June 27, 2025

Odia Express

Here, There and Everywhere

ଅକ୍ଟୋବର ମାସରେ ଏହି ଛଅଟି ରାଶିର ଲୋକଙ୍କର ବଦଳିବାର ଅଛି ଭାଗ୍ୟ, ଦେଖିନିଅନ୍ତୁ ଆପଣଙ୍କ ରାଶି ନାହିଁ ତ ଏଥିରେ ସାମିଲ୍..

1 min read

ଜ୍ୟୋତିଷ୍ୟଶାସ୍ତ୍ରକୁ ମାନିଲେ ସବୁ ମଣିଷ ଜୀବନରେ ଗ୍ରହର ଦଶା ଓ ନକ୍ଷତ୍ରର ବହୁତ ମହତ୍ତ୍ୱ ରହିଥାଏ , ଲୋକଙ୍କର ଜୀବନରେ କିଛି ଘଟିଥାଏ ତେବେ ଏହାର ସିଧା ସଂବନ୍ଧ ତାଙ୍କ ଗ୍ରହ ନକ୍ଷତ୍ର ଓ ରାଶିର ଆଧାରରେ ହୋଇଥାଏ , ଏହା ତ ସମସ୍ତେ ଜାଣିଛନ୍ତି କି ରାଶିର ସଂଖ୍ୟା ୧୨ ଟି ଅଟେ,  ଅକ୍ଟୋବର ମାସରେ ଶନିଦେବଙ୍କ ପ୍ରକୋପ କିଛି ରାଶି ଉପରେ ଭଲ ପଡିବାର ନାହିଁ , ସେମିତି ଛଅଟି ରାଶି ଅଛି ଯାହାଙ୍କ ଜୀବନରେ ଆରାମ ଓ ସଫଳତା ପ୍ରଦାନ କରିବ,  ଯାହାର କଳ୍ପନା ସେନ୍ ନିଜେ ବି କରିନଥିବେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ଯାହାଙ୍କର ଅକ୍ଟୋବର ମାସରେ ଭାଗ୍ୟ ବଦଲିବାର ଆଶଙ୍କା ଅଛି ।

୧) ମେଷ ରାଶି- ଆପଣଙ୍କୁ କହିଦେବୁ କି ଏହି ରାଶି ଉପରେ ଶନିଦେବଙ୍କ ମହିମାର୍ ପ୍ରଭାବ ବହୁତ୍ ଖାସ୍ ଭାବେ ପଡିବାର ଅଛି, ଶନିଦେବଙ୍କ କୃପାରୁ ଏହି ରାଶିର ଜୀବନରେ ଆସୁଥିବା ସମୟରେ ବହୁତ ଉନ୍ନତି ସହ ବିଜନେସ୍ ରେ ଉନ୍ନତି ଦେଖାଦେଉଛି , ଓ କାରୋବାରରେ ବି ଖାସ୍ କରି ଅବସର ମିଳିବ , ଏଇ ରାଶିର ଲୋକଙ୍କର ଧନ ପ୍ରାପ୍ତି ବି ଯୋଗ ହେଉଛି, ଓ ତାହା ସହ ଯେଉଁ ଲୋକ ଚାକିରି ପେଶାରେ ଅଛନ୍ତି , ତାଙ୍କୁ ଚାକିରିରେ ଉନ୍ନତି ମିଳିବ ।

୨) ମିଥୁନ ରାଶି- ଏହି ରାଶିର ଲୋକଙ୍କ ପାଇଁ ଅକ୍ଟୋବର ମାସ ବହୁତ ଭଲରେ କଟିବାର ଦେଖାଯାଉଛି, ଖାସ୍ କରି ଯେଉଁମାନେ ବିଜନେସ୍ ଘାଟାରେ ଯାଉଛନ୍ତି ସେମାନଙ୍କୁ ଏହି ମାସରେ ଲାଭଦାୟକ ବିଜନେସ୍ ମିଳିବ,  ଓ ବିଜନେସ୍ ରେ ଉନ୍ନତି ହେବ , ଏହାଛଡା ପାରିବାରିକ ରୁପରେ ବି ଉନ୍ନତି ବୃଦ୍ଧି ହେବ ।

୩) ତୁଳା ରାଶି- ଏହି ରାଶିର ଲୋକଙ୍କ ପାଇଁ ଶନିଦେବଙ୍କ୍ ଅପାର କରୁଣା ରହୁଥିବାରୁ ତାଙ୍କୁ ସବୁ କ୍ଷେତ୍ରରେ ସୁଖଦ ସମାଚାର ମିଳିପାରିବ , ଯଦି ବିଜନେସ୍ କିମ୍ବା ସେୟାର୍ ମାର୍କେଟ୍ ରେ ପଇସା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ମାସରେ ତାଙ୍କ ପାଇଁ ଫାଇଦାଦାୟକ୍ ରହିବ , ସବୁ କାର୍ଯ୍ୟରେ ଲାଭଜନକ ରହିବେ , ଯାହାପାଇଁ ସେ ଏତେ ଦିନ ହେବ ଚିନ୍ତିତ ଥିଲେ,  ସମୟ ଅନୁକୁଳ ବି ରହିବ ।

୪) ବିଛା ରାଶି- ଏହି ରାଶିର ଉପରେ ଶନିଦେବଙ୍କ ଅପାର କୃପାରୁ ଏହି ମାସରେ ପ୍ରେମ ସଂବନ୍ଧି ବିଷୟରେ ବିଜୟଲାଭ କରିବେ , କହିବାର ଅର୍ଥ ଏହା କି ଯଦି ଆପଣ କାହାକୁ ଭଲ୍ ପାଉଛନ୍ତି କିମ୍ବା କେଉଁ କାରଣରୁ ସ୍ତ୍ରୀ ସହ ଝଗଡା ହୋଇଯାଇଛି ତେବେ ଚିନ୍ତା କରନ୍ତୁ ନାହିଁ ଜଲଦି ହିଁ ଏହି ସମସ୍ୟାର ସମାଧାନ ଶନିଦେବ ନିଜେ କରିବେ,  ଏହା ଛଡା ଏହି ରାଶିର ଲୋକେ ନିଜ ବଡ ବୟସ୍କଙ୍କ ସହ ମିଳାମିଶା ବଢିବ , ଓ ନୁଆ ରୋଜଗାରର ଅବସର ପ୍ରାପ୍ତି ହେବ ।

୫) ମକର ରାଶି- ଏହି ମାସରେ ମକର ରାଶିର ଲୋକଙ୍କ ପାଈଁ ବହୁତ ହିଁ ବଢିଆ ରହିବ,  ଏହି ରାଶିର ଲୋକେ ଗତ କିଛି ସମୟରୁ ଯେଉଁ ସବୁ ଅସୁବିଧାର ସାମ୍ନା କରୁଥିଲେ ତାହା ଏବେ ସମାଧାନ ହୋଇଯିବ,  ଓ ସବୁ କ୍ଷେତ୍ରରେ ସଫଳତାର ପ୍ରାପ୍ତି ହେବ , ଏହି ରାଶିର ଲୋକେ ସବୁ କ୍ଷେତ୍ରରେ ପଜେଟିଭ୍ ଖବର ପାଇବେ , ଓ ନିଜ ପରିବାର ଲୋକଙ୍କ ସହ ବି ଭଲ ସମୟ୍ ଅତିବାହିତହେବ ।

୬)କୁମ୍ଭ ରାଶି- ଏହି ରାଶି ଉପରେ ଶନିଦେବଙ୍କ ବିଶେଷ କୃପା ବୃଷ୍ଟି ହେବ , ଏବେ ଏହି ରାଶିର ଉପରେ ନିଜ କ୍ୟାରିୟର୍ ଓ କରିଥିବା ପରିଶ୍ରମର ଫଳ ପାଇବାର ସମୟ ଆସିଯାଈଛି, ଶନିଦେବଙ୍କ କୃପାରୁ ଆସୁଥିବା ମାସ କୁମ୍ଭ ରାଶିର ଜାତକର ଜୀବନରେ କିଛି ଏମିତି ହେବ ଯାହା ସେ କେବେ କଳ୍ପନା କରିନଥିବେ,  ଏହି ରାଶିର ଲୋକେ ନିଜ ପରିଶ୍ରମର ଫଳ ପାଇବାପାଇଁ ଅପେକ୍ଷା କରିବାକୁ ହେବ , କେହି ବି ଚାହିଁଲେ ତାଙ୍କ ଆସୁଥିବା ଖୁସିର ମୁହୁର୍ତ୍ତକୁ ଛଡାଇନେଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *