June 23, 2025

Odia Express

Here, There and Everywhere

ରାତିରେ ଶୋଇବା ପୂର୍ବରୁ ପ୍ରଥମେ ବାଳରେ ଲଗାନ୍ତୁ ଭ୍ୟାସଲିନ୍ ସହ ଏହି ଦୁଇଟି ଜିନିଷ, ପରିଣାମ ଦେଖିକରି ରହିଯିବେ ଚକିତ

ସାଧାରଣତଃ ଭ୍ୟାସନିଲ୍ ବ୍ୟବହାର ଲୋକେ ଥଣ୍ତାଦିନରେ ନିଜ ସ୍କିନ୍ କୁ ସଫ୍ଟ କରିବାପାଇଁ କରିଥାନ୍ତି , ଏମିତିରେ ଥରେ ଆପଣଙ୍କ ମନରେ ଏହି କଥା ଆସୁଥିବ କି ଭ୍ୟାସଲିନ୍ କିଏ ବାଳରେ କିପରି ଲଗାଇବ ଆଜି ଆମେ ଆପଣଙ୍କୁ ଭ୍ୟାସଲିନ୍ କୁ ବାଳରେ ପ୍ରୟୋଗ କରିବାର ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ପରେ ବାଳରେ ଯେଉଁ ପରିବର୍ତ୍ତନ ହେବ ତାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଆଜିକାଲି କର୍ମବ୍ୟସ୍ତ ଜୀବନରେ କାହାପାଖରେ ଏତେ ସମୟ ନଥାଏ ଯାହା ସଠିକ୍ ଭାବେ ବାଳ ଓ ସ୍କିନ୍ ର ଧ୍ୟାନ ରଖିପାରିବ , ଏହାର ପରିଣାମ ଏହା ହୋଇଥାଏ ଯାହା ବାଳକୁ ଡ୍ରାଇ, ଓ ଦୁଇ ମୁହାଁ ହୋଇକରି ଛିଡିଯାଏ , ଆଜି ଆମେ ଉପାୟ କହିବାକୁ ଯାଊଛୁ ଯାହା କରିବାପରେ ଏହି ସମସ୍ୟାରୁ ମୁକ୍ତି ମିଳିବ ।

ବାଳର ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ବାଳର ସମସ୍ୟା କଣ ପାଇଁ ହୋଇଥାଏ ଏହା ବିଷୟରେ ଜାଣିବା ଜରୁରୀ, ସାଧାରଣତଃ ବାଳ ସହ ଯୋଡି ହୋଇଥିବା ସବୁ ସମସ୍ୟା କେବଳ ଭୁଲ୍ ଖାଦ୍ୟପେୟ, ଅନିମିୟତିତ ଲାଇଫ୍ ଷ୍ଟାଇଲ୍ ଓ ପ୍ରଦୁଷଣ କାରଣରୁ ହୋଇଥାଏ,  ଲୋକେ ସାଧାରଣତଃ ବାଳର ସମସ୍ୟାରୁ ମୁକ୍ତି ପାଇବାପାଇଁ ଫାଷ୍ଟ ୱାର୍ଡ ତରିକାରେ ବାହାର କରିବାକୁ ଚାହୁଁଛନ୍ତି , ଏଥିପାଈଁ ବାଳର ସମସ୍ୟା ସହ ଯୋଡି ହୋଇଥିବା କେମିକାଲ୍ ଯୁକ୍ତ ପ୍ରଡକ୍ଟ ବଜାରରେ ମିଳିଥାଏ , ତାହାର ବ୍ୟବହାର ନିଜ ବାଳକୁ ସୁନ୍ଦର ବନାଇବାପାଇଁ କରିଥାନ୍ତି , ଆପଣଙ୍କୁ କହିଦେବୁ କି ବଜାରରେ ଏମିତି ବହୁତ ପ୍ରଡକ୍ଟ ମିଳେ ଯାହା କେମିକାଲ୍ ମିଶା ହୋଇଥାଏ , ଯାହାର ସାଇଡ୍ ଇଫେକ୍ଟ ସହଜରେ ଜଣାପଡିଯାଏ , ଆପଣଙ୍କୁ ସ୍କିନ୍ ସଫ୍ଟ କରିବାକୁ ହେଲେ ଭ୍ୟାସେଲିନ୍ ପ୍ରୟୋଗ ବାଳକୁ ସୁନ୍ଦର ବନାଇବାପାଇଁ କରିପାରିବେ , ଏହା ଦ୍ୱାରା ବାଳ ସୁନ୍ଦର ଓ ଚମକଦାର୍ ହୋଇଯିବ ।

ସବୁଠାରୁ ପ୍ରଥମେ ଆପଣଙ୍କୁ ଜାଣିବା ବହୁତଆବଶ୍ୟକ ଅଟେ କି ଭ୍ୟାସେଲିନ୍ ପ୍ରୟୋଗ ଯଦି ଆପଣ ନିଜ ବାଳରେ କରନ୍ତି ତେବେ ଏଥିରେ ଆପଣଙ୍କ ବାଳ ନରମ ହେବା ସହ ଘନ ଓ କଳା ହୋଇଯାଏ, ଏବେ ଆପଣ ବୁଝିପାରୁଥିବେ କି ଆମେ ଭ୍ୟାସେଲିନର ପ୍ରୟୋଗ କଣ ପାଇଁ କରିବା, ଆପଣଙ୍କୁ କହିଦେବୁ କି ବାଳ ଦୁଇ ମୁହାଁ ହେବାର ମୁଖ୍ୟ କାରଣ ତାହା ଡ୍ରାଇ ରହିବା , ଓ ନା ଦୁଇ ମୁହାଁ ବାଳ ଯୋଗୂଁ ହୋଇଥାଏ , ବାଳରେ ଭ୍ୟାସଲିନ୍ ପ୍ରୟୋଗ ବାଳର ନେରିଶ୍ କରିଥାଏ , ଓ ତାହା ସଫ୍ଟ ଓ ସିଲକି କରିଥାଏ,  ଭ୍ୟାସେଲିନ୍ ର ବ୍ୟବହାର ବାଳରେ କରିଲେ

ସବୁଠାରୁ ପ୍ରଥମେ ଆପଣଙ୍କୁ ଏକ ଗିନାରେ ଦୁଇ ଚାମଚ ନଡିଆର ତେଲ, ଅଧା ଚାମଚ ଭ୍ୟାସଲିନ୍ ଓ ଏକ ଭିଟାମିନ୍ ଇ କ୍ୟାପସୁଲ୍ କାଟୀକରି ମିଶାଇଦିଅନ୍ତୁ, ଏହି ତିନିଟି ଜିନିଷ ମାତ୍ରା ବାଳର ଲମ୍ବା ଅନୁସାରେ କମେଇ ବଢେଇ ପାରିବେ , ଏହି ତିନିଟି ଜିନିଷ ଭଲ ଭାବେ ମିଶାଇଦେବେ ଓ ରାତିରେ ଶୋଇବା ବାଳର ଜଡରେ ନେଇକରି ବାଳର ଟିପ୍ ପର୍ଯ୍ୟନ୍ତ ଲଗାଇଦିଅନ୍ତୁ , ପୁରା ରାତି ସେମିତି ଲାଗିକରି ଛାଡିଦିଅନ୍ତୁ , ଓ ସକାଳୁ ଉଠିକରି ଗାଧୋଇବା ସମୟରେ ବାଳକୁ ସ୍ୟାମ୍ପୁରେ ଧୋଇନିଅନ୍ତୁ, ଏମିତି କିଛି ସପ୍ତାହ କରିବାପରେ ଫରକ ନଜର୍ ଆସିବ,  ସୁନ୍ଦର ଓ ଲମ୍ବା ବାଳପାଇଁ ଏହି ହୋମ୍ ରେମେଡି ଙ୍କୁ ଥରେ କରି କି ଦେଖନ୍ତୁ  ଏହା ବାଳକୁ ପୁର୍ବ ଅପେକ୍ଷା ସୁନ୍ଦର ନଜର ଆସିବାକୁ ଲାଗିବ

Leave a Reply

Your email address will not be published. Required fields are marked *