June 20, 2025

Odia Express

Here, There and Everywhere

ବାସି ରୁଟି ଖାଇଲେ ହୋଇଥାଏ ଏହି ଫାଇଦା ଯାହାକୁ ଜାଣିଲେ ଆପଣ ହୋଇଯିବେ ଚକିତ..

ସେମିତି ଯଦି ଆମେ ଦିନ ସାରା କିଛି ବି ଖାଇଦେଉ କିନ୍ତୁ ଆମର ପେଟର ଭୋକ କେବଳ ରୁଟି ଦ୍ୱାରା ଭରିଥାଏ । ରୁଟିରେ ଫାଇବର୍ ବହୁତ ଅଧିକା ମାତ୍ରାରେ ହୋଇଥାଏ , ଯାହା ଖାଦ୍ୟକୁ ପଚାଇବାରେ ସାହାଯ୍ୟ କରେ,  ଓ ଆମର ପେଟ ଭରିରହିଥାଏ,  ବାସି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ , ଏଥିପାଇଁ ଆମେ ରାତିର ବଞ୍ଚିଥିବା ଖାଦ୍ୟକୁ ଖାଇଲେ ବାହାରେ କେଉଁ ପଶୁକୁ ଦେଇଦିଅନ୍ତି , କିମ୍ବା ଡଷ୍ଟବିନ୍ ରେ ଦେଇଦିଅନ୍ତି , ଯଦି ଆମେ ରାତିରେ ବଳିଥିବା ବାସି ରୁଟିକୁ କ୍ଷୀରର ସହ୍ ଖାଇବା ତେବେ ଏଥିରୁ ଆମକୁ ବହୁତ ଫାଇଦା ମିଳିବ , ଆମର ସ୍ୱାସ୍ଥ୍ୟ ବି ସଠିକ୍ ରହିଥାଏ ।

ଆଜିକାଲିର୍ କର୍ମବ୍ୟସ୍ତ ଜୀବନ ମଧ୍ୟରେ ଲୋକେ ଏତେ ବ୍ୟସ୍ତ ରହିଯାଆନ୍ତି କି ସେମାନେ ନିଜ ଖାଦ୍ୟ ଖାଈବା ଉପରେ ଧ୍ୟାନ ଦିଅନ୍ତି ନାହିଁ , ଯାହା ଦ୍ୱାରା ତାଙ୍କୁ ବହୁତ ସାରା ରୋଗ ଘେରେଇଯାଏ , ଯେପରି ରକ୍ତଚାପ, ଡାଇବେଟିଜ୍ ଇତ୍ୟାଦି, ଯଦି ଏହି ଲୋକ ସବୁଦିନ ସକାଳୁ ୨ ବାସି ରୁଟି କୁ କ୍ଷୀରରେ ମିଶାଇ ଖାଇବେ ତେବେ ବ୍ଲଡ୍ ପ୍ରେସର୍ କମ୍ ରହିବ , ଓ ଏମିତିରେ କେଉଁ ବ୍ୟକ୍ତି ସବୁଦିନ ବାସିରୁଟି ଖାଇଥାଏ , ତେବେ ସବୁଦିନ ସୁସ୍ଥ୍ୟରହିଥାଏ । ଡାଇବେଟିଜ୍ ରୋଗୀଙ୍କ ପାଇଁ ବାସି ରୁଟି ଖାଇବା ଫାଈଦାଦାୟକ ହୋଇଥାଏ , ଯଦି ଆପଣଙ୍କୁ ଡାଇବେଟିଜ୍ ଅଛି, ତେବେ ସକାଳ ସମୟରେ ବାସି ରୁଟି କ୍ଷୀରର ସହ ଖାଇବା ଫାଇଦାଦାୟକ ହୋଇଥାଏ , ଏଥିରେ ଆପଣଙ୍କ ଶରୀରରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ ।

ଯଦି କେଉଁ ବ୍ୟକ୍ତି ସକାଳୁ ବିନା କିଛି ଖାଈ ବାହାରକୁ ବାହାରିଯାଏ ,ତେବେ ଏମିତିରେ ଗ୍ୟାସ୍ ହେବାର ସମସ୍ୟା ସାଧାରଣ ଅଟେ , କିନ୍ତୁ ଯଦି ଆପଣ ଘରୁ ବାହାରିବାପରେ ସକାଳୁ ଖାଲି ପେଟରେ ବାସିରୁଟିକୁ କ୍ଷୀରର ସହ ଖାଆନ୍ତି ତେବେ ଆପଣଙ୍କୁ ଗ୍ୟାସର ପ୍ରୋବ୍ଲେମ୍ ହେବ ନାହିଁ , ଏଥିରେ ଆପଣଙ୍କୁ ଏସିଡିଟି ଓ ଚିନ୍ତା ଓ ସୁଗର୍ ପରି ରୋଗର୍ ସାମ୍ନା କରିବାକୁ ପଡିଥାଏ , ପେଟ ସଂବନ୍ଧିତ ରୋଗରୁ ଦୁରେଇବାକୁ ଚାହୁଁଛନ୍ତି ତେବେ କ୍ଷୀରରେ ବାସି ରୁଟି ଖାଆନ୍ତୁ , ସବୁ ସମସ୍ୟା ଦୂରେଇଯୀବ

Leave a Reply

Your email address will not be published. Required fields are marked *