December 22, 2024

Odia Express

Here, There and Everywhere

ଭୁଲ୍ ରେ ବି ନିଜ ପର୍ସରେ ରଖନ୍ତୁ ନାହିଁ ଏହି ୩ ଟି ଜିନିଷ, ନହେଲେ ସବୁବେଳେ ରହିବେ ଆର୍ଥିକ ଅସୁବିଧାର ଘେରରେ

ଏଥିରେ କୌଣସି ରାୟ ନାହିଁ କି ଆଜିର ସମୟରେ ସବୁ ବ୍ୟକ୍ତି ଅଧିକାରୁ ଅଧିକା ପଇସା କମାଇବାର ଇଚ୍ଛା ରଖିଥାଏ , ହଁ ଆଜ୍ଞା ଆଜିର ଜମାନାରେ ମଣିଷ ଯେତେ ବି ପଇସା କମାଇଦେଉ ନା କାହିଁକି ତାକୁ କମ୍ ହିଁ ଲାଗିଥାଏ , ଏହି କାରଣରୁ ଆଜିର ସମୟରେ କେଉଁ ବ୍ୟକ୍ତି ନିଜ ଜୀବନରେ ସନ୍ତୁଷ୍ଟ ନାହିଁ , ଏହା ଛଡା ଆଜିକାଲି ଲୋକଙ୍କର ଜୀବନଶୈଳୀ କିଛି ଏମିତି ହୋଇଯାଇଛି, ସେ ଯେତେ କମାଇଥାଏ , ତାହାଠାରୁ ଅଧିକା ଖର୍ଚ୍ଚ ହୋଇଯାଏ , ଯାହାକୁ ନେଇ ସେ କେବେ ନିଜ ଜୀବନରେ ସଞ୍ଚୟ କରିପାରେ ନାହିଁ । ଯଦି ଆପଣଙ୍କୁ ଏମିତି ଲାଗେ କି ଅଧିକା ପଇସା କମାଇବା ପରେ ବି ଆପଣଙ୍କ ଖର୍ଚ୍ଚ ବହୁତ ଅଧିକା ଅଛି ଓ ଆପଣଙ୍କ ପକେଟ୍ ରେ ପଇସା ରହୁନାହିଁ , ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସେହି କଥାକୁ ଟିକିଏ ଧ୍ୟାନ ଦେବେ ଏହା ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ , ତେବେ ଆସନ୍ତୁ ଏବେ ଆପଣଙ୍କୁ ଏହି ଖାସ୍ କଥା ବିଷୟରେ ବିସ୍ତାରରେ କହିବୁ ।

୧) ଯଦି ଆପଣ ଚାହଁନ୍ତି କି ଆପଣଙ୍କ ପର୍ସରେ ପଇସା ରହୁ ତେବେ ସବୁଠାରୁ ପ୍ରଥମେ ଆପଣଙ୍କ ସେହି ପର୍ସରୁ ଫଟାଫଟି ନୋଟ୍ ସବୁ ବାହାର କରିଦିଅନ୍ତୁ, ଯାହା ଆପଣଙ୍କ ପାଇଁ କାମର ନଥିବ , ହଁ ଆଜ୍ଞା ଏମିତି କୁହାଯାଏ କି ଏହି କଟାଫଟା ନୋଟ୍ କାରଣରୁ ଆପଣଙ୍କ ପର୍ସରେ ସବୁବେଳେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ,ଯାହାକୁ ନେଇ ପଇସାର ଅଭାବ ଦେଖାଯାଏ , ଓ ଆର୍ଥିକ ଅସୁବିଧାର ଶିକାର ହୋଇଥାନ୍ତି ।

୨) ଏହା ଛଡା ଯଦି ଆପଣଙ୍କ ପର୍ସରେ କିଛି ଏମିତି କାଗଜ ରଖୁଛନ୍ତି ଯାହା ଫଟାଫଟି ହୋଇଥିବ ,ଓ କିଛି କାମର ହୋଇନଥିବ , ଓ ତାହା କେଉଁ କାରଣବଶତଃ ବାହାରିବା ଭୁଲିଯାଆନ୍ତି , ତେବେ ଏଥିରେ ଧନର ଦେବୀ ମା ଲକ୍ଷ୍ମୀ ନାରାଜ୍ ହୋଇଯାଆନ୍ତି , ଏବେ ଜାହିର୍ କଥା କି ଆପଣଙ୍କ ପର୍ସରେ ଏମିତି ଜିନିଷ ରଖିବେ ଯାହା ଆପଣଙ୍କ କେଉଁ କାମକୁ ନଥିବ ତେବେ ପର୍ସରେ ନକରାତ୍ମକ ପ୍ରଭାବ ପଡିବା ଶୁନିଶ୍ଚିତ , ଯାହାର ପ୍ରଭାବ ଆପଣଙ୍କ ଆମଦାନୀ ଉପରେ ବି ପଡିଥାଏ,  ଏଥିପାଇଁ ପର୍ସରେ କିଛି ଏମିତି ଜିନିଷ ରଖନ୍ତୁ ନାହିଁ , ଯାହା ଆପଣଙ୍କ କାମରେ ନଥିବ ।

୩) କିଛି ଲୋକ ଏମିତି କହିପାରିବା କି ବହୁତ ସାରା ଲୋକ ନିଜ ପର୍ସରେ କେଉଁ ନା କେଉଁ ଦେବୀଦେବତାଙ୍କ ଫଟୋ ନିଶ୍ଚିତ ରଖନ୍ତି, କିନ୍ତୁ ଆପଣଙ୍କୁ କହିଦେବୁ କି ଏହା ଭୁଲ୍ ଅଟେ,  ହଁ ଆଜ୍ଞା ଯଦି ଆପଣ ଏମିତି କରୁଛନ୍ତି ତେବେ ଏମିତି କରିବା ଭୁଲ୍, କାରଣ ପର୍ସରେ ଦେବୀଦେବତାଙ୍କ ଫଟୋ ରଖିବାପରିବର୍ତ୍ତେ ଯନ୍ତ୍ର ଫଟୋ ରଖିପାରିବେ , ହଁ ଆଜ୍ଞା ଯନ୍ତ୍ର ଫଟୋ ରଖିଲେ ଆପଣଙ୍କୁ ପଇସାର ବୃଦ୍ଧି ହେବ ।

ଆମେ ଆଶା କରୁଛୁ କି ଆମେ ଦେଇଥିବା ସୁଚନା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ , ଯାହା ବହୁତ କମ୍ ଲୋକ ଜାଣିଛନ୍ତି , ଆମେ ଆଶା କରିବୁ କି ଏହି ସୁଚନା ପଢିବାପରେ ଓ ଆପଣାଇବାପରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

Leave a Reply

Your email address will not be published. Required fields are marked *