June 27, 2025

Odia Express

Here, There and Everywhere

“ତାରେଁ ଜମିନ୍ ପର୍” ଫିଲ୍ମରେ ଇଶାନ୍ ଙ୍କ ଅଭିନୟ କରିଥିବା ଏହି ନିରିହ ଛୁଆ ଏବେ ଦେଖାଯାଉଛି ଏତେ ହ୍ୟାଣ୍ତସମ୍ କି ଚିହ୍ନିପାରିବ ନାହିଁ – ବଡ ହିରୋ ମଧ୍ୟ ତାଙ୍କ ଆଗେ ଫେଲ..

୨୦୧୦ ରେ ଆମର ବଲିଉଡ୍ ର ଲୋକପ୍ରିୟ ଅଭିନେତା ଅମୀର୍ ଖାନ୍ ଙ୍କ ପ୍ରଡକ୍ସନ୍ ରେ ତିଆରି ହୋଇଥିବା ଫିଲ୍ମ ତାରେଁ ଜମିନ୍ ପର୍ ଆପଣ ସମସ୍ତେ ମନେ ରଖିଥିବ , ନିଜ ଜମାନାରେ ସୁପରହିଟ୍ ଫିଲ୍ମ ହୋଇଥିଲା, ଏହାକୁ ଆୱାର୍ଡ ଦ୍ୱାରା ସମ୍ମାନିତ ବି କରାଯାଇଥିଲା,  ଦର୍ଶକମାନେ ବି ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ , ବୋଧେ କେଉଁ ଲୋକ ଥିବ ଯିଏ କି ଏହି ଫିଲ୍ମ ଦେଖିନଥିବ , ସାମାଜିକ ମୁଦ୍ଧାରେ ଏଇ ଫିଲ୍ମକୁ ଲୋକଙ୍କ ମସ୍ତିଷ୍କରେ ଏକ ଗଭୀର ଦୃଷ୍ଟିପାତ କରିଥିଲା ।ଫିଲ୍ମରେ ଦେଖାଯାଇଥିଲା କି କିପରି ଏକ ଛୁଆକୁ ପାଠପଢିବାରେ ଅସୁବିଧା ହେଉଛି ଓ ତାର ମା ବାପା ତାର ପ୍ରୋବ୍ଲେମ୍ ନ ବୁଝି ତାକୁ ହଷ୍ଟେଲ୍ ପଠାଇଦେଉଛନ୍ତି , ହଷ୍ଟେଲ୍ ଯାଇକରି ଛୁଆଙ୍କ ମନୋବଳ କମ୍ ହୋଇଯାଏ , ଓ ସେ ପୁରା ଭାବେ ଖୁସିରେ ରହିପାରନ୍ତି ନାହିଁ , ଅମିର୍ ଖାନ୍ ଙ୍କ ଦ୍ୱାରା ନିର୍ଦ୍ଧେଶିତ ଫିଲ୍ମ ତାରେଁ ଜମିନ୍ ପର୍ ଲୋକଙ୍କ ଦ୍ୱାରା ବହୁତ ପ୍ରଶଂସା ପାଇଥିଲା ଏହି ଫିଲ୍ମରେ ଅମିର୍ ଖାନ୍ ମୁଖ୍ୟ ଭୁମିକାରେ ନଜର ଆସିଥିଲେ,  ଅମିର୍ ଖାନ୍ ଏହି ଫିଲ୍ମରେ ପ୍ରଡୁସର୍ ବି ଥିଲେ , ଏହିଫିଲ୍ମରେ ଯେଉଁ ଛୋଟ ଛୁଆ ଇଶାନ୍ ଥିଲା ତାର ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।

ଆଜି ଆମେ ଏହି ଛୁଆ ବିଷୟରେ କହିବାକୁ ଯାଊଛୁ ଯାହାକି ଏବେ ବହୁତ ବଡ ହୋଇସାରିଛି, ଓ ବହୁତ ହ୍ୟାଣ୍ତସମ୍ ଦେଖାଯାଉଛି, ଆସନ୍ତୁ ଜାଣିବା ଏହି ଛୁଆ ବିଷୟରେ,  ଫିଲ୍ମ ତାରେଁ ଜମିନ୍ ପର୍ ଛୋଟ ଛୁଆ ଇଶାନ୍ ଅଭିନୟ କରିଥିବା ଏହି ଛୁଆର ଅସଲି ନାଁ ଦର୍ଶୀଲ୍ ସଫାରୀ ଅଟେ,  ଏବେ ସେ ଭାରତୀୟ ଅଭିନେତା ରୁପରେ ଜଣାଯାଉଛନ୍ତି , ସେ ଫିଲ୍ମ ତାରେଁ ଜମିନ୍ ପର୍ ଛଡା ବମ୍ ବମ୍ ବୋଲି ଛଡା ଆହୁରି ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମ ରିଲିଜ୍ ହେବାର ପ୍ରାୟ ୧୦ ବର୍ଷ ହୋଇସାରିଛି କିନ୍ତୁ ଏହି ଫିଲ୍ମ ଏବେ ବି ସେତିକି ପସନ୍ଦ କରାଯାଉଛି ଯାହା ୧୦ ବର୍ଷ ପୁର୍ବରୁ ଥିଲା, ଫିଲ୍ମରେ ଅନ୍ୟ କଳାକାର ଙ୍କ ଇଶାନ୍ ଅବସ୍ଥି ଅଭିନୟ ନିଭାଉଥିବା ଦର୍ଶୀଲ୍ ସଫାରୀଙ୍କ ଲୁକ୍ ଏହି ୧୦ ବର୍ଷରେ ବହୁତ ବଦଳିଯାଇଛି, ଏବେ ସେ ଆଉ ନିରିହ ଛୁଆ ହୋଇକି ନାହାନ୍ତି , ଓ ଏବେ ତାଙ୍କୁ ଦେଖିଲେ ଚିହ୍ନିପାରିବା ବି ମୁସକିଲ୍ ହୋଇଯୀବ । ଏବେ ଦର୍ଶୀଲ୍ ପୁର୍ବ ଅପେକ୍ଷା ଅଧିକା ସ୍ମାର୍ଟ ଓ ହ୍ୟାଣ୍ତସମ୍ ଦେଖିବାକୁ ଲାଗୁଛନ୍ତି , ତାରେଁ ଜମିନ୍ ପର୍ କରିବାପରେ ଦର୍ଶିଲ୍ ଆଉ କେହି ଫିଲ୍ମରେ ନଜର ଆସିନଥିଲେ,  କିଛି ବର୍ଷ ପୁର୍ବରୁ ଛୋଟ ପର୍ଦାର ରିୟାଲିଟି ଶୋ ଝଲକ୍ ଦିଖ୍ ଲାଜା ରେ ଜଣେ ପ୍ରତିଯୋଗୀ ରୁପରେ ନଜର ଆସିଥିଲେ

ଏହି ଶୋ ଦେଖିବାପରେ ଜଣାପଡିଲା କି ଦର୍ଶୀଲ୍ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ଡ୍ୟାନ୍ସର୍ ବି ଅଟନ୍ତି , ସେ ଛୁଆ ବେଲରୁ ହିଁ ଗୀତ ଗାଇବା ଓ ଡ୍ୟାନିଙ୍ଗ୍ କରିବାର୍ ସଉକ ରଖିଥିଲେ, ଏହି ଶୋ କରିବାପରେ ଦର୍ଶିଲ୍ କିଛି ସମୟ୍ ପାଇଁ ଟିଭିରେ ନଜର ଆସିନଥିଲେ । ଆପଣଙ୍କୁ କହିଦେବୁ କି ଦର୍ଶୀଲ୍ ସଫାରୀଙ୍କ ଜନ୍ମ ୧ ମାର୍ଚ୍ଚ ୧୯୯୭ କୁ ହୋଇଥିଲା , ଦର୍ଶୀଳ୍ ବହୁତ ସାରା ଟିଭି ସିରିଆଲ୍ ଓ ରିୟାଲିଟି ଶୋରେ କାମ କରିସାରିଛନ୍ତି , ଯାହାକି ତାରକ୍ ମେହେଟ୍ଟା କା ଉଲଟା ଚଷମା, ଝଲକ୍ ଦିଖ୍ ଲାଜା, ସିଜିନ୍ ୫ , ଲଗେ ରହୋ ଚାଚୁ, ଓ ୟେ ହୈ ଆଶିକି ଅଟେ , ଦର୍ଶୀଲ୍ ସଫାରୀଙ୍କ ବାପାଙ୍କ ନାଁ ମିତେଶ୍ ସଫାରୀ ଅଟେ, ଓ ମାଙ୍କ ନାଁ ଶୀତଲ୍ ସଫାରୀ ଅଟେ,  ତାଙ୍କୁ ତାରେଁ ଜମିନ୍ ପର୍ ପାଇଁ କ୍ରିଟିକ୍ସ ଆୱାର୍ଡ ଫର୍ ବେଷ୍ଟ ଅଭିନେତା ବି ମିଳିଛି

ନିଜ ଏକ ଇଣ୍ଟରଭ୍ୟୁରେ ଦର୍ଶୀଲ୍ କହିଥିଲେ କି ତାଙ୍କ ରୁଚି ଗୀତ ଗାଇବା, ଡ୍ୟାନ୍ସିଙ୍ଗ୍ , ଏକ ବିଜନେସ୍ ମ୍ୟାନ୍ ହେବାରେ ଅଛି କିମ୍ବା ଜ୍ୱେଲାରୀ ଡିଜାଇନିଙ୍ଗ୍ ରେ ଅଛି , କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଦର୍ଶୀଲ୍ ଜଲଦି ହିଁ ବଡ୍ ପର୍ଦାରେ ଧମାକାଦାର୍ ଏଣ୍ଟ୍ରି କରିବେ , ସେ ନିଜ ଅପକମିଙ୍ଗ୍ ଫିଲ୍ମ କ୍ୱିକି ରୁ ବଲିଉଡ୍ ରେ ଫେରିବେ ।

ଆପଣଙ୍କୁ କହିଦେବୁ କି ଫିଲ୍ମ କ୍ୱିକିର ପୋଷ୍ଟର୍ ରିଲିଜ୍ ହୋଇସାରିଛି, ପୋଷ୍ଟରରେ ଦର୍ଶୀଲଙ୍କୁ ଚିହ୍ନିବା ଟୀକିଏ ମୁସକିଲ୍ ଲାଗୁଛି  ସେ ବହୁତ ହ୍ୟାଣ୍ତସମ୍ ଓ କ୍ୟୁଟ୍ ଲାଗୁଛନ୍ତି , ଆପଣଙ୍କୁ ଏହା ବି କହିଦେବୁ କି ଫଟୋ ଦେଖିବାପରେ ଆପଣ ଫଟୋରେ ଯେଉଁ ଝିଅ ଦେଖୁଛନ୍ତି ସେ ତାଙ୍କ ସାଙ୍ଗ ଅନୁସ୍କା ସେନ୍ ଅଟନ୍ତି

Leave a Reply

Your email address will not be published. Required fields are marked *