାବଧାନ ଯଦି ଆପଣଙ୍କ ଘରେ ଏହି ଭଳି ତାୱା ଅଛି ତାହେଲେ ଆପଣଙ୍କ ସମ୍ପୂର୍ଣ୍ଣ ଘର ବର୍ବାଦ ହୋଇପାରେ।ଆପଣଙ୍କ ଘରକୁ ଗରିବତା ଆସିବାର ଏହା ସବୁଠାରୁ ବଡ଼ କାରଣ ହୋଇଥାଏ।ତାୱାକୁ କେବେ ଏମିତି ହେବାକୁ ଦିଅନ୍ତୁ ନାହିଁ ନହେଲେ ସମ୍ପୂର୍ଣ୍ଣ ଘର କାଙ୍ଗାଳ ହୋଇପାରେ।ଆପଣ ମାନେ ଜାଣିଥିବେ ତାୱା ଆମ ଘରର ସବୁଠାରୁ ଜରୁରୀ ଜିନିଷ ଅଟେ।ଆଉ ଯଦି ଆମ ଘରେ ତାୱା ନଥାନ୍ତା ତାହେଲେ ଆମ ଘରେ ରୁଟି ମଧ୍ୟ ହୋଇ ପାରନ୍ତା ନାହିଁ।ଆଜି ଆମେ ଏଠାରେ ଆପଣଙ୍କୁ ତାୱା ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ କେବେ କେହି କହିନଥିବେ।ଆଜି ଆମେ ଏଠାରେ ଆପଣଙ୍କୁ ବାସ୍ତୁ ହିସାବରେ ତାୱାର ସଠିକ ବ୍ୟବହାର କହିବାକୁ ଯାଉଛୁ।
ଆପଣଙ୍କ ଭିତରୁ ବହୁତ ଲୋକ ଜାଣି ନଥିବେକି ତାୱା ଆଉ କଢେଇ ରାହୁଙ୍କର ପ୍ରତିକ ଅଟନ୍ତି।ଯାହା ଆପଣଙ୍କ ଭବିଷ୍ୟତ ଖରାପ କରି ପାରିବେ ନେହେଲେ ତାକୁ ସୁଧାରୀ ପାରିବେ।ସେମିତିରେ ଆଜି ଆମେ ଆପଣଙ୍କୁ କହିବୁକି ଆପଣ ଭୁଲରେବି ଘରେ ଏମିତି ତାୱା ରଖନ୍ତୁ ନାହିଁ ନହେଲେ ତାୱାକୁ ଏମିତି ହେବାକୁ ଦିଅ ନାହିଁ।
୧.ତାୱାକୁ କେବେ ଓଲଟା ରଖନ୍ତୁ ନାହିଁ,ହିନ୍ଦୁ ଧର୍ମର ଅନୁସାରେ ଆମେ ତାୱାକୁ କେବେ ଓଲଟା ରଖିବା ଉଚିତ ନୁହେଁ।ତାୱା ଓଲଟା ସେତେବେଳେ ରଖାଯାଏ ଯେତେବେଳେ ଘରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇ ଯାଇଥାଏ।ଅର୍ଥାତ ସେତେବେଳେ ତାୱାର ବ୍ୟବହାର ବର୍ଜିତ ହୋଇଥାଏ ମାନେ ସେତେବେଳେ କୌଣସି ଘରେ କୌଣସି ପ୍ରକାରର ଖାଦ୍ୟ ପେୟ ତିଆରି ହୋଇନଥାଏ।ସେଥିପାଇଁ ତାୱାକୁ ଓଲଟା ରଖାଯାଇଥାଏ।ଏମିତିରେ ଯେକୌଣସି ବ୍ୟକ୍ତି ବିନା କାରଣରେ ତାୱା ଓଲଟା ରଖିଥାଏ ସେ ସମୟରେ ଅସୁଭତାର କାରଣ ହୋଇପାରେ।ସେଥିପାଇଁ ଭୁଲରେବି ତାୱାକୁ ଓଲଟା ରଖିବେ ନାହିଁ।ତାୱାକୁ ଆପଣ କେବଳ ସିଧା କରିକିହିଁ ରଖନ୍ତୁ।
୨.ଦୋଷ ଲାଗିବା,ଲମ୍ବା ସମୟରୁ କୌଣସି ଗୋଟେ ତାୱାର ବ୍ୟବହାର କରିବା ଉଚିତ ନୁହେଁ।ପୁରୁଣାରୁ ଅତି ପୁରୁଣା ତାୱା କଳଙ୍କି ଉତତ୍ପର୍ଣ୍ଣ କରିଥାଏ,ଆଉ ଏହାର ଅବଶେଷ ଆମ ଖାଦ୍ୟରେ ଯାଇଁ ଆମ ଶରୀରକୁ ଅସୁସ୍ଥ କରିଥାଏ।ଏମିତିରେ ଆପଣଙ୍କ ଛୁଆଙ୍କୁ ନହେଲେ ଆପଣଙ୍କ ଘରର ଯେକୌଣସି ସଦସ୍ୟଙ୍କୁ କୌଣସି ଭୟଙ୍କର ରୋଗ ହୋଇପାରେ।ଲମ୍ବା ସମୟରୁ ବ୍ୟବହୃତ ତାୱାରେ ଖାଦ୍ୟ ରାନ୍ଧିବା ଦ୍ୱାରା ଆମକୁ ଦୋଷ ଲାଗିଥାଏ।ଏହାର କାରଣ ସ୍ୱରୂପ ଆମେ କେବେ ହେଲେ ଧନୀ ହୋଇ ପାରିବା ନାହିଁ।
୩.ଅଇଁଠା କରିବେ ନାହିଁ,ତାୱା କିମ୍ବା କଢେଇକୁ କେବେ ଆପଣ ଅଇଁଠା କରନ୍ତୁ ନାହିଁ କିମ୍ବା ସେଥିରେ କୌଣସି ଅଇଁଠା ସାମଗ୍ରୀ ରଖନ୍ତୁ ନାହିଁ।ଏହି ଦୁଇଟି ଜିନିଷର ପବିତ୍ରତା ର ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ।ଘରେ ଏହାର ଧ୍ୟାନ ଯେତେ ରଖିବେ ଧନର ଆଗମନର ରାସ୍ତା ସେତେ ଖୋଲିବ।ସବୁ ଵାସନ କୁସନରେ ଏ ଦୁଇଟି ଜିନିଷ ସନ୍ନମାନର ଯୋଗ୍ୟ ବୋଲି ଆମେ ଜାଣିଥାଉ।
୪.ଆପଣଙ୍କୁ କହି ରଖୁଛୁ ଈଶ୍ୱରଙ୍କ ଅସୀମ କୃପା ପାଇବା ପାଇଁ ଆଉ ମା ଅର୍ଣ୍ଣପୂର୍ଣାଙ୍କର ବାସ ପାଇଁ ଆପଣ ପ୍ରଥମ ରୁଟି ଗୋ ମାତାଙ୍କ ପାଇଁ ତିଆରି କରନ୍ତୁ ଆଉ ତାକୁ ନିଜ ହାତରେ ଖୁଆନ୍ତୁ।ଏହା ଦ୍ୱରା ମା ଅର୍ଣ୍ଣପୂର୍ଣାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ।
୫.ଯେଉଁ ବ୍ୟକ୍ତି ଗରମ ତାୱା ଉପରେ ପାଣି ପକାଏ ତା ଘରେ ଲଢେଇ ଝଗଡା ଆଉ ରୋଗ ବ୍ୟାଧି ଲାଗି ରହିଥାଏ।ସେଥିପାଇଁ ତାୱାକୁ ଥଣ୍ଡା କରି ତାଉପରେ ପାଣି ପକାନ୍ତୁ।ଆଉ ତାକୁ ସବୁବେଳେ ସଫା ସୁତରା ରଖନ୍ତୁ ଆଉ ଅସନା କରନ୍ତୁ ନାହିଁ।