June 27, 2025

Odia Express

Here, There and Everywhere

ନିଜ ଘରକୁ ବାସ୍ତୁଦୋଷରୁ ଦୂରରେ ରଖିବା ପାଇଁ କରନ୍ତୁ ଏହି କାମ, ଦୋଷ ଦୂର ହେବ ସହ ଘରକୁ ଚାଲି ଆସିବ ଖୁସି..

ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ ସବୁ ମଣିଷ ଘର ବନାଇବା ପୁର୍ବରୁ ପ୍ରଥମେ ଏହି କଥା ଧ୍ୟାନ ରଖିବା ଉଚିତ୍ କି ଘର ବାସ୍ତୁଦୋଷରୁ ମୁକ୍ତ ଥିବ , ଯେଉଁ ଲୋକ ଜ୍ୟୋତିଷ୍ୟଶାସ୍ତ୍ରରେ ବିଶ୍ୱାସ ରଖନ୍ତି , ସେମାନଙ୍କ ମାନିବା କଥା କି ଘରେ ସବୁବେଳେ ବାସ୍ତୁର ନିୟମ ପାଳନ କରି ଘର ତିଆରି କରିବା ଉଚିତ୍ , ଏଥିରେ ଘରେ ପଜେଟିଭ୍ ଏନର୍ଜୀ ଆସିଥାଏ , ଓ ଘର ବାସ୍ତୁ ମୁକ୍ତ ହୋଇଯାଏ , କିନ୍ତୁ ଆଜିକାଲି ବହୁତ ଲୋକ ଏମିତି ଅଛନ୍ତି ଯିଏକି ନିଜ ଘର ତିଆରି କରୁଥିବା ବେଳେ ଏହି କଥାକୁ ଧ୍ୟାନରେ ରଖିପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଘରର ବାସ୍ତୁଦୋଷ ଦୁର କରିବାର କିଛି ବିଶେଷ ନିୟମ ବିଷୟରେ କହିବାକୁ ଯାଊଛୁ , ଯାହାର ପାଳନ କରି ଆପଣ ନିଜ ଘରୁ ବାସ୍ତୁଦୋଷ ଦୁର କରିପାରିଏବ୍ , ଆସନ୍ତୁ ଜାଣିବା ସେହି ନିୟମଗୁଡିକ ବିଷୟରେ ।କହିଦେବୁ କି ଘରର ବାସ୍ତୁଦୋଷ ଦୁର କରିବାକୁ ହେଲେ କମ୍ ସେ କମ୍ ସପ୍ତାହରେ ଥରେ ଗୋମୁତ୍ର ଛିଞ୍ଚନ କରନ୍ତୁ , କହିଦେବୁ କି ଏମିତି କଲେ ଘରେ ସବୁ ବାଧାଗୁଡିକ ଦୁର ହୋଇଯିବ , ଓ ଘରେ ଖୁସିର ବାସ ହେବ , ଏହା ଛଡା ହିନ୍ଦୁ ଧର୍ମରେ ଗୋ ମୁତ୍ରକୁ ସବୁଠାରୁ ପବିତ୍ର ବୋଲି ଜଣାଯାଏ , ଏଥିପାଇଁ ଗୋମୁତ୍ରର୍ ଛିଞ୍ଚନ କଲେ ଏହା ବିଶେଷ ଶୁଭ ହୋଇଥାଏ

ଆପଣଙ୍କୁ କହିଦେବୁ କି ଗୋମୁତ୍ର ଜାଗାରେ ଆପଣ ପୁରା ଘରକୁ ଗଙ୍ଗାଜଳରେ ବି ଛିଞ୍ଚନ କରିପାରିବେ , ଏହା ଦ୍ୱାରା ଘରେ ପବିତ୍ରତା ରହିଥାଏ , ଓ ଘରେ ଖୁସିର ଆଗମନ ବି ହୁଏ , ଓ ସବୁ ବାସ୍ତୁଦୋଷ ବି ଦୁର ହୋଇଯାଏ , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ ଘରେ ବାସ୍ତୁଦୋଷ ଦୁର କରିବାପାଇଁ ଫେଙ୍ଗସୁଇ ର ୱିଣ୍ଡଚ୍ୟାମ୍ପ ଲଗାନ୍ତୁ, ଯେଉଁଥିରେ କିଛି ମ୍ୟୁଜିକାଲ୍ ଝଙ୍କାର୍ ଘରେ ବାଜୁଥିବ , କହିଦେବୁ କି ୱିଣ୍ତ ଚ୍ୟାମ୍ପରେ ପାଞ୍ଚଟି କାଠିଥିଲେ ତାହା ସବୁଠାରୁ ଶୁଦ୍ଧ ବୋଲି ଜଣାଯାଏ , ଏହି ବିଷୟରେ ସବୁଠାରୁ ଅଧିକା ଜାଣିବା କଥା ଏହା କି ୱିଣ୍ତଚ୍ୟାମ୍ପ ସବୁବେଳେ ଘରର ଦ୍ୱାରଦେଶରେ କିମ୍ବା ଝରକାରେ ଲଗାଇବେ , ଏହା ଛଡା ଘରୁ ବାସ୍ତୁଦୋଷ ଦୁର କରିବାପାଇଁ ଘରେ ମ୍ୟୁଜିକାଲ୍ ଘଡି ଲଗାଇପାରିବେ , କିନ୍ତୁ ଧ୍ୟାନ ରଖିବେ କି ଘଡିର ଗ୍ୟାଲେରି କିମ୍ବା ହଲ୍ ରେ ନ ଲଗାନ୍ତୁ, ଏହାକୁ ବେଡରୁମ୍ ରେ ଲଗାଇବା ଭଲ ହୋଇଥାଏ ।

କହିଦେବୁ କି ଘରୁ ବାସ୍ତୁଦୋଷ ଦୁର କରିବାପାଇଁ ସବୁବେଳେ ଘରକୁ ସପ୍ତାହରେ କମ୍ ସେ କମ୍ ଥରେ ଏକ ବାଲଟିରେ କ୍ଷିର ମିଶାଇ ସେଥିରେ କୁଶ ବୁଡାଇ ସେହି କୁଶରେ ପୁରା ଘରରେ କ୍ଷିରର ଛିଞ୍ଚନ କରନ୍ତୁ , ଓ ତାପରେ ବଳିଯାଇଥିବା କ୍ଷୀରକୁ ଘରର୍ ମୁଖ୍ୟ ଦ୍ୱାର କବାଟ୍ ପାଖରେ ଦୁହିଁପାର୍ଶ୍ୱରେ ବରାବର୍ ମାତ୍ରାରେ ପକାନ୍ତୁ , ଆପଣଙ୍କୁ କହିଦେବୁ କି ଏମିତି କରିଲେ ଘରର ବାସ୍ତୁଶୁଦ୍ଧି ହୋଇଥାଏ , ଓ ଘରେ ପଜେଟିଭ୍ ଏନର୍ଜୀ ବି ଆସେ , ଏହା ଛଡା ଘର କିମ୍ବା ଅଫିସ୍ ରେ ବାସ୍ତୁଦୋଷ ଦୁର୍ କରିବାପାଇଁ କମ୍ ସେ କମ୍ ଭଗବାନଙ୍କ ଫଟୋ ଘରେ କିମ୍ବା ଅଫିସ୍ ରେ ଲଗାନ୍ତୁ , ଏମିତି ମାନାଯାଏ କି ଏହା ଘରେ ପଜେଟିଭ୍ ଏନର୍ଜୀ ଆଣିଥାଏ,  ଓ ଘରର ସବୁ ଦୂଃଖ ଦୁର ହୋଇଯାଏ ।

ଘରର ବାସ୍ତୁଦୋଷ ଦୁର କରିବାପାଇଁ ସବୁବେଲେ ଏହିକଥାକୁ ଧ୍ୟାନ ରଖିବେ କି କେଉଁ ଝରକା କିମ୍ବା କବାଟ ପାଖରେ କିଛି ଆବାଜ୍ ନ ଆସୁ , ଯଦି ଆପଣ ଏମିତି ହେଉଛି , ତେବେ ଜଲଦି ହିଁ ଠିକ୍ କରିଦିଅନ୍ତୁ , କାରଣ ଏହା ଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ,  ଏହା ଛଡା ଘରର ଦ୍ୱାରକୁ ସବୁବେଳେ ସଫା ରଖନ୍ତୁ , ଓ ଚେଷ୍ଟା କରନ୍ତୁ ତା ଉପରେ କିଏ ପାଦ ନରଖେ ।

Leave a Reply

Your email address will not be published. Required fields are marked *