October 17, 2024

Odia Express

Here, There and Everywhere

ଆପଣ କେତେ ବୁଦ୍ଧିମାନ ଅଟନ୍ତି ଆଜି ଜଣ ପଡିବ – ଏହି ସଙ୍କେତ ବୁଝି ଓ ଦେଖୀ ଝିଅର ନାମ କୁହ – ଦେଖନ୍ତୁ ଏପରି ୧୦ ଟି ଚତୁର ପ୍ରଶ୍ନ ଓ ଉତ୍ତର ଗୁଡିକ..

1 min read

ଆମେ ଆପଣଙ୍କୁ କେତେକ ପଜଲ ଦେଖେଇବୁ ଆଉ ଆପଣ ତାକୁ ଦେଖି ଗୋଟେ ଝିଅର ନାମ କହିବାର ଅଛି ଆଉ ଯଦି ଆପଣ କହିଦେଲେ ତାହେଲେ ଆପଣ ଜାଣିବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି।ତାହେଲେ ଚାଲନ୍ତୁ ଜାଣିବା ସେ ପଜଲ ଗୁଡିକୁ|ତେବେ ଯଦି ଆପଣ ଏହାର ସଠିକ ଉତ୍ତର ଦେଇଦେଲେ ତେବେ ନିଶ୍ଚୟ ଆପଣ ଜଣେ ତେଜ ଦିମାଗ ଓ ବୁଦ୍ଧିମାନ ଲୋକ ଅଟନ୍ତି |ତେବେ ଏଥିରେ ଥିବା ୯ଟି ପ୍ରଶ୍ନ ରୁ ଆପଣ କେତେ ସଠିକ ଉତ୍ତର ଦେଉଛନ୍ତି ଜଣ ପଡିବ | ତେବେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର ଆକରିବେ ଓ ତାଙ୍କ ବୁଦ୍ଧି ପରୀକ୍ଷା କରିବେ

ପଜଲ ନମ୍ବର୍ ୦୧:-ଗୋଟେ ଗଛର ଚିତ୍ର ଅଛି,ଆଉ ତାପରେ ଇଂରାଜୀ ଅକ୍ଷର ପି ଅଛି,ଆଉ ଏହା ପରେ ଗୋଟେ ଚା କପ ଅଛି ତାହେଲେ ଝିଅର ନାମ କଣ ?

ଉତ୍ତର:-ତାହେଲେ ଏହି ସବୁ ଜିନିଷକୁ ଦେଖିଲା ପରେ ଜଣା ପଡୁଛିକି ଝିଅଟିର ନାମ ହେଉଛି ତୃପ୍ତି,କାରଣ ପ୍ରଥମେ ଅଛି ଗୋଟେ ଗଛ ଆଉ ତାର ଇଂରାଜୀ ନାମ ହେଉଛି ଟ୍ରି,ଆଉ ଇଂରାଜୀ ଅକ୍ଷର ପି ଆଉ ଚାର ଇଂରାଜୀ ଅକ୍ଷର ହେଉଛି ଟି।ତେଣୁ ସେ ଝିଅର ନାମ ହେଉଛି ତୃପ୍ତି।

ପଜଲ ନମ୍ବର୍ ୦୨:-ତାପରେ ଦିଆଯାଇଛି ଗୋଟେ ବସ,ଆଉ ତାପର ଚିତ୍ରରେ ଅଛି ଗୋଟେ ପିମ୍ପୁଡି,ଆଉ ତାପର ଚିତ୍ରରେ ଅଛି ଏକ ଚା କପ।ତାହେଲେ ସେ ଝିଅର ନାମ କଣ ?

ଉତ୍ତର:-ତାହେଲେ ଏହି ସବୁ ଜିନିଷକୁ ଦେଖିଲା ପରେ ଜଣା ପଡୁଛିକି ଝିଅଟିର ନାମ ହେଉଛି ବସନ୍ତି।ଏହାର କାରଣ ପ୍ରଥମ ଚିତ୍ରରେ ଆସିଲା ବସ,ତାପରେ ପିମ୍ପୁଡିର ଇଂରାଜୀ ଅକ୍ଷର ହେଉଛି ଆଣ୍ଟ ଆଉ ତାପରେ ତୃତୀୟ ଚିତରେ ଅଛି ଚା ତାର ଇଂରାଜୀ ନାମ ହେଉଛି ଟି।ତେଣୁ ସେ ଝିଅର ନାମ ହେଉଛି ବସନ୍ତି।

ପଜଲ ନମ୍ବର୍ ୦୩:-ଏହା ପରେ ଆପଣଙ୍କ ଆଗରେ ଗୋଟେ ମୁଦି ଓ ଗୋଟେ ଚାବି ରଖାଯିବ ଆପଣ ଏବେ ତାଭିତରୁ ଗୋଟେ ଖିଆର ନାମ ବାଛନ୍ତୁ ?

ଉତ୍ତର:-ତାହେଲେ ଝିଅଟିର ନାମ ହେଲା ରିଙ୍କି।ଏହାର କାରଣ ପିଜେଲରେ ଦିଆ ଯାଇଥିବା ମୁଦୀର ଇଂରାଜି ଅକ୍ଷର ହେଉଛି ରିଂ ଆଉ ଚାବିର ଇଂରାଜୀ ଅକ୍ଷର ହେଉଛି କି।ତେଣୁ ଝିଅର ନାମ ହେଉଛି ରିଙ୍କି।

ପଜଲ ନମ୍ବର୍ ୦୪:-ଚତୁର୍ଥ ନମ୍ବର୍ ପଜଲରେ ଆପଣଙ୍କ ଆଗରେ ଦିଆ ଯାଇଛି ଇଂରାଜୀ ଅକ୍ଷର ବି ଆଉ ତାପରେ ଅଛି ଗୋଟେ ପାଣି ଟ୍ୟାପ ଚିତ୍ର।ତାହେଲେ ଝିଅଟିର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିନଲ।ଏହାର କାରଣ ହେଲା ପ୍ରଥମ ଆପଙ୍କୁ ଦିଆଯାଇଛି ବି ଆଉ ତାପରେ ଦ୍ଵିତୀୟରେ ଦିଆଯାଇଛି ପାଣି ଟ୍ୟାପ ବା ନଲ ତାହେଲେ ସେ ଝିଅର ନାମ ହେଲା ବିନଲ।

ପଜଲ ନମ୍ବର୍ ୦୫:-ତାପର ପଜେଲରେ ଆପଣଙ୍କ ଆଗରେ ଅଛି ଗୋଟିଏ ଚାରି ଚକିଆ ଗାଡି ଆଉ ତାପରେ ଅଛି ଏକ ଠିକ ଚିହ୍ନ ତାହେଲେ ଝିଅଟିର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କାର୍ତିକ।ଏହାର କାରଣ ପ୍ରଥମ ଚିତ୍ରରେ ଦେଖାଯାଇଥିବା ଚାରି ଚକିଆ ଗାଡିର ଇଂରାଜୀ ନାମ ହେଉଛି କାର ଆଉ ତାପରେ ସେ ସେଠାରେ ଅଛି ଏକ ଠିକ ଚିନ୍ହ ତେଣୁ ତାର ନାମ ହେଉଛି କାର୍ତିକ।

ପଜଲ ନମ୍ବର୍ ୬:-ଆପଣଙ୍କ ଆଗରେ ଗୋଟେ ପୁଅର ମୁହଁ ଚିତ୍ର ଅଛି ଆଉ ତାପରେ ଏକ ଚୁଟି ଖୋଲା ଚିତ୍ର ଅଛି ତାହେଲେ ଏଠାରେ ପୁଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁକେଶ।ଏହାର କାରଣ ହେଲା ପ୍ରଥମେ ଗୋଟେ ପୁଅର ମୁହଁ ଅଛି ତେଣୁ ତାର ହିନ୍ଦୀ ହେଉଛି ମୁଁ ଆଉ ତାପର ଚିତ୍ରରେ ଅଛି ଚୁଟି ତାର ହିନ୍ଦୀ ହେଉଛି କେଶ।ତେଣୁ ପୁଅଟିର ନାମ ହେଉଛି ମୁକେଶ।

ପଜଲ ନମ୍ବର୍ ୦୭:-ଆପଣଙ୍କ ଆଗରେ ଅଛି ଇଂରାଜୀ ଭି ଆଉ ତାପରେ ଅଛି ଗୋଟେ ଭୁଲ ଚିନ୍ହ ତାହେଲେ ସେଠାରେ ଗୋଟେ ଝିଅର ନାମ କଣ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିନା।ଏହାର କାରଣ ହେଲା ପ୍ରଥମ ରେ ଥିବା ବି ଚିନ୍ହ ଅଛି ଦ୍ଵିତୀୟରେ ଭୁଲ ଚିନ୍ହକୁ ନା ବୋଲି ଧରିବା ତାହେଲେ ଝିଅର ନାମ ହେବ ବିନା।

ପଜଲ ନମ୍ବର୍ ୦୮:-ଅପଣଙ୍କ ଆଗରେ ଗୋଟେ ଜୋତା ଅଛି,ତାପରେ ହିନ୍ଦୀ ଋ ଅଛି,ତାପରେ ଚା ପାତ୍ର ଅଛି ତାହେଲେ ଏଠାରେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶୃତି।ଜୋତାର ଜଂରାଜି ଅକ୍ଷର ସୁ ,ଆଉ ହିନ୍ଦୀ ଋ,ତାପରେ ଅଛି ଟି।ତେଣୁ ଝିଅର ନାମ ହେଉଛି ଶୃତି।

ପଜଲ ନମ୍ବର୍ ୧୦:-ଆପଣଙ୍କ ଆଗରେ ଗୋଟେ ଟି ଚିନ୍ହ ଅଛି ଆଉ ତାପରେ ଗୋଟେ ଛକି ଚିନ୍ହ ଅଛି ତାହେଲେ ଝିଅର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟିନା।

Leave a Reply

Your email address will not be published. Required fields are marked *