ଇଣ୍ଟରଭିୟୁ ରେ ପଚରାଗଲା ଏପରି ଚତୁର ପ୍ରଶ୍ନ – ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବାନାହିଁ? ଉତ୍ତର ଶୁଣ ହେଇଗଲା ଚାକିରୀ..
1 min readସଂଘ ଲୋକସେବା ଆୟୋଗ ସିଭିଲ୍ ସେବାପରୀକ୍ଷା ଆୟୋଜନ ହୋଇଥିଲା, ଏହି ପରୀକ୍ଷାରେ ଭାରତର ଲୋକପ୍ରିୟ ପରିକ୍ଷା ଭାବେ ଜଣାଯାଇଥାଏ, ଅଫିସର ହେବାପାଇଁ ପ୍ରତି ବର୍ଷ ଲକ୍ଷାଧିକ ଅଭ୍ୟର୍ଥୀ ୟୁପିଏସ୍ ସି ର ପ୍ରସ୍ତୁତି କର୍ରନ୍ତି ,ସିଭିଲ୍ ସେବାପରୀକ୍ଷାର ଇଣ୍ଟରଭ୍ୟୁ ସବୁଠାରୁ କଠିନ ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁ ପ୍ରକିୟା ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । ଏହା ଦେଶର ସବୁଠାରୁ ଉଚ୍ଚ ପଦ ପାଇବାରେ ସାହାଯ୍ୟ କରିଥାଏ, ଓ ଶେଷରେ ସିଲେକ୍ସନ୍ ରେ ମୁସକିଲ୍ ହୋଇପାରେ , ଆଇଏଏସ୍ ଇଣ୍ଟରଭ୍ୟୁ କଥା କହିଲେ ତେବେ ଏହା ଅଗ୍ନିପରୀକ୍ଷାରୁ କମ୍ ହୋଇନଥାଏ, ଇଣ୍ଟରଭ୍ୟୁରେ ଭଲ ଭଲ ଧୁରନ୍ଦର ବି ଫେଲ୍ ହୋଇଯାଆନ୍ତି , ଇଣ୍ଟରଭ୍ୟୁରେ ୟୁପିଏସ୍ ସି ପ୍ୟାନେଲ୍ ରେ ୫-୬ ଅଧିକାରୀ ଏକ କ୍ୟାଣ୍ତିଡେଟ୍ କୁ ପ୍ରଶ୍ନ ପଚାରାଯାଇଥିଲା, ଏହା କ୍ୟାଣ୍ତିଡେଟ୍ କୁ ବହୁତ ମୁସକିଲ୍ ଦିମାଗୀ ପ୍ରଶ୍ନ ପଚାରାଯାଇଥାଏ, ଏଠାରେ କ୍ୟାଣ୍ତିଡେଟ୍ ବହୁତ ମୁସକିଲ୍ ଦିମାଗି ପ୍ରଶ୍ନ ପଚାରଯାଇଥାଏ, ଇଣ୍ଟରଭ୍ୟୁରେ ଦିମାଗୀ କୌଶଳ ପରଖିବାପାଇଁ ପହେଲି ପଚାରାଯାଇଥାଏ , ଏଥିରେ ଆମେ ଆପଣଙ୍କୁ କିଛି ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ କହିବୁ ଆସନ୍ତୁ ଜାଣିବା ।
୧) ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବାନାହିଁ ? ଉତ୍ତର- କଦଳୀର ଗଛ ।
୨) କଣ ହେବ ଯେବେ ପେଟ୍ରୋଲର କାରରେ ଡିଜେଲ୍ ଭର୍ତ୍ତି କରିଦିଆଯିବ ?
ଉତ୍ତର- ଯଦି ପେଟ୍ରୋଲ୍ ଇଞ୍ଜିନ୍ କାରରେ ଡିଜେଲ୍ ପକାଇଦିଆଯାଏ , ତେବେ ଅଧିକା କ୍ଷତି ହେବନାହିଁ , କାରଣ ଡିଜେଲ୍ ପ୍ରଥମେ କାର୍ବୋରେଟରେ ଯିବ, ଏବେ ସେମିତି କାର୍ବୋରେଟର୍ ପେଟ୍ରୋଲ୍ ପାଇଁ ବନାହୋଇଛି, ତେବେ ଡିଜେଲ୍ ପକାଇଲେ ସେ ଜାମ୍ ହୋଇପାରେ , ତେବେ ଏମିତି ହେବ କି ପେଟ୍ରୋଲ୍ ଇଞ୍ଜିନରେ ଡିଜେଲ୍ ଜଳିବନାହିଁ , ତେବେ ଷ୍ଟାର୍ଟ ହିଁ ହେବନାହିଁ । କେବଳ ଧୁଆଁ ବାହାରିବ ।
୩) କେଉଁ ଦେଶ ଅଛି ଯେଉଁଠି କେବଳ ୪୦ ମିନିଟ୍ ପାଇଁ ରାତି ହୋଇଥାଏ ?ନର୍ବେ କେବଳ ୪୦ ମିନିଟ୍ ପାଇଁରାତି ହୋଇଥାଏ, ଏଥିପାଇଁ ତାକୁ କଣ୍ଟ୍ରି ଅଫ୍ ମିଡନାଇଟ୍ ସନ୍ ବୋଲି କୁହାଯାଏ ।
୪) ଦ୍ୱିପହର ଖାଦ୍ୟ ଖାଇବାପରେ ଅଳସୁଆ କଣପାଇଁ ଲାଗେ- କାରଣ ଦ୍ୱିପହର ଖାଦ୍ୟ ଖାଇବାପରେ ଶରୀର କିଛି ସମୟପାଇଁ ରକ୍ତପ୍ରବାହ କମ୍ କରିଦିଏ , ଦ୍ୱିତୀୟତଃ ଖାଦ୍ୟରେ କିଛି ଏମିତି ଜିନିଷ ଥାଏ ଯାହା ଶରୀରକୁ ଅଲସୁଆ କରିଦିଏ , ଯଦି ଆପଣ ଲଞ୍ଚରେ ଡାଲି ପନୀର୍, ଆଳୁ ଖାଇବେ ନିଦ ଆସିବ , ଏହାକୁ ଖାଇଲେ ଶରୀରର ଶିରା ପ୍ରଶିରାରେ କିଛି ଗତିବିଧି ହୁଏନାହିଁ ଓ ନିଦ ଆସିଯାଏ ।
୫) ଉଡାଜାହାଜରେ ଯାତ୍ରା କରୁଥିବା ସମୟରେ କେଉଁ ଛୁଆର ଜନ୍ମ ହେଲେ ତାହାରନାଗରିକତା କେମିତି ହେବ ।
ଉତର- ଭାରତର ନାଗରିକତା ଅନୁସାରେ ଯଦି ଛୁଆ ମା ବାପା ଭାରତୀୟ ଅଟନ୍ତି , ସେମିତି ଛୁଆ ବି ଭାରତୀୟ ହେବ ସେମିତି ଛୁଆର ଜନ୍ମ ଭାରତ ବାହାରେ ହୋଇଥାଉ ।
୬) କଣ ସବୁ ଜନ୍ତୁଙ୍କର ରକ୍ତ ଲାଲ୍ ହୋଇଥାଏ ?
ଉତ୍ତର-ନାହିଁ , ଉତ୍ତର୍ ଆମେରିକାରେ ମିଳୁଥିବା କଙ୍କଡାର ରକ୍ତନୀଳ ହୋଇଥାଏ, ଓ ନ୍ୟୁ ଗିନିଆଁ ନାଁରେ ଏଣ୍ତୁଅର ରକ୍ତ ସବୁଜ ହୋଇଥାଏ ।
୭) ସେ କଣ ଅଟେ ଯାହାର କାରଣରୁ ଆମେ କବାଟ ଆର ପାଖ ଦେଖିପାରିଥାଉ , ଉତ୍ତର –ଝରକା ।
୮) ୟୁରୋଫରେ ରହୁଥିବା ମହିଳା ଭାରତର କଣପାଇଁ ପୋତା ଯାଇପାରିବନାହିଁ ? ଉତ୍ତର ହେଲା- ଏଥିରେ ମୃତବ୍ୟକ୍ତିକୁ ପୋତିବାକଥା କୁହାଯାଉନାହିଁ , ଲୋକେ ଏହାର ନିୟମକାନୁନ୍ ବିଷୟରେ ଭାବିବାକୁ ଲାଗିଯାଆନ୍ତି , କମନ୍ ସେନ୍ସ ଚେକ୍ କରିବାପାଇଁ ଏମିତି ପ୍ରଶ୍ନ ପଚାରାଯାଇଥାଏ , ଯାହାପାଇଁ ପ୍ରସ୍ତୁତ ରହିବାକୁ ହେବ ।
୯) ପିମ୍ପୁଡି ଲାଇନ୍ ରେ କଣପାଇଁ ଚାଲନ୍ତି ? ଯେବେ ପିମ୍ପୁଡି ଖାଦ୍ୟ ଅନ୍ୱେଷଣରେ ବାହାରନ୍ତି ତେବେ ମୁଖ୍ୟ ପିମ୍ପୁଡି ରସାୟନ ଛାଡିଥାଏ, ଯାହାଦ୍ୱାରା ପଛେ ପଛେ ଅନ୍ୟ ପିମ୍ପୁଡୀ ଚାଲିବାକୁ ଲାଗନ୍ତି ଓ ଏହା ଆସ୍ତେ ଆସ୍ତେ ବଢିବାକୁ ଲାଗେ ।
୧୦) ଆପଣ ଗାଁରେ ପାଣିର ସମସ୍ୟା କିପରି ଦୁର କରିବେ , ଉତ୍ତର- ଏହାର୍ ଦୁଇଟି ତରିକା ଅଛି, ରେଡ୍ ୱାଟର୍ ହାରବେଷ୍ଟିଙ୍ଗ୍ , ଅନ୍ୟଟି ହେଲା ୱାଟର୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ।