February 5, 2025

Odia Express

Here, There and Everywhere

ଏକ ବିବାହିତ ମହିଳା ପାଇଁ ଏହି କଥାଗୁଡିକ ଜାଣିବା ବହୁତ ଜରୁରୀ ଅଟେ ,ସ୍ୱାମୀର ସଂମ୍ପତ୍ତିରେ ସ୍ତ୍ରୀକୁ ମିଳେନାହିଁ ମାଲିକାନାର ହକ୍..

କୁହନ୍ତି କି ବିବାହ ପରେ ସ୍ୱାମୀ ସ୍ତ୍ରୀ ସବୁ ଜିନିଷରେ ବରାବର୍ ହକଦାର୍ ହୋଇଥାନ୍ତି , କିନ୍ତୁ ବାସ୍ତବରେ ଏମିତି କିଛି ହୋଇନଥାଏ , ଆଜି ଆମେ ଆପଣଙ୍କୁ ସ୍ୱାମୀ ସ୍ତ୍ରୀ ସଂବନ୍ଧ ସହ ଯୋଡି ହୋଇଥିବା ତଥ୍ୟ ବିଷୟରେ କହିବାକୁ ଯାଊଛୁ , ଯାହାକୁ ଜାଣିବାପରେ ନିଶ୍ଚିତ୍ ଭାବେ ଆପଣ ବି ସମାଜକୁ ଯିବେ ଯାହାକୁ ବହୁତ ମାମଲାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କିଛି ଏମିତି ଜିନିଷ ହୋଇଥାଏ , ଯାହା ଦୁହେଁ ବରାବରର ଭାଗିଦାରୀ ହୋଇନଥାଏ , ଆଜି ଆମେ ଆପଣଙ୍କୁ ମହିଳାଙ୍କ କିଛି ଅଧିକାର ବିଷୟରେ କହିବାକୁ ଯାଊଛୁ , ଯାହା ଜାଣିବା ବହୁତଜରୁରୀ ହୋଇଥାଏ, ଯାହା ବହୁତ୍ ଆବଶ୍ୟକ ହୋଇଥାଏ।ଆପଣଙ୍କୁ କହିଦେବୁ କି ଇନ୍ଦୋର ହାଇକୋର୍ଟର ଅଧିବକ୍ତା ସଞ୍ଜୟ ମେହେରା ଏହି ବିଷୟରେ ବିସ୍ତାରରେ କହିଥିଲେ କି ସ୍ୱାମୀର ସଂମ୍ପତ୍ତି ଉପରେ ସ୍ତ୍ରୀର କୌଣସି ମାଲିକାନା ହକ୍ ରହିନଥାଏ, ସ୍ୱାମୀ ନିଜ ଦ୍ୱାରା ଅର୍ଜିତ କରାଯାଇଥିବା ସଂମ୍ପତ୍ତି ଯାହାକୁ ଚାହିଁବେ ସେ ଦେଇପାରିବେ

ଏହି ବିଷୟରେ ଆଉ ଏକ କଥା ଆସେ କି ଯଦି କେଉଁ କାରଣ ବଶତ୍ଃ ସ୍ୱାମୀର ମୃତ୍ୟୁ ଅଚାନକ ବିନା ସଂମ୍ପତ୍ତି ଦାନ ରେ ହୋଇଯାଏ , ତେବେ ସେହି ସମୟରେ ସ୍ତ୍ରୀ ସ୍ୱାମୀ ନିଜ ସ୍ୱାମୀ ଦ୍ୱାରା ଅର୍ଜିତ୍ ସଂମ୍ପତ୍ତିର ଦାବି କରିପାରେ,  କିନ୍ତୁ ଏହା କହିବା ଭୁଲ୍ ହେବ କି ସ୍ୱାମୀର ସଂମ୍ପତ୍ତିରେ ସ୍ତ୍ରୀର ମାଲିକାନା ହକ୍ ହୋଇଥାଏ,  ଏହା ଛଡା ସ୍ୱାମୀ ସ୍ତ୍ରୀର ହକ୍ ସହ ଯୋଡି ହୋଇଥିବା ଆଉ କିଛି ଜାଣିବା ଆପଣଙ୍କ ପାଇଁ ଜରୁରୀ । କହିଦେବୁ କି ସେମିତି ଗୋଟେ ସ୍ତ୍ରୀକୁ ତାର ସ୍ୱାମୀର ସଂମ୍ପତ୍ତି ମାଲିକାଣା ହକ୍ ମିଳିପାରିବ ନାହିଁ , କିନ୍ତୁ ଏହା ଛଡା କିଛି ଏମିତି ଅଧିକାର ଅଛି ଯାହା ଏକ ସ୍ତ୍ରୀ ପାଖରେ ରହିଥାଏ , ସେଥିରୁ କିଛି ଅଧିକାର ବିଷୟରେ ଆଜି ଆମେ କହିବାକୁ ଯାଊଛୁ

ବିବାହ ପରେ ଏକ ସ୍ତ୍ରୀ ପାଖରେ ଅଧିକାର ହୋଇଥାଏ କି ତାର ଭରଣପୋଷଣ ତାର ସ୍ୱାମୀ କରୁ , ଏକ ମହିଳାର କେହି ବି ହକ୍ ଛଡାଇପାରିବ ନାହିଁ କହିଦେବୁ କି ଯେବେ ଗୋଟେ ସ୍ତ୍ରୀ ନିଜ ସ୍ୱାମୀର ଘର ଛାଡିକରି ନିଜ ସ୍ୱାମୀର ଘରକୁ ଆସିଥାଏ, ତେବେ ଭରଣପୋଷଣ ସବୁ ଦାୟିତ୍ୱ ତାହାର ସ୍ୱାମୀର ହୋଇଥାଏ,  ଯଦି କେଉଁ କାରଣରୁ ସ୍ୱାମୀ ଏମିତି କରିବାପାଇଁ ମନା କରେ ତେବେସ୍ୱାମୀର ବିପକ୍ଷରେ ସେ ଅଭିଯୋଗ ଆଣିପାରିବ

ସ୍ୱାମୀର ମୃତ୍ୟୁ ପରେ ତାହାର ସଂମ୍ପତ୍ତି ସ୍ତ୍ରୀର ହକ୍ ରେ ମିଳିଥାଏ,  ଏହା ତେବେ ସଂମ୍ଭବ ଯେବେ ସ୍ୱାମୀ ପୁର୍ବରୁ ସଂମ୍ପତ୍ତି ପ୍ରସ୍ତୁତ କରିନଥିବ, ସ୍ୱାମୀ ଚାହିଁଲେ ନିଜ ସଂମ୍ପତ୍ତି ସ୍ତ୍ରୀର ନାଁ ଦେଇପାରିବ, ଓ ନାହିଁ ବି , ମାନେ ପୁରା ଭାବେ ସ୍ୱାମୀ ଉପରେ ଏହା ନିର୍ଭର୍ କରେ , ସେ ନିଜ ସଂମ୍ପତ୍ତିରେ ନିଜ ସ୍ତ୍ରୀକୁ ମାଲିକାନା ହକ୍ ଦେବାକୁ ଚାହୁଁଛି କି ନାହିଁ , ଯଦି କେଉଁ କାରଣ ବଶତଃ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଯାଏ , ଓ ଦୁହେଁ ଅଲଗା ଅଲଗା ରହିବାକୁ ଲାଗନ୍ତି , ଏବେ ଏମିତି ସ୍ଥିତିରେ ସ୍ତ୍ରୀ ନିଜ ଭରଣପୋଷଣ ପାଇଁ ସ୍ୱାମୀକୁ ଗୁଜୁରାଣ ଚଲାଇବାପାଇଁ କିଛି ଦାବି କରିପାରେ,  ଓ ଏହା ପାଇଁ ସ୍ୱାମୀ ମନା କରିପାରିବ ନାହିଁ , ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡପତ୍ରର ମାମଲା ଚାଲୁଛି ତେବେ ସ୍ତ୍ରୀର ଏହା ହକ୍ ହୋଇଥାଏ କି ସେ ନିଜ ଭରଣପୋଷଣ ପାଇଁ ସବୁ ମାସରେ ଏକ ରାଶିର ଦାବି ନିଜ ସ୍ୱାମୀ ଉପରେ କରିପାରିବ ।

Leave a Reply

Your email address will not be published. Required fields are marked *