ଜନ୍ମର ମାସରୁ ଜାଣନ୍ତୁ କେତେ ସୁନ୍ଦର ଓ ଭାଗ୍ୟ ଶାଳୀ ହୋଇଥାନ୍ତି ଝିଅମାନେ , ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ
ଆମର ସମାଜ ଓ ହିନ୍ଦୁ ଧର୍ମରେ ଦେଖିବାକୁ ଗଲେ ଜ୍ୟୋତିଷ୍ୟଶାସ୍ତ୍ରର ବହୁତ ମହତ୍ତ୍ୱ ଅଛି , କାରଣ ଆମ ଦେଶ ପ୍ରାଚୀନ କାଳରୁ ପୁଜା ପାଠ ଆଦିରେ ବିଶ୍ୱାସ ରଖିଥାଏ , ଏହି କାରଣରୁ ଆଜି ବି ଲୋକେ ସାଧୁ ସନ୍ଥଙ୍କ ଆଦିଙ୍କ ଉପରେ ଭରସା କରିଥାନ୍ତି । ସେମିତି ଦେଖିବାକୁ ଗଲେ ଆମର ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କାହାର ବି ଭବିଷ୍ୟ ବିଷୟରେ ବହୁତ କିଛି ଅନୁମାନ ଲଗାଇଯାଇପାରିବ, ଓ ଏହା ଛଡା ଆପଣ କେଉଁ ଝିଅର ଜନ୍ମର ମାସରୁ ସେହି ଝିଅର ଭାଗ୍ୟର ପତ୍ତା ଲଗାଇପାରିବେ , ଆପଣଙ୍କୁ କହିଦେବୁ କି ଏମିତି ମାନାଯାଏ କି ତାଙ୍କର ଜୀବନରେ ଗ୍ରହର ଚାଲିଚଳଣ ତାଙ୍କ ମୁତାବିକ ହୋଇଥାଏ , ଓ ଏହି କାରଣରୁ ସେ କେବେ କେଉଁ ଜିନିଷର ଅଭାବ ପାଆନ୍ତି ନାହିଁ , ଓ ଯାହା କିଛି ଚାହଁନ୍ତି ତାଙ୍କୁ ମିଳିଯାଏ , ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାସରେ ଜନ୍ମ ନେଇଥିବା ଝିଅ କେତେ ସୁନ୍ଦର ଓ ଭାଗ୍ୟଶାଳି ହୋଇଥାନ୍ତି ।
ଯଦି ଆମେ କଥା ହେବା ବର୍ଷର ପ୍ରଥମ ମାସ ମାନେ ଜାନୁୟାରି ମାସରେ ଜନ୍ମ ନେଇଥିବା ଝିଅଙ୍କର ତେବେ କହିବାକୁ ଚାହିଁବୁ କି ଜାନୁୟାରୀରେ ଜନ୍ମ ନେଇଥିବା ଝିଅ ବହୁତ ରୁପବତୀ ଓ ସୁନ୍ଦରୀ ହୋଇଥାନ୍ତି , ଓ ଏହା ସହ ପାଠପଢାରେ ବହୁତ କ୍ଷିପ୍ର ହୋଇଥାନ୍ତି , ଓ ସବୁବେଳେ ନିଜ ପରିଶ୍ରମର ଦମରେ ସଫଳତା ହାସିଲ୍ କରିଥାନ୍ତି , ସେମିତି ଆମେ ଯଦି କଥା ହେବା ଫେବୃୟାରୀ ମାସରେ ଜନ୍ମ ନେଉଥିବା ଝିଅଙ୍କର ବିଷୟରେ ତେବେ କହିଦେବୁ ଏମାନେ ବହୁତ ଭଲ ଓ ସୁନ୍ଦର ହୋଇଥାନ୍ତି
ସାଧାରଣତଃ ଏମାନେ ଯାହା ବି କରନ୍ତି ନିଜ ମନରୁ କରନ୍ତି , ଓ ଅଧିକାଂଶ କେବେ ଅନ୍ୟଙ୍କ କଥାକୁ ଧ୍ୟାନ ଦିଅନ୍ତି ନାହିଁ , ଏହା ଛଡା କହିଦେବୁ କି ଜୁଲାଇ ମାସରେ ଜନ୍ମ ନେଉଥିବା ଝିଅ ବହୁତ ସୁନ୍ଦର ହୋଇଥାନ୍ତି ତାହା ସହ ଭାଗ୍ୟଶାଳି ବି ହୋଇଥାନ୍ତି , ଆପଣଙ୍କୁ କହିବାକୁ ଚାହିଁବୁ କି ଏହି ମାସରେ ଜନ୍ମ ନେଇଥିବା ଝିଅ କିଛି ହିଁ ମାତ୍ର ସେକେଣ୍ତରେ କାହାକୁ ବି ଦ୍ୱିୱାନା ବନାଇବାର ଶକ୍ତି ରଖନ୍ତି ।
ଯେବେ କି ଏମିତି ଦେଖାଯାଇଛି କି ଅଗଷ୍ଟ ମାସରେ ଜନ୍ମ ନେଇଥିବା ଝିଅ ବହୁତ ସୁନ୍ଦର ଓ ଭାଗ୍ୟଶାଳୀ ହୋଇଥାନ୍ତି , ଦେଖାଯାଇଛି କି ଏମାନଙ୍କ ଚଞ୍ଚଳ ହାବଭାବ ସମସ୍ତଙ୍କ ହୃଦୟ ଜିତିନେଇଥାଏ, ଓ ସବୁଠାରୁ ଖାସ୍ କଥା ଏହା କି ଏମାନେ ଲଭ୍ ମ୍ୟାରେଜ୍ କରିବାକୁ ପସନ୍ଦ କରନ୍ତି , କଥାର ଆଡରେ ଏମାନେ ଚଞ୍ଚଳ ସ୍ୱଭାବର ହୋଇଥିବାରୁ ଏମାନଙ୍କର ଲଭ୍ ଆଫେୟାର୍ସ ଅଧିକା ହୋଇଥାଏ , କିନ୍ତୁ ସବୁଠାରୁ ଖାସ୍ କଥା ଏମାନେ ଅଧିକା ଭାଗ୍ୟଶାଳୀ ହୋଇଥାନ୍ତି, ଏମାନଙ୍କୁ ନିଜ ପ୍ରେମୀ ସହ ବିବାହ କରିବାର ମଉକା ମିଳିଯାଏ , ଯେଉଁମାନଙ୍କୁ ପ୍ରାୟତଃ ମିଳିପାରେ ନାହିଁ
ଯଦି କଥା ହେବା ଅକ୍ଟୋବର ମାସରେ ଜନ୍ମ ନେଇଥିବା ଝିଅଙ୍କର ବିଷୟରେ ତେବେ ଆପଣଙ୍କୁ କହିଦେବୁ କି ଏହି ମାସରେ ଜନ୍ମ ନେଇଥିବା ଝିଅ ସ୍ୱଭାବରୁ ଟିକିଏ କ୍ରୋଧୀ ହୋଇଥାନ୍ତି , କିନ୍ତୁ ହୃଦୟରୁ ସଫା ହୋଇଥାନ୍ତି , ଓ କେବେ କାହାର ଖରାପ ଚିନ୍ତାଧାରା କରନ୍ତି ନାହିଁ , ଦେଖିବାରେ ଓ ଆଚାର ବିଚାରରେ ଦୁହେଁ ହିଁ ଏମାନେ ସୁନ୍ଦର ଓଭାଗ୍ୟଶାଳୀ ମାନାଯାଆନ୍ତି , ଏମିତି କୁହାଯାଏ କି ଯେବେ କେଉଁ ବ୍ୟକ୍ତି ଏମାନଙ୍କୁ ଦେଖେ ଖାଲି ଦେଖିକରି ଦ୍ୱିୱାନା ହୋଇଯାଏ ।