June 27, 2025

Odia Express

Here, There and Everywhere

ଯଦି ଆପଣଙ୍କୁ ରାତିରେ ଲାଇଟ୍ ଲଗାଇକରି ଶୋଇବାର ଅଛି ଅଭ୍ୟାସ ତ ଥରେ ପଢିନିଅନ୍ତୁ ଏହି ଖବର

ରାତିରେ ଶୋଇବା ସମୟରେ ସବୁଠାରୁ ବଡ ଅଭ୍ୟାସ ହେଲା ଲାଇଟ୍ କୁ ଅଫ୍ କରି ଅନ୍ଧାରରେ ଶୋଇବା,  ଏମିତି ଲୋକେ ଏଥିପାଇଁ କରନ୍ତି କାରଣ ଅନ୍ଧକାରରେ ନିଦ ଭଲ ଆସିଥାଏ, ବହୁତ ଲୋକ ଏମିତି ଅଛନ୍ତି ଯାହାଙ୍କୁ ରାତିରେ ଲାଇଟ୍ ଅଫ୍ ନକରି ଅନ୍ କରି ଶୋଇବା ଅଭ୍ୟାସ ଅଛି , ଆଜି ଆମେ ଏହି ପୋଷ୍ଟରେ ଲାଇଟ୍ ଅନ୍ କରି ଶୋଇବାର କିଛି ପରିଣାମ ବିଷୟରେ କହିବାକୁ ଯାଊଛୁ, ଯାହା ପରେ ଲୋକେ ରାତିରେ ଲାଇଟ୍ ଅନ୍ କରି ଶୋଇବାର ଅଭ୍ୟାସ ଥିଲେ ନିଶ୍ଚିତ ଥରେ ଭାବିବେ , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।ଆଜିକାଲିର୍ କର୍ମବ୍ୟସ୍ତ ଜୀବନ ମଧ୍ୟରେ ବହୁତ ଆବଶ୍ୟକ ଅଟେ କି କମ୍ ସେ କମ୍ ଲୋକେ ରାତିରେ ଭଲ ନିଦ୍ରାରେ ଶୋଇପାରନ୍ତୁ , ଏକ ଭଲ ନିଦ ପାଇଁ ଜରୁରୀ ହୋଇଥାଏ ରାତିରେ ରୁମର ଲାଇଟ୍ ଅଫ୍ କରି ଶୋଇବେ  କିନ୍ତୁ ବଡ ବଡ ସହରରେ ଯଦି କଥା କହିବା ସେଠାରେ ପ୍ରାୟତଃ ଲୋକେ ରାତିରେ ଶୋଇବା ସମୟରେ ନିଦରେ ଅସୁବିଧା ଆସିଯାଏ

ଏହାର କାରଣ ହୋଇଥାଏ ସେମାନେ ଯେତେ ବି ଲାଇଟ୍ ଅଫ୍ କରି ଶୋଇବାକୁ ଚେଷ୍ଟା କଲେ ବି ବାହାର ଲାଇଟ୍ ତାଙ୍କୁ ହଇରାଣ କରିଥାଏ,  ଏବେ ଆପଣ ନିଜେ ଏହି କଥାର ଅନ୍ଦାଜା ଲଗାଇପାରିବେ , ଯେବେ ଲାଇଟ୍ ଅଫ୍ କରି ଶୋଇବାପରେ ଲୋକଙ୍କ ନିଦ ଭାଙ୍ଗିଯାଏ , ସେମିତି ଲୋକଙ୍କ କଣ ଅବସ୍ଥା ହେଉଥିବ, ଯେଉଁ ଲୋକ ରାତିରେ ଲାଇଟ୍ ଲଗାଇକରି ଶୁଅନ୍ତି ,ଗତ ଦିନରେ କାନାଡାର ବେକୋବେର୍ ରେ ୬୮ ତମ ଆମେରିକାନ୍ ଏକାଡେମୀ ଅଫ୍ ନ୍ୟୁରୋଲୋଜି ର ଜଣେ ବୈଜ୍ଞାନିକ ମୋରିସ୍ ଓହିୟନ୍ କହିଲେ କି ଆଜିକାଲି ଆମର ସମାଜରେ ୨୪ ଘଣ୍ଟା କାମ କରୁଥିବା ପରି ହୋଇଯାଇଛି, ଯାହାର କାରଣରୁ ରାତିରେ ଆମ ପାଖରେ ଆଲୁଅ ରହିଯାଏ , ଯାହା ଆମ ନିଦକୁ ହଇରାଣ କରିଥାଏ, ସେ କହିଲେ କି ଏହା ଏକ ବଡ ଚିନ୍ତାର ବିଷୟ ଅଟେ , କାରଣ ଏହା ଆମର ନିଦକୁ ଭାଙ୍ଗିଦିଏ , ଯାହା ଦ୍ୱାରା ଏହା ଆମର ସ୍ୱାସ୍ଥ୍ୟ୍ ଉପରେ ବି ପ୍ରଭାବ ପକାଇଥାଏ ।

ଆପଣଙ୍କୁ କହିଦେବୁ କି କାହାର ନିଦ ପୁରା ନହୋଇପାରିବା କାରଣରୁ ତାଙ୍କୁ ହାର୍ଟ ଆଟାକ୍ ଓ ବ୍ଲଡ୍ ପ୍ରେସର୍ ସମସ୍ୟା ଆସିପାରେ , କାନ୍ଦାରେ କରାଯାଇଥିବା ଶୋଧ ଅନୁସାରେ ଜଣାପଡିଲା କି ଗାଁରେ ରହୁଥିବା ଅଧିକାଂଶ ଲୋକଙ୍କ ତୁଳନାରେ ସହରରେ ରହୁଥିବା ଲୋକ ନିଦ୍ରାରେ ବେଶୀ ହଇରାଣ ହୁଅନ୍ତି , କାରଣ ସହରରେ ୨୪ ଘଣ୍ଟା ଲୋକ କାମ କରିଥାନ୍ତି , ଓ ଏହି କାରଣରୁ ଷ୍ଟ୍ରିଟ୍ ଲାଇଟ୍ ଓ ସୋସାଇଟିରେ ସିକ୍ୟୁରିଟି କାରଣରୁ ଲାଇଟ୍ ଗୁଡିକ ଜଳିଥାଏ

ଯେଉଁ ଲୋକ ଲାଇଟ୍ ଜଳାଇକରି ଶୁଅନ୍ତି ତାଙ୍କୁ ନିଦ ନହେବାର ଅସୁବିଧା ହୋଇଥାଏ , ଯାହାଦ୍ୱାରା ତାଙ୍କ ପରବର୍ତ୍ତିଦିନ ପୁରା ମାନ୍ଦାରେ କଟିଥାଏ , ଏଥିପାଇଁ ରାତିରେ ଶୋଇବା ସମୟରେ ଲାଇଟ୍ ଅଫ୍ କରି ଶୁଅନ୍ତୁ, ଓ ଚେଷ୍ଟା କରନ୍ତୁ କି ଆପଣଙ୍କ ବେଡ୍ ରୁମ୍ ରେ ରାତିକୁ କେଉଁ ଲାଇଟ୍ ଆସୁନଥିବ,  ଆଜିକାଲି ଅଧିକାଂଶ ଲୋକ ନିଦସହ ଯୋଡି ହୋଇଥିବା ଅସୁବିଧାରେ ଗ୍ରସିତ ଅଛନ୍ତି , ଯାହାର ସିଧା ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

Leave a Reply

Your email address will not be published. Required fields are marked *