June 27, 2025

Odia Express

Here, There and Everywhere

ଆପଣଙ୍କ ହାତର ଛୋଟ ଆଙ୍ଗୁଠିରେ ଲୁଚି ରହିଛି ବହୁତ ସାରା ରହସ୍ୟ, ଜାଣିବେ ତ ଚକିତ ହୋଇଯିବେ ଆପଣ

ବହୁତଥର ଏମିତି ହୋଇଥାଏ କି ଆମେ କେଉଁ ବ୍ୟକ୍ତିକୁ ଦେଖାକରୁ ଓ ଭାବିବାକୁ ପଡିଯାଉ କି ଏହି ବ୍ୟକ୍ତିର ସ୍ୱଭାବ କିପରି ହୋଇଥିବ , ଆମେ ସେହି ବ୍ୟକ୍ତିକୁ ବନ୍ଧୁତା କରିବାକୁ ଚାହୁଁ କିନ୍ତୁ ଏହି କଥାର ଦୁବିଧାରେ ପଡିଯାଉ କି ସେ ବ୍ୟକ୍ତି ଭରସା ଲାୟକ ଅଟେ କି ନାହିଁ , ଆପଣଙ୍କ ଏହି ସମସ୍ୟାର ସମାଧାନ ଜ୍ୟୋତିଷ୍ୟ ବିଦ୍ୟା ଦ୍ୱାରା କରାଯାଇପାରିବ,  ଜ୍ୟୋତିଷ୍ୟ ବିଦ୍ୟା ଦ୍ୱାରା ଆପଣ କେଉଁ ବିଶେଷ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିପାରିବେ , ଏତିକି ନୁହେଁ ବିଦ୍ୟା ଆପଣଙ୍କୁ ସେ ବ୍ୟକ୍ତିର ଜୀବନଶୈଳୀ ବିଷୟରେ ବହୁତ କିଛି କହିପାରେ ।

ଏବେ ପର୍ଯ୍ୟନ୍ତ ଆପଣ ହସ୍ତରେଖା ଜ୍ୟୋତିଷ୍ୟ ବିଷୟରେ ବହୁତ କିଛି ପଢିଥିବେ , ଉଦାହରଣ ପାଇଁ ହାତରେ ହୋଇଥିବା ଜୀବନରେଖା ଆୟୁର ବିଷୟରେ ସୁଚନା ଦେଇଥାଏ , ହୃଦୟରେଖା ଆପଣଙ୍କ ପ୍ରେମ ସଂବନ୍ଧ କଥାକୁ ଉଜାଗର କରିଥାଏ,  ସେମିତି ମସ୍ତିଷ୍କ ରେଖା ଆପଣଙ୍କ କ୍ୟାରିୟର ଶିକ୍ଷା ବିଷୟରେ ଭବିଷ୍ୟବାଣୀ କରିଥାଏ, କିନ୍ତୁ ବହୁତ କମ୍ ଲୋକ ଏହି କଥା ଜାଣିଛନ୍ତି କି ହାତର ରେଖା ନୁହେଁ ବରଂ ଆଙ୍ଗୁଠି ବି ବ୍ୟକ୍ତିର ବହୁତ ସାରା ରହସ୍ୟ ଉପରୁ ପର୍ଦା ଉଠାଇପାରେ , ଆଜି ଆମେ ଆପଣଙ୍କୁ କହିବୁ କେଉଁ ବି ବ୍ୟକ୍ତିର ହାତର ଆଙ୍ଗୁଠିରୁ ଆପଣ ତାଙ୍କ ବିଷୟରେ କିପରି ଜାଣିପାରିବେ ।

୧) ଯେଉଁ ବ୍ୟକ୍ତିର ହାତର ସବୁଠାରୁ କନିଷ୍କା ଆଙ୍ଗୁଠି ଆଗ ଆଡକୁ ମୁନିଆଁ ହୋଇଥାଏ , ସେହି ବ୍ୟକ୍ତି ଦିମାଗ କମ୍ୟୁଟର୍ ପରି ତେଜ୍ ହୋଇଥାଏ , ସେ ବ୍ୟକ୍ତି ବହୁତ ବୁଦ୍ଧିମାନ ବି ହୋଇଥାଏ , ଓ ତାର ମେମୋରୀ ପାୱାର୍ ଅନ୍ୟ ଲୋକଙ୍କର ତୁଳନାରେ ଅଧିକା ହୋଇଥାଏ ।

୨) ଯଦି ବ୍ୟକ୍ତିର ହାତର ଆଙ୍ଗୁଠି ଲମ୍ବାରେ ସାମାନ୍ୟ ଅଛି ତେବେ ବୁଝିଯିବେ କି ଏମିତି ଲୋକ ପରିଶ୍ରମୀ ଓ ଦକ୍ଷତାର ବଳରେ ଆଗକୁ ବଢନ୍ତି , ଏହି ଲୋକଙ୍କର ପରିବାର ଓ ସମାଜରେ ଉଚିତ୍ ମାନ ସମ୍ମାନ ହାସିଲ୍ ହୋଇଥାଏ ,

୩) ଯେଉଁ ଲୋକଙ୍କର ହାତର ଛୋଟ ଆଙ୍ଗୁଠି ଅନ୍ତିମ ସୀରା ଚକୋର୍ ହୋଇଥାଏ,  ସେ ଲୋକ ବହୁତ ଭାବିଚିନ୍ତି ଚାଲିଥାନ୍ତି, ଏମାନଙ୍କ ଭାବନା ବହୁତ ଦୂର ଯାଏଁ ହୋଇଥାଏ , ଏହି ଲୋକ ସବୁବେଳେ ଅନ୍ୟଙ୍କ ଠାରୁ ଦୁର ପାଦ ଆଗୁଆ ରୁହନ୍ତି, ଓ ବହୁତ ଦକ୍ଷତାପୁର୍ଣ୍ଣ ବ୍ୟକ୍ତିତ୍ୱ ହୋଇଥାନ୍ତି

୪) ଯଦି କେଉଁ ବ୍ୟକ୍ତିର ହାତର ଆଙ୍ଗୁଠି ସାମାନ୍ୟରୁ ଅଧିକା ଲମ୍ବା ଅଛି ତେଏବ୍ ବୁଝିଯିବେ କି ଏହି ଲୋକ ଅଧିକା ଚାଲାକ୍ ହୋଇଥାନ୍ତି , ଲୋକଙ୍କୁ ଜଣାଇବି ନଥାନ୍ତି ଓ ଏମାନେ ନିଜ ଚାଲ୍ ଚଲାଇଦିଅନ୍ତି ।

୫) ଯଦି କେଉଁ ବ୍ୟକ୍ତିର ହାତର ଆଙ୍ଗୁଠି ସବୁଠାରୁ ଛୋଟ ଆଙ୍ଗୁଠି ତେଢା ଅଟେ , ତେବେ ବୁଝୀଯିବେ କି ବ୍ୟକ୍ତିର ଜୀବନରେ ବହୁତଥର୍ ଅସଫଳତା ଲାଗିଛି, ଓ ଏଥିରେ ସେ କଥା ନୁହେଁ କି ଏକ ଯୋଗ୍ୟ ବ୍ୟକ୍ତି ଓ ଦକ୍ଷତାପୁର୍ଣ୍ଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ

Leave a Reply

Your email address will not be published. Required fields are marked *