ଆଜିର ୧୫ଟି ଓଡିଶା ର ସାଧାରନଜ୍ଞାନ ଭିତ୍ତିକ ପ୍ରଶ୍ନ ଉତ୍ତର – ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ କେଉଁଠାରୁ ବାହାରିଛି ? ଚତୁର ଲୋକ ସଠିକ ଉତ୍ତର ଦେବେ..
1 min readନମସ୍କାର ପାଠକ ବୃନ୍ଦ |ତେବେ ଆମକୁ ଖୁସି ଲାଗୁଚି ଯେ ଆପଣ ମାନେ ଆମର ଏହି ପ୍ରଶ୍ନ ଉତର କୁ ଖୁବ ଭଲ ପାଇବା ଦେବା ସହ ପସନ୍ଦ କରୁଛନ୍ତି |ତେବେ ଏହା ଦ୍ୱାରା ଆପଣଙ୍କ ଜ୍ଞାନ ବୃଦ୍ଧି ହେଉଛି |ତେବେ ଆଗାମୀ ଦିନରେ ଆମେ ଏଭଳି ନୂଆ ନୂଆ କଥା ଜାଣିବା ପାଇଁ ଆପଣଙ୍କ ପାଖରେ ପହଁଚିବୁ |କେତେବେଳେ ସାଧାରଣ ଜ୍ଞନ ତ କେବେ ଓଡିଶା କିଛି ପ୍ରଶ୍ନ ଉତ୍ତର ଆପଣଙ୍କ ପାଇଁ ନେଇ ଆସିବୁ |ତେବେ ଚାଲନ୍ତୁ ଆଜି ଓଡିଶା ବିଷୟରେ କିଛି ନୂଆ କଥା ଜାଣିରଖିବା
ପ୍ରଶ୍ନ ନମ୍ବର୍ ୦୧:-ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ କେଉଁଠାରୁ ବାହାରିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାଇପୁର।ଏହି ନଦୀ ଓଡ଼ିଶାର ଏକ ପ୍ରମୁଖ ନଦୀ,ଏହାର ଆୟତନ ୧୪,୧୬୦୦ କି.ମି ଆଉ ଏହାର ଲମ୍ବ ୮୫୮ କି.ମି।ଏହା ସମ୍ବଲପୁର,ବୋୖଦ୍ଧ,ଝାରସୁଗୁଡା,ଅନୁଗୁଳ ଓ କଟକ,ଜଗତସିଂହ ପୁର ଦେଇ ବଙ୍ଗୋପସାଗରରେ ପଡିଛି।
ପ୍ରଶ୍ନ ନମ୍ବର୍ ୦୨:-ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ନଦୀ କେଉଁ ନଦୀର ଶାଖା ନଦୀ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶଙ୍ଖ ଓ ସାଉଥ କୋଏଲ।ଏହାର ଲମ୍ବ ପ୍ରାୟ ୭୯୯ କି.ମି ଓ ଏହାର ଆୟତନ ୩୯୦୩୩ କି.ମି ଅଟେ।
ପ୍ରଶ୍ନ ନମ୍ଭର ୦୩:-ବୈତରଣୀ ନଦୀ କେଉଁ ପାହାଡ଼ରୁ ବାହାରିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋନାସିକା।ଏହି ନଦୀ ଚାନ୍ଦବାଲି ଧାମରା ମୁହାଣ ଦେଇ ବଙ୍ଗୋପସାଗରରେ ମିଶିଛି।ଏହାର ଲମ୍ବ ୩୬୦ କି.ମି।
ପ୍ରଶ୍ନ ନମ୍ବର୍ ୦୪:-ଋଷିକୂଲ୍ୟା ନଦୀ କେଉଁଠାରୁ ବାହାରିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦାରିଙ୍ଗବାଡି ହିଲ ଷ୍ଟେସନ।ଏହି ନଦୀ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଅଟେ।ଏହାର ଲମ୍ବ ପ୍ରାୟ ୧୬୫ କି.ମି ଓ ଆୟତନ ୭୭୦୦ ସ୍କୋୟାର କି.ମି ଅଟେ।
ପ୍ରଶ୍ନ ନମ୍ବର୍ ୦୫:-କୋଲାବ ନଦୀ କେଉଁ ଜିଲ୍ଲାରୁ ବାହାରିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋରାପୁଟ।ଏହି କୋଲାବ ନଦୀ ଓଡ଼ିଶାର ପ୍ରମୁଖ ନଦୀ,ଏହି ନଦୀ ସିଙ୍ଗାନର ପଶ୍ଚିମ ଘାଟ କୋରାପୁଟରୁ ବାହାରିଛି।
ପ୍ରଶ୍ନ ନମ୍ବର୍ ୦୬:-ବୁଢ଼ାବଳଙ୍ଗ ନଦୀ କେଉଁ ପର୍ବତରୁ ବାହାରିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶିମିଳିପାଳ।ଏହା ସିମିଳିପାଳରୁ ବାହାରି ମୟୁରଭଞ୍ଜ ଓ ବାଲେଶ୍ଵର ଦେଇ ବଙ୍ଗୋପସାଗରରେ ପଡିଛି।ଏହା ଦ୍ଵିତୀୟ ବୃହତ୍ତମ ନଦୀ ଭାବରେ ଜଣାଯାଏ,ଏହାର ଲମ୍ବ ୧୭୫ କି.ମି ଓ ଏହାର ଆୟତନ ୪୮୪୦ ସ୍କୋୟାର କି.ମି ଅଟେ।
ପ୍ରଶ୍ନ ନମ୍ବର ୦୭:-ସୁବର୍ଣ୍ଣରେଖା ନଦୀ କେଉଁ ରାଜ୍ୟରୁ ଓଡିଶାକୁ ବାହାରିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝାରଖଣ୍ଡ।ଏହା ଝାରଖଣ୍ଡର ପିସ୍କାନଗରିରୁ ବାହାରି ବାଲେଶ୍ଵର ଦେଇ ପଶ୍ଚିମବଙ୍ଗରେ ପଡିଛି। ଏହାର ଆୟତନ ୧୮,୯୫୧ ସ୍କୋୟାର କିଲୋମିଟର ଅଟେ ଆଉ ଏହାର ଲମ୍ବ ୩୯୫ କି.ମି ଅଟେ।
ପ୍ରଶ୍ନ ନମ୍ବର୍ ୦୮:-ଇନ୍ଦ୍ରାବତୀ ନଦୀ କେଉଁ ଜିଲ୍ଲାରୁ ପ୍ରବାହିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଳାହାଣ୍ଡି ।ଏହାର ଆୟତନ ୪୧,୬୬୫ସ୍କୋୟର କିମି ଓ ଏହାର ଲମ୍ବ ପ୍ରାୟ ୫୩୫ କି.ମି ଅଟେ।
ପ୍ରଶ୍ନ ନମ୍ବର ୦୯:-ନାଗାଵଳି ନଦୀ କେଉଁ ଜିଲ୍ଲାରୁ ପ୍ରବାହିତ ହୋଇଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଳାହାଣ୍ଡି।ଏହା ଉତ୍ତର ଆନ୍ଧ୍ରପ୍ରଦେସର ଏକ ପ୍ରମୁଖ ନଦୀ ଅଟେ।ଏହା ଲାଖବହାଲ ପୂର୍ବଘାଟରୁ ବାହାରି ବଙ୍ଗୋପସାଗରରେ ପଡିଛି।ଏହାର ଲମ୍ବ ୨୧୭ କି.ମି ଓ ଏହାର ଆୟତନ ଏହାର ଅନ୍ୟନାମ ଲାଙ୍ଗୁଲ୍ୟ।
ପ୍ରଶ୍ନ ନମ୍ବର୍ ୧୦:-ଅଂଶୁପା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟକ।ଏହାକୁ ଆକାଶରୁ ଦେଖିଲେ ଘୋଡାର ଖୁରା ସଦୃଶ ଦେଖାଯାଏ।ଏହା କଟକ ସହର ଠାରୁ ପ୍ରାୟ ୪୦ କି.ମି ଦୂରରେ ଅବସ୍ଥିତ।ଏହାର ଆୟତନ ୧୪୧ ହେକ୍ଟର,ଏହାର ଲମ୍ବ ୫ କି.ମି,ଏହାର ଉଚ୍ଚତା ୧.୬ କି.ମି।
ପ୍ରଶ୍ନ ନମ୍ବର୍ ୧୧:-ତମ୍ପରା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର:-ଏହାର ଉତ୍ତର ହେଲା ଗଞ୍ଜାମ,ଏହା ଗଞ୍ଜାମର ଛତ୍ରପୁର ଠାରେ ଅଛି।ଏହା ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳି ଭାବରେ ପ୍ରସିଦ୍ଧ।ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ବୋଟିଙ୍ଗ କରିବାର ସୁବିଧା ଅଛି।
ପ୍ରଶ୍ନ ନମ୍ବର୍ ୧୨:-ଚିଲିକା ହ୍ରଦ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଓଡିଶା।ଏହା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଛୁଇଁଛି।ଏହା ୧୧୬୫ ସ୍କୋୟାର କିଲୋମିଟର ବିଶିଷ୍ଟ ଓ ଏହାର ଲମ୍ବ ୬୪.୩ କି.ମି,ଏହାକୁ ପକ୍ଷୀ ବିହାର ମଧ୍ୟ କୁହାଯାଏ।ଆଉ ଏଠାକୁ ବିଭିନ୍ନ ଦେଶର ପକ୍ଷୀ ବୁଲିବାକୁ ଆସନ୍ତି।ଏହାକୁ ଲୁଣି ପାଣିର ହ୍ରଦ କୁହାଯାଏ।ଏହା ଭାରତର ଦ୍ଵିତୀୟ ବୃହତ୍ତମ ହ୍ରଦ ଅଟେ।
ପ୍ରଶ୍ନ ନମ୍ବର୍ ୧୩:-କାଞ୍ଜିଆ ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟକ।ଏହା ଭୁବନେଶ୍ବରର ନନ୍ଦନକାନ ଜୁରାଶିକାଲ ପାର୍କକୁ ଲାଗି କଟକ ଜିଲ୍ଲାରେ ଅବସ୍ଥିତ। ଏହାର ଆୟତନ ୧୦୫ ହେକ୍ଟର।ଏହା ଏକ ମଧୁର ଜଳ ବିଶିଷ୍ଟ ପ୍ରାକୃତିକ ହ୍ରଦ ଅଟେ।ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ବୋଟିଙ୍ଗ ସୁବିଧା ଅଛି।
ପ୍ରଶ୍ନ ନମ୍ବର୍ ୧୪:-ସର ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁରୀ।ଏହାର ଆୟତନ ୮୦୪ ସ୍କୋୟାର ଏକକ।ଏହା ଓଡ଼ିଶାର ଏକ ନିଳ ଜଳର ହ୍ରଦ ଅଟେ ଓ ଏହା ପୁରୀ ଜିଲ୍ଲାରେ ଅବସ୍ଥିତ।
ଏହା ଥିଲା କେତେକ ସଆଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।