October 17, 2024

Odia Express

Here, There and Everywhere

ଏହି ୪ ଅକ୍ଷର ନାମକ ଲୋକ ହୋଇଥାନ୍ତି ଭୋଳାନାଥଙ୍କ ପ୍ରିୟ ଭକ୍ତ , ଆପଣ ବି ସେହି ନାମର ସାମିଲ୍ ନାହାନ୍ତି ତ ଜାଣିନିଅନ୍ତୁ

1 min read

ହିନ୍ଦୁ ଧର୍ମରେ ସବୁ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗିଛନ୍ତି , ଭଗବାନ ଶିବଙ୍କୁ ଭୋଳାନାଥ ଏଥିପାଇଁ କୁହାଯାଏ କାରଣ ସବୁ ଭଗବାନଙ୍କ ମଧ୍ୟରୁ ଭୋଳାନାଥ ଜଲଦି ପ୍ରସନ୍ନ ହୋଇଯାଆନ୍ତି , ଯଦି ଶିବଙ୍କୁ କ୍ରୋଧିତ କଲାଭଳି କିଛି କାମ ନ କରାଯାଏ ତେବେ ଆପଣ ସହଜରେ ତାଙ୍କୁ ପ୍ରସନ୍ନ କରିପାରିବେ , ତାଙ୍କୁ ନିଜ ଭକ୍ତଙ୍କ ଭକ୍ତି ବହୁତ ପସନ୍ଦ ଲାଗେ , ଓ ଭକ୍ତି ବି ସଚ୍ଚା ମନ ଓ ଲୋକଙ୍କ ସାହାଯ୍ୟ କରୁଥିଲେ ଜଲଦି ପ୍ରସନ୍ନ ହୋଇଯାଆନ୍ତି , ଭଗବାନ ଶିବ ନିଜେ ଆପଣଙ୍କ ଇଚ୍ଛାଗୁଡିକ ପୁର୍ତ୍ତି କରିବେ , କାରଣ ସେ ଅନ୍ତର୍ଯ୍ୟାମୀ ଅଟନ୍ତି , ସମସ୍ତଙ୍କ ମନରେ କଣ ଅଛି ତାହା ସେ ଜାଣିଥାନ୍ତି , ଆଜି ଆମେ ଆପଣଙ୍କୁ କହିବୁ ୪ ଅକ୍ଷର ବାଲା ନାମ ଯିଏ ଭଗବାନ ଭୋଳାନାଥଙ୍କ ଅଂଶ ହୋଇଥାନ୍ତି , ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

୧) D ଅକ୍ଷର ବିଶିଷ୍ଟ ନାମର ବ୍ୟକ୍ତି- ଏହି ଅକ୍ଷର ବାଲା ଭଗବାନ ଶିବଙ୍କ କୃପାରୁ ନିଜ ବେପାରରେ ବହୁତ ଲାଭପାଇପାରିବେ , କିନ୍ତୁ ଏଥିପାଇଁ ତାଙ୍କୁ ସଚ୍ଚା ମନରେ ଶିବଙ୍କୁ ଭକ୍ତି ଓ ବିଜନେସ୍ ରେ ଇମାନଦାରୀ ସହ ପରିଶ୍ରମ କରିବାକୁ ହେବ , ଯଦି ଆପଣ ଚାକିରି ପେଶାରେ ଅଛନ୍ତି , ତେବେ ଉନ୍ନତିର ରାସ୍ତା ଖୋଲିଯିବ, କିନ୍ତୁ ଏହାପାଇଁ ଆପଣଙ୍କୁ କଡା ପରିଶ୍ରମ କରିବାକୁ ହେବ , ଆପଣ ସେହି ସଂମ୍ପର୍କୀୟଙ୍କୁ ସାକ୍ଷାତ କରିବେ ଯିଏ ବହୁତ ଦିନ ହେବ ଦେଖା କରୁନାହାନ୍ତି , ଶିବଙ୍କ କୃପାରୁ ମନ ଖୁସି ରହିବ ଓ ମନରୁ ସବୁ ଦ୍ୱିଧା ଦୁର ହୋଇଯିବ ।

୨) M ଅକ୍ଷର ବିଶିଷ୍ଟ ନାମର ବ୍ୟକ୍ତି- ଏହି ଅକ୍ଷର ଲୋକଙ୍କ ଉପରେ ବି ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ , ଓ ତାଙ୍କ ଭକ୍ତି କରିଲେ ବହୁତ ସାରା ଚିନ୍ତା ଓ ଅସୁବିଧା ନିଶ୍ଚିତ ରୁପରେ ଦୁର ହୋଇଯିବ, ଆପଣ ନିଜ ପରିବାର ପୁରା ସହଯୋଗ ମିଳିପାରିବ , ଅସୁବିଧା ସେମିତି ଯେତେ କଠିନ ହେଉ ନା କାହିଁକି ସଚ୍ଚା ମନରେ ଶିବଙ୍କର ଭକ୍ତି କରିଲେ ସବୁ ସମାଧାନ ହୋଇଯିବ,  ଆପଣ ନିଜ ସନ୍ତାନଙ୍କ ଆଡକୁ ବଡ ଖୁସିଖବର ମିଳିବ , ଯାହା ଆପଣଙ୍କ ସବୁ ଚିନ୍ତା ଦୁର ହୋଇଯିବ , ଓ ମନ ଖୁସିରେ ଭରିଯିବ ।

୩) K ଅକ୍ଷର ବିଶିଷ୍ଟ ନାମର ବ୍ୟକ୍ତି- ଏହି ବ୍ୟକ୍ତି ସ୍ୱଭାବରୁ ଲାଜକୁଳା ହୋଇଥାନ୍ତି , ଶିବଙ୍କର କୃପାରୁ କେଉଁ ଆଡେ ବୁଲିବାକୁ ଯାଇପାରନ୍ତି । କିଛି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ଯାହାଦ୍ୱାରା ଆପଣଙ୍କ ମନ ଖୁସିରେ ନାଚି ଉଠିବ, ଶିବଙ୍କୁ ସଚ୍ଚା ପୁଜା ଓ ଧ୍ୟାନ କରିଲେ ସବୁ ମନୋକାମନା ପୁରା ହୋଇଯିବ,  ଓ ସବୁ ତରଫରୁ ବିଜୟ ପାଇପାରିବେ , ଭଗବାନ ଶିବଙ୍କୁ ଏହି ଅକ୍ଷର ନାମକ ଲୋକ ସବୁତରଫରୁ ପ୍ରସନ୍ନ କରିପାରିବେ , ଯାହାଦ୍ୱାରାସବୁ ପ୍ରକାର ଅନ୍ଧକାର ଦୁର ହୋଇଯିବ ।

୪)R ଅକ୍ଷର ବିଶିଷ୍ଟ ନାମକ ବ୍ୟକ୍ତି-ଏହି ଅକ୍ଷର ଲୋକଙ୍କୁ ଭଗବାନ ଶିବଙ୍କର ବିଶେଷ କୃପା ମିଳିଥାଏ , ଏହି ଅକ୍ଷର ଲୋକଙ୍କୁ ଖାସ୍ ଓ ବଡ ଖୁସି ଖବର ମିଳିପାରେ , ଶିବଙ୍କ ବହୁତ ନାଁରୁ ଏହି ଅ‍କ୍ଷରରୁ ଆରମ୍ଭ ହୋଇଥାଏ , ଏମିତିରେ ଆପଣଙ୍କ ନାଁ ବି ଏହି ଅକ୍ଷରରୁ ଆରମ୍ଭ ଅଛି ଓ ଆପଣଙ୍କ ଶ୍ରଦ୍ଧା ଶିବଜୀଙ୍କ ପୁଜା କରନ୍ତି , ତେବେ ଖାଲି ଏହି କଥାର ଚିନ୍ତା କରିବା ଦରକାର ନାହିଁ , ଶିବଙ୍କ କୃପାରୁ ଆପଣଙ୍କ ରାସ୍ତାର ସବୁ କଠିନ ଅସୁବିଧା ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *