June 28, 2025

Odia Express

Here, There and Everywhere

ଜାଣନ୍ତୁ କଣପାଇଁ “ତେରେ ଇସ୍କ ମେଁ ନାଚେଙ୍ଗେ” ଗୀତରେ ଡିଜେ ଲଗାଇକରି ଗାର୍ଲଫ୍ରେଣ୍ତ ବୟଫ୍ରେଣ୍ତର ଘରର ସାମ୍ନାରେ କରିଲେ ଡ୍ୟାନ୍ସ – ଆଉ ତାପରେ ଯାହା ହେଲା

ଏମିତି ଆପଣ ସୋସିଆଲ୍ ମିଡିଆରେ ବହୁତ ସାରା ଭିଡିଓ ଦେଖିଥିବେ । କିନ୍ତୁ ଆଜି ଯେଉଁ ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ , ତାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ , ହଁ ଆଜ୍ଞା ଏହି ଭିଡିଓ ଦେଖିକରି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି , ଏବେ କଣ କରିବା ଏହି ଭିଡିଓ ସେମିତି ମଜାଦାର୍ ହୋଇଛି, ଯାହାକୁ ବିନା ଦେଖି ଆପଣ ରହିପାରିବେ ନାହିଁ, ସେମିତି ଆପଣ ବହୁତଥର ଦେଖିଥିବେ କି କେଉଁ ଝିଅର ବୟଫ୍ରେଣ୍ତ ସହ ବ୍ରେକ୍ ଅଫ୍ ହୋଇଥିଲେ ତେବେ ସେ ବହୁତ କାନ୍ଦିଥାଏ , କିମ୍ବା ଚିଲ୍ଲାଇଥାଏ,  ଆଜି କାଲି ଦୁଇ ପ୍ରେମୀଙ୍କ ବ୍ରେକ୍ ଅପ୍ ହେବା ସବୁଦିନିଆ କଥା ହୋଇସାରିଛି, କିନ୍ତୁ ଅନୁଭୁତି ଅନୁଭୁତି ହିଁ ହୋଇଥାଏ,  ଏବେ ସେମିତି ଏହା ସତ ହେଉ କିମ୍ବା ମିଛ ।

କିନ୍ତୁ ଟିକିଏ ଭାବନ୍ତୁ କେଉଁ ଝିଅର ଯଦି ବ୍ରେକ୍ ଅଫ୍ ହୋଇଯିବ , ଓ ସେ ଡିଜେ ରେ ଡ୍ୟାନ୍ସ କରିବାକୁ ଲାଗେ ତେବେ ଆପଣଙ୍କ କଣ ପ୍ରତିକ୍ରିୟା ରହିବ ? ଏହି ନଜାରା କେଉଁ ଫିଲ୍ମରେ ନିଶ୍ଚିତ ଦେଖିଥିବେ , କିନ୍ତୁ ବାସ୍ତବରେ ଏମିତି ନଜାରା ବହୁତ କମ୍ ଦେଖିବାକୁ ମିଳେ , ଆଜି ଯେଉଁ ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ, ତାହା ମଜାଦାର୍ ନଜାରା ପରି ଲାଗିବ ,ଏହା ସବୁ ଶୁଣିବାକୁ ଅଜବ ଲାଗୁଥିବ , କିନ୍ତୁ ଏହା ଏକଦମ୍ ସତ ଅଟେ, ଆପଣଙ୍କ ପାଇଁ ଜଣେଇଦେବୁ କି ସବୁ ଭିଡିଓ ପରି ଏହି ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଏହି ଭିଡିଓ ରେ ଏକ ଗାର୍ଲଫ୍ରେଣ୍ତ ନିଜ ବୟଫ୍ରେଣ୍ତର ଘର ସାମ୍ନାରେ କିଛି ଏମିତି କାମ କରୁଛି , ଯାହାକୁ ଦେଖିକରି ଆପଣ ଆଶ୍ଚର୍ଯ୍ୟରେ ପଡିଯିବେ ।

ଏହା ସହ ଆମେ ଆପଣଙ୍କୁ କହିଦେବୁ କି ଏହି ଭିଡିଓ ଫେସବୁକ୍ ରେ ସନ୍ଦିପ ସେହ୍ୱାଗ ନାମକ ଏକ ୟୁଜର୍ ଅପଲୋଡ୍ କରିଥିଲେ,  ଏହା ଛଡା କ୍ୟାପ୍ସନ୍ ରେ ଲେଖିଥିଲେ କି ଭିଡିଓ ଗୁରୁଗ୍ରାମ ପଟୋଦିର ସହର ହେଲମଣ୍ତିର ଅଟେ, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଭିଡିଓରେ ପ୍ରେମିକା ମଦ ପିଇଛି, ଓ ଏକ ଦୁଃଖ ଗୀତରେ ନିଜ ବୟଫ୍ରେଣ୍ତ ଘର ଆଗରେ ଡିଜେ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛି, ଆପଣଙ୍କୁ ଜଣେଇଦେବୁ କି ଏହି ଭିଡିଓରେ ନଜର ଆସୁଥିବା ଏହି ଝିଅ ଜିନ୍ସ ଓ ଟପ୍ ପିନ୍ଦିଛି, ଓ ସେ ରାଜା ହିନ୍ଦୁ ସ୍ଥାନୀର ଫିଲ୍ମ ଗୀତରେ ନାଚୁଛି ।

ହଁ ଆଜ୍ଞା, ରାଜା ହିନ୍ଦୁସ୍ଥାନୀ ଫିଲ୍ମରେ ଅମୀର୍ ଖାଁ ଯେଉଁ ଗୀତରେ ନାଚୁଥିଲେ, ମାନେ ଏହି ଝିଅ ତେରେ ଇସ୍କ ମେଁ ନାଚେଙ୍ଗେ, ରେ ନାଚୁଛି, ଏହା ଛଡା ଏହି ଝିଅ ନିଶାରେ ଚୁତ୍ ହୋଇ ଡ୍ୟାନ୍ସ କରୁଛି, ତେବେ ଏହାକୁ ଦେଖିବାକୁ ବହୁତ ସଂଖ୍ୟକ ଲୋକ ଭିଡ ଜମା ହୋଇଯାଇଛି, ଏବେ ଜାହିର୍ କଥା ଯେବେ କେଉଁ ଝିଅ ନିଜ ହୃଦୟ ଭାଙ୍ଗିବା କଥା କହିବ ,ତେବେ ଲୋକେ ତାର୍ ନଜାରା ଦେଖିବାକୁ ନିଶ୍ଚିତ ଆସିବେ , କହିଦେବୁ କି ଲୋକେ ନା କେବଳ ଏହି ଭିଡିଓ ଦେଖୁଛନ୍ତି , ବର୍ଂ ସେୟାର୍ ବି କରୁଛନ୍ତି , ଏହା ସହ ୟୁଟ୍ୟୁବରେ ବି ଲକ୍ଷାଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି, ସେମିତି କିଛି ଲୋକ ନିଜ ହିସାବରେ ଏହି ଭିଡିଓରେ କମେଣ୍ଟ ବି କରିଛନ୍ତି , ଏବେ ଏହି ଭିଡିଓ ପ୍ରାମାଣିକ ରୁପରେ ପୃଷ୍ଟି ହୋଇନାହିଁ କି ଏହି ଭିଡିଓ କେଉଁଠିକାର ଅଟେ, ଓ ଏହା ସତ କି ନାହିଁ , କିନ୍ତୁ ଆପଣ ଏହି ମଜାଦାର୍ ଭିଡିଓ ତଳେ ଦେଖିପାରିବେ

Leave a Reply

Your email address will not be published. Required fields are marked *