February 2, 2025

Odia Express

Here, There and Everywhere

ଏହା ହେଲା ବ୍ରେନ୍ ଟ୍ୟୁମର୍ ହେବାର ସଙ୍କେତ , ଆପଣ ବି ଜାଣିନିଅନ୍ତୁ ବଞ୍ଚିଯିବ ଆପଣଙ୍କ ଜୀବନ…

ସେମିତି ମଣିଷ ଜୀବନରେ ଅସୁବିଧା ତ ଲାଗିରହିଥାଏ , କିନ୍ତୁ ଅସୁବିଧା ତ ତେବେ ହୋଇଥାଏ ଯେବେ ଏହି ଅସୁବିଧାରୁ ଲଢିପାରେ ନାହିଁ , ଏହି ସ୍ଥିତି ତେବେ ହୋଇଥାଏ ଯେବେ ତାଙ୍କୁ କିଛି ରୋଗ, କିମ୍ବା ଶାରରୀକ କଷ୍ଟ ହୋଇଥାଏ , ଆଜି ଆମେ ଆପଣଙ୍କୁ କିଛି ଏମିତି ବିଷୟ ନେଇକରି କିଛି କହିବାକୁ ଚାହୁଁଛୁ, ଯିଏ ଆପଣଙ୍କ ଜୀବନରେ ବହୁତ ଘାତକ ରୋଗ ହୋଇଥାଏ , ହଁ ଆଜ୍ଞା ଯଦି ଏହି ରୋଗକୁ ସଠିକ୍ ସମୟରେ ଚିକିତ୍ସା କରାଯାଇପାରିବ ନାହିଁ ତେବେ ମଣିଷ ମରିବା ତୟ ହୋଇଯାଏ , ଆମେ କଥା ହେଉଛୁ, ବ୍ରେନ୍ ଟ୍ୟୁମର୍ ର , ଆଜି ଆମେ ଆପଣଙ୍କୁ ଏହି ରୋଗ ସହ ଯୋଡି ହୋଇଥିବା କିଛି ଏମିତି କଥା କହିବାକୁ ଯାଉଛୁ , ଯାହା ଆପଣଙ୍କ ଲୋକଙ୍କର୍ ପାଇଁ ବହୁତ ଜରୁରୀ ହୋଇଥାଏ ।

ଏହା ତ ଆପଣ ଜାଣିଥିବେ କି ବ୍ରେନ୍ ଟ୍ୟୁମର୍ ବଡ ଖତରନାକ ରୋଗ ହୋଇଥାଏ , ଯଦି ଏହାର ସଠିକ୍ ସମୟରେ ପତ୍ତା ନ ଜଣାପଡେ ତେବେ ମଣିଷ ମରିବା ତୟ ହୋଇଥାଏ , ଯଦି ଏହି ରୋଗର ଚିକିତ୍ସା କଥା କରିବା ତେବେ ସର୍ଜରୀ ହିଁ ମୁଖ୍ୟ ଚିକିତ୍ସା ମାନାଯାଏ , କିନ୍ତୁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଏହା କି ଏହାର ପତ୍ତା ବି ସଠିକ୍ ସମୟରେ ଯଦି ଲାଗିଯିବ , ଏହାର ଚିକିତ୍ସା ପାଇବା ସଂମ୍ଭବ ଅଟେ, ଅନ୍ୟଥା ମଣିଷ ନିଜ ଜୀବନରେ ହାତ ଧୋଇବସିଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ବ୍ରେନ୍ ଟ୍ୟୁମର୍ କିଛି ପ୍ରାରମ୍ଭିକ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବାପରେ ଏହା ତୟ କରିପାରିବେ , କେଉଁଠି ବ୍ରେନ୍ ଟ୍ୟୁମର୍ ହୋଇନାହିଁ ତ ?

ତଳେ ଦିଆଯାଇଥିବା କିଛି ଲକ୍ଷଣ ଆପଣଙ୍କୁ ଦେଖାଗଲେ ତୁରନ୍ତ କେଉଁ ଡାକ୍ତର ସହ ଯାଞ୍ଚ ଓ ଉପଚାର୍ କରିନିଅନ୍ତୁ ।

୧) ଯଦି ଆପଣଙ୍କୁ ଟ୍ୟୁମର୍ ଆପଣଙ୍କ ଫ୍ରଂଟଲ ଲୋବରେ ଅଛି ତେବେ ଆପଣ ନିଜ୍ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରିବେ , ଏହି କାରଣରୁ ଗଣ୍ଠିରେ ହେବା ଦ୍ୱାରା ବ୍ୟକ୍ତି ଅଧିକା ରାଗୀ ଓ ଚିଡଚିଡା ହେବାକୁ ଲାଗେ ।

୨) ସେରିବେଲମ୍ ରେ ଟ୍ୟୁମର୍ ହେଲେ ବ୍ୟକ୍ତିର ମୁଭମେଣ୍ଟ ଓ ସନ୍ତୁଳନ ଆଦି ପ୍ରଭାବିତ ହେବାକୁ ଲାଗିଥାଏ , ସେ ନିଜ ଶାରରୀକ ସନ୍ତୁଳନ ମେନଟେଣ୍ଟ୍ କରିପାରେନାହିଁ ,

୩) ଯଦି ଟ୍ୟୁମର୍ ବ୍ୟକ୍ତିର ଟେମ୍ପୋରଲ୍ ଲୋବରେ ଅଛି , ତେବେ ତାକୁ କହିବାର ଅସୁବିଧା ଆସିଥାଏ , ଏହି ସ୍ଥିତିରେ ବ୍ୟକ୍ତି ଦ୍ୱାରା କୁହାଯାଇଥିବା କଥା ସାମ୍ନା ବାଲା ବୁଝି ହିଁ ପାରେ ନାହିଁ ଓ ତାକୁ ଅଚାନକ କହିବାର ଅସୁବିଧା ଆସିଥାଏ ।

୪) ବ୍ରେନ୍ ଟ୍ୟୁମର୍ ହେଲେ ଆଖିର ରଶ୍ମୀ ଥିରେ ଥିରେ କମ୍ ହେବାକୁ ଲାଗିଥାଏ । କେବେ କେବେ ଏହି ସମସ୍ୟା ଏତେ ବଢିଯାଏ କି ରଙ୍ଗ ଓ ଜିନିଷ ଚିହ୍ନିବା ମଣିଷ ପାଇଁ ମୁସକିଲ୍ ହୋଇଯାଏ , ଓ ଟ୍ୟୁମର୍ ବଢିବା ସହ ଆଖିକୁ ଝାପସା ଦେଖାଯାଏ ।

୫) ବ୍ରେନ୍ ଟ୍ୟୁମର୍ ହେଲେ ମଣିଷ ଅଧିକାଂଶ ସମୟରେ ବାନ୍ତି କରିଥାଏ , ଏହା ସମସ୍ୟା ଅଧିକାଂଶ ସକାଳ ସମୟରେ ହୋଇଥାଏ , ତାହାସହ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାବେଲେ ବି ବାନ୍ତିର ସମସ୍ୟା ଅନୁଭବ ହୋଇଥାଏ ।

ଯଦି ଆପଣଙ୍କୁ ଏଥିରୁ କିଛି ବି ଲକ୍ଷଣ ନିଜେ କିମ୍ବା ଆପଣଙ୍କ କେଉଁ ନିଜ ଲୋକଙ୍କ ମଧ୍ୟରେ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ସଂମ୍ପର୍କ କରନ୍ତୁ , କାରଣ ଟିକିଏ ବିଳମ୍ବ କରିଲେ ସମୟର ସାଥେ ସାଥେ ଟ୍ୟୁମର୍ ବି ବଢିଯୀବ , ଓ ଅନ୍ତତଃ ବ୍ୟକ୍ତିର ମୃତ୍ୟୁ ହୋଇପାରେ,  ଆମେ ଏହା ବି କହିଦେବୁ କି ସମୟରେ ଯାଞ୍ଚ କରିବାରେ ସମସ୍ୟା ଶେଷ ହୋଇପାରେ , ଓ ଏକ ସର୍ଜରୀ ପରେ ଆପଣ ଆଉଥରେ ଠିକ୍ ହୋଇପାରିବେ

Leave a Reply

Your email address will not be published. Required fields are marked *