June 23, 2025

Odia Express

Here, There and Everywhere

ସିରିଆଲ୍ ଯୋଦ୍ଧା ଆକବର୍ ରେ ଯୋଦ୍ଧା ଅଭିନୟ କରିଥିବା ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ଦେଖିଲେ ହେବନାହିଁ ବିଶ୍ୱାସ, ଦେଖନ୍ତୁ ତାଙ୍କର ବଦଳିଥିବା ରୁପ…

ଜି ଟିଭିରେ ଆସୁଥିବା ଏକତା କପୁରଙ୍କ ଲୋକପ୍ରିୟ ସିରିଆଲ୍ ଯୋଦ୍ଧା ଆକବର୍ ତ ଆପଣଙ୍କୁ ନିଶ୍ଚିତ ମନେ ଥିବ , ଏହି ସିରିଆଲ୍ ରେ ଯେଉଁ ଅଭିନେତ୍ରୀ ଯୋଦ୍ଧା ବାଇ ଅଭିନୟ କରିଥିଲେ,  ସେ ସୁନ୍ଦରୀ ପରିଧି ଶର୍ମା ଥିଲେ,  ଏହି ସିରିଆଲ୍ ରେ ପରିଧି ଆକବର ଭୁମିକା ନେଇଥିବା ରଜତ୍ ଟୋକସ୍ ଙ୍କ ସହ ନଜର ଆସିଥିଲେ,  ଯୋଦ୍ଧା ଆକବର୍ ରୁପରେ ଦୁହେଁ ଯୋଡିଙ୍କୁ ଦର୍ଶକ ବହୁତ ପ୍ରେମ ଦେଇଥିଲେ,  ଓ ଆଜି ଜି ଟିଭିରେ ଏହି ଶୋ ଏକ ନମ୍ବର ସ୍ଥାନରେ ଅଛି, ଏହି ସିରିଆଲ୍ ରେ ଯୋଦ୍ଧା ବାଇ ରୁପରେ ଅଭିନେତ୍ରୀ ପରିଧି ଶର୍ମା କେଉଁଠି ଦେଖିଦେଲେ ଆପଣ ଚିହ୍ନିପାରିବେ ନାହିଁ କି ସେ ପ୍ରକୃତରେ ପରିଧି ଶର୍ମା ବୋଲି ।

ଯୋଦ୍ଧା ଆକବର ଏକତା କପୁରଙ୍କ ଦ୍ୱାରା ନିର୍ମିତ ଏହି ସିରିଆଲ୍ ୨୦୧୩ ରେ ପ୍ରସାରଣ କରାଯାଈଥିଲା, ଏହି ସିରିଆଲ୍ ରେ ପରିଧି ଶର୍ମା ଙ୍କୁ ଲୋକେ ଯୋଦ୍ଧା ନାଁରେ ଜାଣିବାକୁ ଲାଗିଲେ,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ୧୯୮୭ ରେ ଜନ୍ମନେଇଥିବା ପରିଧି ଶର୍ମାଙ୍କୁ ଯେତେ ଲୋକପ୍ରିୟତା ଏହି ସିରିଆଲ୍ ରୁ ମିଳିଛି , ତାଙ୍କର ଅନ୍ୟ କେଉଂ ସିରିଆଲ୍ ରୁ ଏହା ମିଳିନି, ଏବେ ତାଙ୍କର ଲକ୍ଷାଧିକ ସଂଖ୍ୟାରେ ଫ୍ୟାନ୍ ଫଲୋଇଙ୍ଗ୍ ଅଛି । କହିଦେବୁ କି ପରିଧି ଏବେ ବିବାହ କରିସାରିଲେଣି , ଓ ତାଙ୍କର ଜଣେ ପୁଅ ବି ଅଛି , ଏତିକି ନୁହେଁ ପରିଧି ବିବାହର ଏକ ବର୍ଷ ପରେ କେଉଁ ସିରିଆଲ୍ ରେ ନଜର ଆସିନଥିଲେ,  ଓ ସେ ନିଜ ପୁଅକୁ ଜନ୍ମଦେବାପରେ ବହୁତ ମୋଟା ବି ହୋଇଯାଇଥିଲେ

ପରିଧି ଶର୍ମା ଯୋଦ୍ଧା ଆକବରଙ୍କ ଛଡା ରୁକ୍ ଜାନା ନହିଁ, ଓ କୋଡ୍ ରେଡ୍ ପରି ସିରିଆଲ୍ ରେ କାମ କରିଥିଲେ,  କିନ୍ତୁ ଦର୍ଶକଙ୍କ ମଧ୍ୟରେ ଯୋଦ୍ଧାଙ୍କ ଅଭିନୟ ଲୋକପ୍ରିୟ ହୋଇଥିଲା, ଏବେ ସେ ସେମିତି ଟିଭି ଦୁନିଆଁରୁ ଦୁରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନରେ ନିଜ ପୁଅ ଓ ସ୍ୱାମୀଙ୍କ ସହ ସୁଖଦ ଜୀବନ ଅତିବାହିତ କରୁଛନ୍ତି , କିନ୍ତୁ ତାଙ୍କ ଫ୍ୟାନ୍ସଙ୍କୁ ଏବେ ତାଙ୍କ ଫେରିବାର ଅପେକ୍ଷା ରହିଛି, କହିଦେବୁ କି ଏକତାଙ୍କ ସିରିଆଲ୍ ରେ କାମ କରୁଥିବା ଯେତେ ବି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ସେ କେବେ ନା କେବେ ଫେରିକରି ତାଙ୍କ ସହ ଆଉଥରେ ସିରିଆଲ୍ କରିଥାନ୍ତି , ଏଥିପାଇଁ ଦର୍ଶକଙ୍କୁ ଓ ପରିଧିଙ୍କ ପ୍ରଶଂସକଙ୍କୁ ସେ ଦିନର ଅପେକ୍ଷା ଅଛି ଯେବେ ସେ ଲୋକପ୍ରିୟ ସିରିଆଲ୍ ର ଭାଗ ନେବେ ।

ଏବେ ପରିଧି କହନ୍ତି କି ଏବେ ବିବାହପରେ କିଛି ସମୟଯାଏଁ ଟିଭି ଦୁନିଆଁରୁ ଦୁରେଇବା ଭଲ, କାରଣ ଏବେ ତାଙ୍କ ପୁଅ ବହୁତ ଛୋଟ ଅଛି,  ଓ ତାଙ୍କର ପ୍ରାଧ୍ୟାନ୍ୟ ଏବେ ତାଙ୍କ ପୁଅ ଅଟେ,  ସେ ନିଜ ପୁରା ସମୟ ନିଜ ପୁଅକୁ ଦେଉଛନ୍ତି , ଏହା ଛଡା ପରିଧି ଶର୍ମା ଏହା ବି କହିଲେ କି ଅଭିନୟ ସହ ତାଙ୍କର ପ୍ରଥମ ଭଲ ପାଇବା ରହିବ, ଏବେ ସେ କିଛି ସମୟ ନିଜ ବ୍ୟକ୍ତିଗତ ଜୀବନ ସହ୍ ଦେବାକୁ ଚହୁଁଛନ୍ତି , ଓ ପୁଅ ବଡ ହୋଇସାରିଲାପରେ ସେ ଆଉଥରେ ସିରିଆଲ୍ ରେ ଫେରିବେ ।

Leave a Reply

Your email address will not be published. Required fields are marked *