ଦାନ୍ତରୁ ହଳଦିଆ ଆବରଣକୁ ମୁଳରୁ ସଫା କରନ୍ତୁ କେବଳ ଦୁଇ ମିନିଟ୍ ରେ ,ଏହି ଘରୋଇ ଉପଚାରକୁ ଆପଣାଇକରି
ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା କିଛି ଲେଖ ନେଇକରି ଆସିଛୁ, ଯାହାର ଅନ୍ତର୍ଗତ ଆମେ ଆପଣଙ୍କୁ ଦାନ୍ତରେ ହେଉଥିବା ହଳଦିଆ ପରସ୍ଥରୁ ମୁକ୍ତି ପାଇବାପାଇଁ ଅଚୁକ ଘରୋଇ ଉପାୟ କହିବୁ, ଯାହାକୁ ଆପଣାଇବାପରେ ଆପଣ ନିଜ ଦାନ୍ତରୁ ସେହି ହଳଦିଆ ପରସ୍ଥରୁ ମୁକ୍ତିପାଇପାରିବେ , କାରଣ ଏହା ଆମର ଏମିତି ଏକ ସମସ୍ୟା ଅଟେ ଯାହା ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖାଯାଇଥାଏ ସଠିକ୍ ଭାବେ ବ୍ରଶ୍ କରିବାପରେ ବି ଦାନ୍ତରେ ସେହି ହଳଦିଆ ଦାଗ ଆସିଯାଏ , ଓ ଏହି କାରଣରୁ ଆମକୁ ନାନାଦି ସମସ୍ୟାରେ ସାମ୍ନା କରିବାକୁ ପଡେ , ଆମେ ଖୋଲିକରି କେବେ ହସିପାରିନଥାଉ, ଯାହାକି ଆମେ କେଉଁ ଫଙ୍କସନ୍ କିମ୍ବା ପାର୍ଟିରେ ଗଲେ ଆମର ହଳଦିଆ ଦାନ୍ତକୁ ଦେଖି ଯିଏ ହେଲେ ବି କିଛି କମେଣ୍ଟ କରିଦିଏ , ଯାହାଦ୍ୱାରା ଆମେ ସେଠାରେ ଲଜ୍ଜିତ ହୋଇଯାଉ, କେବଳ ଏତିକି ନୁହେଁ ଯଦି ଆମଦାନ୍ତ ସଠିକ୍ ଭାବେ ସଫା ହୋଇନଥିବ ତେବେ ଆମ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାଉ ।
ଯଦି ଆପଣଙ୍କ ଦାନ୍ତ ହଳଦିଆ ହେଉଛି କିମ୍ବା ଆପଣଙ୍କ ଦାନ୍ତ ପୁର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି , ତେବେ ଅଧିକାଂଶ ଥର ଦେଖାଯାଇଛି କି ବହୁତ ଲୋକଙ୍କର ଦାନ୍ତ ସଫା ବି ହୋଇଥାଏ , କିନ୍ତୁ ତାଙ୍କ ଦାନ୍ତରୁ ହଳଦିଆ ଦାଗ ଯାଏ ନାହିଁ , ସେ ନିଜ ହଳଦିଆ ପରସ୍ଥକୁ ଦୁର କରିବାକୁ ଯାଇ ନାନାପ୍ରକାରର ଉପଚାରମାନ କରନ୍ତି , ଏହି ଉପଚାର କିଛି ସମୟ ପାଇଁ କାରଗର ହୋଇଥାଏ, ତାପରେ ଆଉଥରେ ସେହି ହଲଦିଆ ଦାଗ ଦେଖାଯାଏ । ଆଜି ଆମେ ଏହି ଲେଖ ମାଧ୍ୟମରେ ଆପଣଙ୍କୁ କହିବାକୁ ଯାଉଛୁ କିପରି ମାତ୍ର ଘରେ ରହିକରି ଆପଣ ଘରୋଇ ଉପଚାର ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତକୁ ସଫା କରିପାରିବେ , ତେବେ ଆସନ୍ତୁ ସେହି ଘରୋଇ ପ୍ରକିୟା ବିଷୟରେ ଜାଣିବା ଯାହା ଆମକୁ ଚମକଦାର୍ ଓ ମଜବୁତ୍ ଦାନ୍ତ ଦେଇପାରିବ ।
ଦାନ୍ତରୁ ହଳଦିଆ ପରସ୍ଥ ଦୁର କରିବାକୁ ହେଲେ ଆମକୁ ଆବଶ୍ୟକ ପଡିପାରେ କିଛି ସୋରିଷ ତେଲ ଓ ଲୂଣର , ଏହି ଦୁହେଁର ମିଶ୍ରଣକୁ ଆପଣଙ୍କ ଦାନ୍ତରୁ ହଳଦିଆ ଦାଗ ଦୁର କରିପାରିବ, ଏହାକୁ ଆପଣ କିଛି ମାତ୍ରାରେ ବ୍ୟବହାର୍ କରିବେ , ସୋରିଷ ତେଲରେ ଟିକିଏ ଲୁଣ ପକାଇ ଦାନ୍ତରେ ବ୍ରଶ୍ କରିବାର ଅଛି, ଆପଣ ନିୟମିତ ରୁପରେ ଏହି ପ୍ରକିୟାକୁ ଆପଣାଇଲେ କିଛି ହିଁ ଦିନରେ ଦେଖିବେ ଆପଣଙ୍କ ଦାନ୍ତ ଚମକଦାର୍ ଓ ଧଳା ହୋଇଯାଇଥିବ , ଓ ପୁର୍ବର ମୁକାବଲାରେ ସୁନ୍ଦର ଦେଖାଯିବ, ଏହା ଏକ ଔଷଧୀୟ ତରିକା ଅଟେ, ଆୟୁର୍ବେଦରେ କୁହାଯାଇଛି କି ଏହା ଆପଣଙ୍କୁ ବହୁତ ଫାଇଦା ଦେବ